Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 02-09-2022
Share:

By Village Missionary Movement

Thursday, 01-Sep-2022

ଆଜିର ବାକ୍ୟ (Oriya) 02-09-2022

 

ଇତିହାସ ସୃଷ୍ଟି କରୁଥିବା ସାଧାରଣ ଲୋକ 

 

“ହେ ସଦାପ୍ରଭୁ, ମୁଁ ଜାଣେ ଯେ, ତୁମ୍ଭେ ସବୁ କରିପାର ଓ ତୁମ୍ଭର କୌଣସି ସଂକଳ୍ପ ନିବାରଣ କରାଯାଇ ନ ପାରେ।“ - ଆୟୁବ 42:2

 

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ପରେ ଜଣେ ସୈନିକକୁ ଘରକୁ ଯିବା ନିମନ୍ତେ ଛୁଟି ଅନୁମତି ମିଳିଲା !ସେ ତାଙ୍କ ଘର ନିକଟରେ ଥିବା ସାହିକୁ ପହଞ୍ଚିଲା !ସେଠାରେ ସ୍ଥଗିତ କରାଯାଇ ଥିବା ସୈନିକମାନଙ୍କ ଯାହାନରେ ମୃତ୍ୟୁ ଶରୀର ଗୁଡିକ ଛଡାଉ ଥିବା ଦେଖିବା ବେଳେ ଶତ୍ରୁମାନେ ତାଙ୍କ ନଗରକୁ ବୋମା ଦ୍ଵାରା ଆକ୍ରମଣ କଲେ ବୋଲି ସେ ଜାଣି ପାରିଲା !ସାମୁହିକ ସମାଧିକୁ ନେବା ପାଇଁ ଡଜନ ଡଜନ ମୃତ୍ୟୁ ଦେହ ପ୍ରସ୍ତୁତ ହୋଇ ଅଛି !ସେହି ସୈନିକ ଅଳ୍ପ ସମୟ ଦେଖିଲା !ହଟାତରେ ସେ ଜଣେ ମହିଳାଙ୍କ ପାଦରେ ଥିବା ଜୋତାକୁ ଅନୁଧ୍ୟାନ କଲା !ପୂର୍ବରୁ ତାଙ୍କ ସ୍ତ୍ରୀଙ୍କୁ କିଣି ଦେଇ ଥିବା ଜୋତା ସଦୃଶ୍ୟ ତାହା ଦେଖାଗଲା !ସେ ସଙ୍ଗେସଙ୍ଗେ ତାଙ୍କ ଘରକୁ ଧାଇଁଧାଇଁ ଗଲା !ଘରେ କେହି ନାହାନ୍ତି !ଆଉ ଶୀଘ୍ର ଫେରି ଆସି ଯାହାନରେ ଥିବା ସେହି ଶବଗୁଡିକୁ ତନଖି କଲା !ସେ ତାଙ୍କ ସ୍ତ୍ରୀ ବୋଲି ଜାଣି ପାରି ହତଭାଗା ହୋଇଗଲା !ତାଙ୍କ ସ୍ତ୍ରୀଙ୍କୁ ସବୁ ଶବ ସହିତ ମିଶାଇ ସମାଧି କରିବାକୁ ଇଚ୍ଛା ନାହିଁ କହି, ପ୍ରତ୍ୟେକ ଭାବେ ସମାଧି ମୁଁ କରିବି, ମୋର ସ୍ତ୍ରୀ'ର ଶବ ଦିଅ କହି ମାଗିଲା, ଅନୁମତି ମିଳିଲା !ଯାହାନରୁ ସେହି ଶବକୁ ବହୁତ ଦୁଃଖରେ ବାହାରକୁ କାଢ଼ିବା ପରେ, ସ୍ତ୍ରୀ ଜୀବନରେ ବଞ୍ଚିଛି !ତାହା ଦେଖି ଅତି ଆନନ୍ଦିତ ହେଲା !ତାକୁ ସଙ୍ଗେସଙ୍ଗେ ଡାକ୍ତରଖାନାକୁ ନେଇକି ଗଲା !ସେଠାରେ ଆବଶ୍ୟକ ଚିକିତ୍ସା ଯୋଗାଇ ପୁନର୍ବାର ଜୀବନ ଦେଲେ !ଆଜି ଦୁର୍ଘଟଣା ଘଟି ଅନେକ ବର୍ଷ ପରେ, ଲାଗଭାଗ ଜୀବନରେ ସମାଧି କରିବାକୁ ଥିବା ସେହି ସୈନିକଙ୍କ ସ୍ତ୍ରୀ ଗର୍ଭବତୀ ହେଲା !ତାହାଙ୍କୁ ଜନ୍ମ ହୋଇଥିବା ସନ୍ତାନ ହିଁ ବିଗତ ବର୍ଷମାନଙ୍କରେ ଆମେରିକାର ପ୍ରେସିଡେଣ୍ଟ ହୋଇଥିବା ହିଲେରି କ୍ଲିନଟନର ସ୍ତ୍ରୀ ଅଟେ !ସେହି ହିଲେରିକ୍ଲିନଟନ ଲେଖିଥିବା "ହାର୍ଟ ଚାଇସ" ନାମକ ପୁସ୍ତକରେ ଏହି ଘଟଣାଟି ବର୍ଣନା କରିଛନ୍ତି !ତେଣୁକରି ସାଧାରଣ ଲୋକ ବୋଲି ନାମିତ ହୋଇଥିବା ଅନେକଙ୍କ ଦ୍ଵାରା ଇତିହାସ ସୃଷ୍ଟି କରିବା ପରମେଶ୍ୱରଙ୍କ ସାଧ୍ୟ ଅଟେ !

 

କାଠ କାଟିବା ଲୋକଙ୍କ ପୁଅ ଅବ୍ରାହମ ଲିଙ୍କନ ଆମେରିକାର ପ୍ରେସିଡେଣ୍ଟ ହେଲେ !ଚପଲ ସିଲେଇ କରୁଥିବା ଲୋକଙ୍କ ପୁଅ ବିଲ୍ଲିଏମ କେରୀ, ଭାରତ ଦେଶରେ ଅନେକଙ୍କ ଚକ୍ଷୁ ଖୋଲି ଦେଲା !ସେ ରାତିଦିନ ଅନିଦ୍ରା ହୋଇ ଅନେକ ଭାଷାରେ ପବିତ୍ର ବାଇବଲକୁ ଅନୁବାଦ କଲା !ଅନେକ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଗୁଡିକ ସ୍ଥାପନ କଲା !ସାଧାରଣ ଭାବେ ମାଛ ଧରୁଥିବା ପିତର ତିନି ହଜାର, ପାଞ୍ଚ ହଜାର ଲୋକଙ୍କୁ ପ୍ରଭୁଙ୍କର ନିକଟକୁ ପହଂଚିଲା ଭଲି, ମନ ପରିବର୍ତ୍ତନ ହେଲା ପରି ପ୍ରସଙ୍ଗ କରି ପ୍ରଧାନ ପ୍ରେରିତ ହେଲେ !ତାମିଲନାଡୁର ପୁଳାଲାୟାକୋଟା ନାମକ ଗାଁରେ ଯୀଶୁଙ୍କୁ ଜାଣି ନ ଥିବା ଜଣେ ପରିବାରରେ ଜନ୍ମ ନେଇ ଥିବା ଭାଇ ଜଣକ ଡେଭିଡ ଗାଣେଶାନ ଶହଶହ ମିଶିନାରୀଙ୍କୁ ଅଭିବୃଦ୍ଧି କରି, ଗୋଟିଏ ସଂସ୍ଥାକୁ ସ୍ଥାପନ କରି, ଭି. ଏମ. ଏମ ର ନେତା ହେଲେ !ଦେଖନ୍ତୁ କେତେ ବଡ଼ ଆଚର୍ଯ୍ୟ ପ୍ରଭୁଙ୍କର କ୍ରିୟା !

 

ପ୍ରିୟ ଯୁବତୀ, ତୁମେ ସାଧାରଣ ନୁହଁ !ପରମେଶ୍ୱର ତୁମ୍ଭ ଦ୍ଵାରା ଅସାଧାରଣ କ୍ରିୟା କରି ପାରିବେ !ତୁମକୁ ସାଧାରଣ ଭାବେ ପରିବର୍ତ୍ତନ କରିବା, ପ୍ରଭୁଙ୍କର ସହଜ କାର୍ଯ୍ୟ !ତୁମ୍ଭ ଜୀବନରେ ପ୍ରାରମ୍ଭ ଅଳ୍ପ ଥିଲେ ତୁମ୍ଭଙ୍କୁ ମହାବୀର କରିବା ପ୍ରଭୁ ତୁମ ସହ ଅଛନ୍ତି !ହାଲେଲୁୟା !

- ଶ୍ରୀମତୀ ଜସ୍ମିନ ପାଉଲ 

 

ପ୍ରାର୍ଥନାର ଅଂଶ :-

ଆମ ସମସ୍ତ ମିଶିନାରୀ ମାନଙ୍କୁ ପରମେଶ୍ୱର ମହିମା ରୂପେ ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet