Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 23-08-2022
Share:

By Village Missionary Movement

Tuesday, 23-Aug-2022

ଆଜିର ବାକ୍ୟ (Oriya) 23-08-2022

 

ଯଦି ତୁମେ କାମ କରୁନାହଁ

 

“ପୁଣି, ପ୍ରାୟ ପାଞ୍ଚଟା ସମୟରେ ସେ ବାହାରିଯାଇ ଆଉ କେତେକ ଜଣଙ୍କୁ ଠିଆ ହୋଇଥିବା ଦେଖି ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ଏଠାରେ ଦିନଯାକ ଖାଲିରେ ଠିଆ ହୋଇଅଛ ?” - ମାଥିଉ 20:6

 

ଆମ ଭାରତ ଦେଶର ମଧ୍ୟପ୍ରଦେଶ ରାଜ୍ୟର କେବଳ କମ ଦକ୍ଷତା ଥିବା ଦଶ ହଜାର ଯୁବକ ପନ୍ଦରଟି ସରକାରୀ ଚାକିରୀ ନିମନ୍ତେ ଆବେଦନ କଲେ !ସେଥି ମଧ୍ୟରେ ପ୍ରତିଯୋଗୀତାର ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇଥିବା ଜିତେନ୍ଦ୍ର ମାଉରିୟା ଜଣେ !ଆବେଦନକାରୀଙ୍କ ମଧ୍ୟରେ ଅନେକ ଲୋକ ଉଚ୍ଚ ଶିକ୍ଷିତ !ପୋଷ୍ଟ -ଗ୍ରାଜୁଏଟ, ଇଂଜିନିୟର, ଏମ.ବି.ଏ ଗ୍ରାଜୁଏଟ, ପ୍ରତିଯୋଗିତାର ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହୋଇ ଅଛନ୍ତି !ଚାକିରୀ ନିମନ୍ତେ ସାକ୍ଷାତକାର ପରୀକ୍ଷାକୁ ଆସିଥିବା ଜିତେନ୍ଦ୍ର ମାଉଁରିୟା ଗୋଟିଏ ସମ୍ବାଦ ସଂସ୍ଥା ସହ କଥା ହୋଇ କହିଲା, ମୁଁ ଏତେ ପାଠ ପଡିଥିଲେ ମଧ୍ୟ କେତେକ ଥର ପ୍ରତିଯୋଗିତା ପରୀକ୍ଷାରେ ପ୍ରସ୍ତୁତ ହେବାକୁ ଥିବା ପୁସ୍ତକ ଗୁଡିକ କିଣିବାକୁ ମୋ ଠାରେ ପଇସା ନ ଥାଏ !ସେଥିପାଇଁ ମୋତେ ଏଥିରେ କିଛି ଗୋଟିଏ ଚାକିରୀ ମିଳିବ ବୋଲି ଆସିଲି !ଜିତେନ୍ଦ୍ରଙ୍କ କଥା ଆମ ଭାରତ ଦେଶରେ ବେକାର ସମସ୍ୟାକୁ ବୁଝାଉଛି !ବର୍ତମାନ ବିମୁଦ୍ରିକରଣକୁ ସମ୍ମୁଖୀନ ହୋଇଥିବା ଭାରତ ଦେଶ ଆର୍ଥିକ ବ୍ୟବସ୍ଥା, କୋରାନ ମହାମାରୀ ଏବଂ ୟୁକ୍ରେନ ଓ ଋଷିଆ ଯୁଦ୍ଧ ଦ୍ଵାରା ଅନେକ ସମସ୍ୟାରେ ତଳକୁ ଖସି ଯାଉଛି !ଏହି ଅବସ୍ଥା ଆର୍ଥିକ ବ୍ୟବସ୍ଥା ଏବଂ ବେକାର ସମସ୍ୟାକୁ ବୃଦ୍ଧି କଲା !ଏହି ସବୁକୁ ଅନୁଧ୍ୟାନ କରୁଥିବା ପ୍ରତ୍ୟେକ ଜଣକ ପାଖରେ ଭବିଷ୍ୟତ ବିଷୟରେ ଭୟ ଦେଖା ଯାଉଛି !

 

ପ୍ରିୟ ବନ୍ଧୁଗଣ, ଏହାକୁ ଭୟ କରିବା ଆବଶ୍ୟକ ନାହିଁ !ଏହି ସମସ୍ତ କାର୍ଯ୍ୟ ପ୍ରଭୁଙ୍କର ହସ୍ତରେ ସମର୍ପିତ କରନ୍ତୁ ଏବଂ ତାହାଙ୍କ ପ୍ରତି ବିଶ୍ୱାସ ରଖନ୍ତୁ !ସେ ଆପଣଙ୍କ କାର୍ଯ୍ୟ ସଫଳ କରିବେ ବୋଲି ଆମେ ପବିତ୍ର ବାଇବଲରେ ପଡୁଛୁ !ଭବିଷ୍ୟତ ବିଷୟରେ ଆଲୋଚନା କରି ଆମ ପାଠ ପଡା, ଚାକିରୀ ନିମନ୍ତେ 

 

ଚିନ୍ତା କରନ୍ତୁ ନାହିଁ !ଆମ ପ୍ରଭୁ ଆମକୁ ଅନୁଧ୍ୟାନ କରିବା ବ୍ୟକ୍ତି ଏବଂ ଆମକୁ ସାହାଯ୍ୟ କରିବା ଇଶ୍ୱର !ପ୍ରଭୁଯୀଶୁଖ୍ରୀଷ୍ଟ ତାଙ୍କ ଶିଷ୍ୟମାନଙ୍କ ସହିତ କ୍ଷେତ ପ୍ରଚୁର ମାତ୍ର ମୁଲିଆ କମ କହି ଆମନ୍ତ୍ରଣ କରୁଛନ୍ତି !ଏବଂ ଦ୍ରାକ୍ଷାକ୍ଷେତ୍ରରେ କାମ କରିବାକୁ ଖାଲିରେ ଥିବା ଲୋକଙ୍କୁ ଡାକିବା ଆମେ ଦେଖୁଅଛୁ !ଏହି କଥା ଶୁଣୁଥିବା ଆପଣ ମଧ୍ୟ ତାହାଙ୍କ ସେଵା କରିବାକୁ ସେ ଡାକୁଛନ୍ତି !ପ୍ରଭୁଙ୍କର ସେବାକୁ କାର୍ଯକାରୀ ଅଧିକ ଆବଶ୍ୟକ ଅଛନ୍ତି !ଯୀଶୁଙ୍କୁ ନ ଜାଣି ନର୍କ ପଥରେ ଯାଉଥିବା ଲୋକଙ୍କୁ ବୁଝାଇବାକୁ ଆପଣ ଆସିବ କି ? 

- ପି. ଜେକାବ ଶଙ୍କର 

 

ପ୍ରାର୍ଥନାର ଅଂଶ :-

ସଦାପ୍ରଭୁ ଆମକୁ ଦେଇ ଥିବା ଦର୍ଶନ ସଫଳ କରିବାକୁ ପ୍ରତ୍ୟେକ ରାଷ୍ଟ୍ରରେ ବାର ଜଣ ମିଶିନାରୀ ଉଠିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis wbahis grandpashabet betgit betsalvador matbet meritking