Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 21-08-2022 (Kids Special)
Share:

By Village Missionary Movement

Sunday, 21-Aug-2022

ଆଜିର ବାକ୍ୟ (Oriya) 21-08-2022 (Kids Special)

 

ନଷ୍ଟ କରନ୍ତୁ ନାହିଁ 

 

“ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ।“ - ମାଥିଉ 6:11

 

ହାଲୋ ପିଲାମାନେ ସମସ୍ତେ କେମିତି ଅଛ ? ଭଲ ଅଛ କି ? ଖାଇଲ କି ? ଦିନକୁ କେତେ ଥର ଖାଉଛ ? ଓ... ଚାରି ଥର ଖାଉଛ କି ? ଠିକ ଅଛି, ଠିକ ଅଛି, ସୁସ୍ଥ ଖାଦ୍ୟ ଖାଇବା ଉଚିତ, ପକେଟ ଆଇଟେମ, ଜଙ୍ଘ ଫୂଡ଼ ଖାଇବା ଉଚିତ ନୁହେଁ, ଓକେ ତ !ବିନାମୂଲ୍ୟରେ ବିରିୟାନୀ ମିଳିଲେବି, ଆଉ ଯେକୌଣସି ଖାଦ୍ୟ ମିଳିଲେବି, ଯୀଶୁଙ୍କୁ ଧନ୍ୟବାଦ ଜଣାଇ ଖାଇବା ଉଚିତ, କହିବ ତ !ଠିକ ଅଛି ପିଲାମାନେ, କାହାଣୀ ଶୁଣିବା କି ? 

 

ଗୋଟିଏ ଦିନ ଗୋଟେ ଘରେ ପ୍ରାର୍ଥନାର ସମାବେଶ ହେଲା !ମିଟିଙ୍ଗ ସରିବା ପରେ ଖାଇବାକୁ ଦେବାରୁ ଛୋଟ ପିଲାମାନେ ସମସ୍ତେ ଖାଇବା ଆରମ୍ଭ କଲେ !ଜଣେ ଛୋଟଝିଅ ଅଳ୍ପ ଖାଇ ବଳକା ଖାଦ୍ୟ ଉପରେ ହାତ ଧୋଇ ଦେଲା !ସେମିତି କରିବା ଉଚିତ ନୁହେଁତ !ତୁମେ ଯଦି ଖାଇବ ନାହିଁ, ତେବେ ତୁମ ବାପାମାଆକୁ ଦେଇ ଦେବା ଉଚିତ !ନଷ୍ଟ କରିବାକୁ ନାହିଁ !ତୁମେ ସମସ୍ତେ ଖାଦ୍ୟ ନଷ୍ଟ କରିବ ନାହିଁ ତ !ଭଲ ପିଲାମାନେ !ଏହି ଛୋଟ ଝିଅକୁ ଦେଖିଥିବା ଜଣେ ଅଜା ଶୀଘ୍ର ଆସି ସେହି ପ୍ଲେଟକୁ ନେଇ ପାଣିକୁ ହିଁ ତଳେ ଅଜାଡି, ସେହି ବଳକା ଖାଦ୍ୟରେ ପୁନର୍ବାର ଖାଦ୍ୟ ଅଣି ଖାଇଲା !ପାଖରେ ଥିବା ଅନ୍ୟ ଜଣେ ଅଜା ପଚାରିଲା, କଣ ତୁମେ ହାତ ଧୋଇ ଥିବା ସେହି ଅଇଠା ପ୍ଲେଟରେ ଖାଉଛ ? ଯୀଶୁ ବାପା ଦେଇଥିବା ଏହି ଖାଦ୍ୟକୁ ନଷ୍ଟ କରିବାକୁ ହେବ ନାହିଁତ !ସେ ଛୋଟ ଝିଅକୁ ଜଣା ନାହିଁ, ଏହି ଖାଦ୍ୟ ନ ପାଇ କେତେ ଜଣ ଛୋଟ ପିଲାମାନେ ନିଦ୍ରିତ ହେଉଛନ୍ତି କହି, ସେହି ଖାଦ୍ୟକୁ ଖାଇଲା !ପାଖରେ ଥିବା ଅଜା ଏହା ଶୁଣି ଏଥର ମୁଁ ମଧ୍ୟ ଖାଦ୍ୟ ନଷ୍ଟ ନ କରି, ମୋର ପରିବାରକୁ କହିବି ବୋଲି ନିର୍ଣ୍ଣୟ କରି ସେହି ସ୍ଥାନରୁ ଚାଲି ଗଲା !କଣ ପିଲାମାନେ କାହାଣୀ ବଢିଆ ଅଛି କି ? 

 

ଶୁଣି ସେମିତି ଛାଡିବାକୁ ହେବ ନାହିଁ !ତୁମ୍ଭେମାନେ ମଧ୍ୟ ଖାଦ୍ୟକୁ ନଷ୍ଟ କରିବାକୁ ହେବ ନାହିଁ !ତୁମ ସାଙ୍ଗସାଥୀଙ୍କୁ ମଧ୍ୟ ଏହି ବିଷୟରେ ଶିଖାଇବା ଉଚିତ !ମୋତେ ମାଂସ କହିଲେ ବହୁତ ଇଚ୍ଛା !ସାଧା ମୋଟେ ଭଲ ଲାଗେ ନାହିଁ !ଇଚ୍ଛା ନ ଥିବା ଖାଦ୍ୟ ଖାଇବି ନାହିଁ ବୋଲି ବିରକ୍ତି କରିବାକୁ ନାହିଁ !ସବୁଦିନ ତୁମକୁ ମିଳୁଥିବା ଖାଦ୍ୟ ଯୀଶୁ ଦେଉଛନ୍ତି !ତାହାକୁ ବୃଥା ନ କରି ରହିଲେ, ଭୋକିଲା ଥିବା ଯେକୌଣସି ଜଣକୁ ସାହାଯ୍ୟ କରି ପାରିବା ତ !ହଁ କି ନାହିଁ !ଉତ୍ତମ ବିଷୟ ଶିଖାଇ ଥିବାରୁ ଯୀଶୁଙ୍କୁ ଧନ୍ୟବାଦ ଦେବାକି ? ଧନ୍ୟବାଦ ଯୀଶୁ !

- ଭଉଣୀ ଦେବୋରା

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet güncel holiganbet giriş holiganbet sahabet onwin bets10 bets10 giriş bets10 güncel giriş betcio atlasbet casibom meritking perabet casibom holiganbet galabet casibom padişahbet padişahbet giriş grandpashabet ibizabet tambet grandpashabet jojobet nesinecasino betbey betgit grandpashabet betpuan cashwin matbet meritking perabet perabet giriş instagram ban service betsilin betsilin giris pashagaming pashagaming giris gorabet gorabet giris kralbet holiganbet grandpashabet grandpashabet giriş holiganbet giriş çarkbet çarkbet giriş deneme bonusu