Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 29-08-2022 (Youth Special)
Share:

By Village Missionary Movement

Monday, 29-Aug-2022

ଆଜିର ବାକ୍ୟ (Oriya) 29-08-2022 (Youth Special)

 

ବାକ୍ୟର ଦୁର୍ଭିକ୍ଷ 

 

“ପ୍ରଭୁ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁ ଦିନ ଆମ୍ଭେ ଏହି ଦେଶକୁ ଦୁର୍ଭିକ୍ଷ ପ୍ରେରଣ କରିବା, ଏପରି ଦିନ ଆସୁଅଛି, ତାହା ଅନ୍ନ କିଅବା ଜଳ ପିପାସାର ଦୁର୍ଭିକ୍ଷ ନୁହେଁ, ମାତ୍ର ସଦାପ୍ରଭୁଙ୍କର ବାକ୍ୟ ଶୁଣିବାର ଦୁର୍ଭିକ୍ଷ ହେବ।“ - ଆମୋଷ 8:11

 

ଅନେକ ଦେଶରେ ଖାଦ୍ୟ ଅଭାବ ଏବଂ ଜଳ ଅଭାବ ହୋଇଥିବା ଆମେ ଜାଣିଅଛୁ !କିନ୍ତୁ ଆମୋଷ ପ୍ରଭକ୍ତା ଦ୍ଵାରା ସଦାପ୍ରଭୁଙ୍କର ବାକ୍ୟ ଶୁଣିବାର ଦୁର୍ଭିକ୍ଷ ହେବ ବୋଲି ପରମେଶ୍ୱର କହନ୍ତି !ଖାଦ୍ୟ ସମସ୍ୟା ସୃଷ୍ଟି ହେଲେ, ତାହା କେବଳ ଆମ ଶରୀରକୁ ହିଁ ବାଧା ଦେବ !କିନ୍ତୁ ସଦାପ୍ରଭୁଙ୍କର ବାକ୍ୟ ନ ଶୁଣିବା ଦ୍ଵାରା ମଣିଷ ଶକ୍ତିହୀନ ହେବା ହିଁ କେବଳ ନୁହେଁ ଶେଷରେ ସ୍ୱର୍ଗ ରାଜ୍ୟକୁ ହରାଇବ !ସେଥିପାଇଁ ପ୍ରଭୁଯୀଶୁ କହିଛନ୍ତି, ମନୁଷ୍ୟ ରୋଟିରେ ବଞ୍ଚେ ନାହିଁ, କିନ୍ତୁ ଇଶ୍ୱରଙ୍କ ମୁଖରୁ ନିର୍ଗତ ବାକ୍ୟ ଦ୍ଵାରା ବଞ୍ଚିବ !ତୁମ୍ଭ ବାକ୍ୟ ମୁଁ ପାଇଲେ, ତାହାକୁ ମୁଁ ଭୁଞ୍ଜିବି, ତୁମ୍ଭ ବାକ୍ୟ ମୋର ସନ୍ତୋଷଜଣକ, ମୋ ହୃଦୟକୁ ଆନନ୍ଦ ଦିଏ ବୋଲି ଯିରୀମିୟ ପ୍ରଭକ୍ତା କହନ୍ତି, ବାକ୍ୟକୁ ଖାଦ୍ୟ ସଦୃଶ୍ୟ ଭୋଜନ କଲି ବୋଲି କହୁଛନ୍ତି !ଯଦି ବର୍ଷା ଅଭାବ ହେତୁ, ଅଥବା ଯୁଦ୍ଧ ହେତୁ ଖାଦ୍ୟର ଦୁର୍ଭିକ୍ଷ ଆସିପାରେ !କିନ୍ତୁ ବାକ୍ୟ ଶୁଣିବାକୁ ଆସୁଥିବା ଦୁର୍ଭିକ୍ଷ ସର୍ବଦା ଅନିଷ୍ଟ ଅଟେ !

 

ବିତିଗଲା ବର୍ଷରେ କରନା ନାମକ ମହାମାରୀ ସଂକ୍ରମଣ ରୋଗ ସାରା ପୃଥିବୀକୁ ବ୍ୟାପିଗଲା !ମଣ୍ଡଳୀରେ ଆରାଧନାକୁ ବନ୍ଦ କରାଯିବା ଦ୍ଵାରା ବାକ୍ୟ ଦୁର୍ଭିକ୍ଷ ହେଲା ବୋଲି ଆମେ ଭାବି ପାରିବା !ମିଡ଼ିଆ ମାଧ୍ୟମରେ ବାକ୍ୟ ଶୁଣିବାକୁ ସଦାପ୍ରଭୁ ଅନୁଗ୍ରହ କଲେ ତ !କିନ୍ତୁ ଏହି ପରି ବାକ୍ୟ ନ ପାଇବା ଘୋର ଅଭାବ ଆସୁଅଛି !

 

ପ୍ରିୟ ଯୌବନ ଗଣ, ପରମେଶ୍ୱରଙ୍କ ବାକ୍ୟ ଶୁଣିବାରେ, ସେଗୁଡିକୁ ପ୍ରତିଦିନ ଆମ ଜୀବନରେ ଅଭ୍ୟାସ କରିବାରେ ଉତ୍ସାହିତ ଭାବେ ରହିଲେ, ଯେକୌଣସି ପ୍ରକାରର ଦୁର୍ଭିକ୍ଷ ଆସିଲେ ସୁଧା ମୁକାବିଲା କରି ପାରିବା !ପ୍ରଭୁଙ୍କର ବାକ୍ୟକୁ ଧ୍ୟାନ ନ କରି, ତାହା ମାଧ୍ୟମରେ ଆସୁଥିବା ଆଶୀର୍ବାଦକୁ ନ ପାଇ, ପ୍ରାର୍ଥନା ନାମକ ପ୍ରଭୁଙ୍କୁ ଏବଂ ଆମ ମଧ୍ୟରେ ଥିବା ବନ୍ଦନରେ ଆମେ ଜୀବନଯାପନ ନ କରି, ଆମେ ନିଜକୁ ଆମ ଚାରିପଟେ ଥିବା ଲୋକଙ୍କୁ ରୁଗ୍ଣତାକୁ ଲକ୍ଷ୍ୟ କରୁଥିବା ଅପବାଦ କ୍ରିୟା ନିମିତ୍ତ, ଆମେ ସଂରକ୍ଷଣ କରିବା ନିମନ୍ତେ ହୃଦୟରେ ପ୍ରଭୁଙ୍କର ବାକ୍ୟକୁ ପୂରଣ କରିବା କି ? ଆମ ସନ୍ତାନମାନଙ୍କ ହୃଦୟ ପରମେଶ୍ୱରଙ୍କ ବାକ୍ୟରେ ପୂରଣ କରି, ସେମାନଙ୍କ ଆତ୍ମାକୁ ବୃଦ୍ଧି କରାଇବା କି ? ଖ୍ରୀଷ୍ଟଙ୍କ ନିମନ୍ତେ ଶିଷ୍ୟମାନଙ୍କୁ ଅଭିବୃଦ୍ଧି କରିବା !ସମାଜ ରୁଗ୍ଣତାରୁ ଆମ ଦେଶକୁ ସୁରକ୍ଷିତ କରିବା !ହାଲେଲୁୟା !

- ଭାଇ ପାଉଲ ଯେବେଷ୍ଟିନ ରାଜ 

 

ପ୍ରାର୍ଥନାର ଅଂଶ :-

ଗେତସମଣି କ୍ୟାମ୍ପସରେ ନିର୍ମିତ ହେଉଥିବା ନିର୍ମାଣ କାର୍ଯ୍ୟର ଆବଶ୍ୟକ ଯୋଗାଇବା ନିମନ୍ତେ, ଉତ୍ତମ ରୂପେ ଶୀଘ୍ର ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet jojobet jojobet esbet holiganbet tambet grandpashabet betgit radissonbet