Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 21-09-2022
Share:

By Village Missionary Movement

Wednesday, 21-Sep-2022

ଆଜିର ବାକ୍ୟ (Oriya) 21-09-2022

 

ବର୍ଦ୍ଧିଷ୍ତୁ ଆଶୀର୍ବାଦ 

 

“ବିଶ୍ୱସ୍ତ ଲୋକ ଆଶୀର୍ବାଦରେ ବର୍ଦ୍ଧିଷ୍ଣୁ ହେବ; ମାତ୍ର ଯେ ଧନବାନ ହେବାକୁ ଅତି ଉଦ୍ୟମ କରେ, ସେ ଅଦଣ୍ଡିତ ନୋହିବ।“ - ହିତୋପଦେଶ 28:20

 

ରସିଦା ନାମକ ଜଣେ ନାନୀର ପୁଅ ଥିଲା !ସଠିକ ସମୟରେ ତାର ଦାୟିତ୍ୱକୁ ସମ୍ପୂର୍ଣ୍ଣ କରିବା ପାଇଁ, ସେ ନାନୀ ତାର ପୁଅକୁ ନିୟମ କରୁଥାଏ !ଗାଧୋଇ ଆସିଲେ ତାୱାଲ ସଠିକ ରୂପେ ଖରାରେ ଶୁଖାଇଲ କି, ପାଣି ଟେପ ଭଲଭାବେ ବନ୍ଦ କଲୁ କି, ଗାଧୁଆ ଘରର ଲାଇଟ ବନ୍ଦ କଲୁ କି ବୋଲି ପଚାରୁ ଥାନ୍ତି !ସ୍କୁଲଠୁ ଆସିବା କ୍ଷଣି ୟୂନିଫୋରମ ବଦଳାଇଲୁ କି, ବାଇବଲ ପଡ଼ିବାକୁ ଦେଇ ଥିବା ଅଧ୍ୟାୟକୁ ପଢି ସାରିଲୁ କି, ନଅ (୯) ଘଣ୍ଟା ମଧ୍ୟରେ ହୋମ ୱାର୍କ କରିସାରିଲୁ କି ବୋଲି ପଚାରି, ଯୌବନ ବୟସରେ ମଧ୍ୟ ଏହି 

 

ଅନୁଶାସନ ପାଳନ କରିବା ଉଚିତ ବୋଲି କହୁଥାଏ !ଏପରି କହୁଥିବା ବେଳେ ସେହି ଯୁବକକୁ ବହୁତ କ୍ରୋଧ ଲାଗୁଥାଏ !ସେ ଯେତେବେଳେ ଡିଗ୍ରୀ ସମାପ୍ତି କରି, ଚାକିରୀ ନିମନ୍ତେ ଇଣ୍ଟେରଭିଉ ଗଲା !ମହଲା ଉପରେ ଇଣ୍ଟେରଭିଉ ହେଉଥାଏ !ଆଗରେ ଥିବା ବଖରାକୁ ଯିବା କ୍ଷଣି, ଚିନ୍ନଭିନ୍ନ ହୋଇ ପଡ଼ିଥିବା ଚୌକି ଗୁଡିକୁ ଉତ୍ତମ ରୂପେ ସଜାଡି ରଖିଲା !ପାହାଚ ଚଡିବା ବେଳେ ସେଥିରେ ଆଲୋକିତ ହେଉଥିବା ଲାଇଟ ଗୁଡିକୁ ବନ୍ଦ କଲା !ପାଖରେ ଥିବା ୱାସ ଵେଶୀନରେ ପାଣି ଝରୁଥିବା ଦେଖି ତାହାକୁ ବନ୍ଦ କଲା !ତାର ମାଆ ଯାହା ଶିଖାଇ ଥିଲା ସେ ସବୁକୁ ସେ ନିଜକୁ ନିଜେ କରିଦେଲା !ଇଣ୍ଟେରଭିଉରେ ଏକଶହ ଏକ ବ୍ୟକ୍ତି ଭାବେ ବସିଛି !ବସିବା କ୍ଷଣି ଜଣେ ବ୍ୟକ୍ତି ଆସି, ସେ ଯୁବକକୁ ଭିତରକୁ ଡାକିଲା !ବଳକା ଏକଶହ ଯୁବକମାନେ ବୁଲିପଡ଼ି ସେ ଯୁବକକୁ ଚାହିଁଲେ !ସେ ଯୁବକ ଜଣକ କରିଥିବା ପ୍ରତି କାର୍ଯ୍ୟଟିକୁ ସିସିଟିବି ମାଧ୍ୟମରେ ଅନୁଧ୍ୟାନ କରୁଥିବା ସେହି କମ୍ପାନୀ ମେନେଜୀଙ୍ଗ ଡିରେକ୍ଟର, ସେ ଭିତରକୁ ଆସିବା କ୍ଷଣି ଟାଇପ କରି ରଖିଥିବା ନିଯୁକ୍ତି ଆଦେଶ ଚିଠିକୁ ତାହାକୁ ବଢ଼ାଇ ଦେଲେ !କୌଣସି ପ୍ରଶ୍ନ ପଚାରିଲେ ନାହିଁ !

 

ଆମେ ମଧ୍ୟ ଏମିତି ନିୟମକୁ ଅନୁସରଣ କରିବା ଉଚିତ ବୋଲି ପବିତ୍ର ବାଇବଲ କହୁଛି !ଆଉ ଛୋଟଛୋଟ ବିଷୟରେ ମଧ୍ୟ ଆମେ ମନୁଷମାନଙ୍କ ସମୁଖରେ ଅଛୁ ବୋଲି ନ ଭାବି, ଯୀଶୁଙ୍କ ସମୁଖରେ ଏହି ସବୁ କରୁଛୁ ବୋଲି ପ୍ରତି କାର୍ଯ୍ୟଟି ସଚ୍ଚୋଟତାରେ କଲେ ନିଶ୍ଚୟ ଆଶୀର୍ବାଦ ଗୁଡିକ ବର୍ଦ୍ଧିଷ୍ତୁ ଭାବେ ଆମେ ପାଇବା !

 

ଉପରେ କୁହାଯାଇଥିବା ଘଟଣାରେ, ସେହି ଯୁବକକୁ ନିୟମ କ୍ରୋଧ ଜନ୍ମାଇ ଥିଲେବି, ତାହାହିଁ ତାକୁ ମହାନ ଆଶୀର୍ବାଦ କରାଇଲା !ତଦ୍ରୁପ ପବିତ୍ର ବାଇବଲ କହିବା ନିୟମକୁ ଆମକୁ ତିକ୍ତ ଲାଗିଲେବି, ତାହା ଆମକୁ ସଠିକ ମାର୍ଗରେ କଢାଇବାକୁ, ଯୀଶୁ ଆମକୁ ଆଶୀର୍ବାଦ କରିବା ନିମନ୍ତେ ବୋଲି ଗ୍ରହଣ କରି, ତାହାକୁ ଅନୁସରଣ କରିବା !ଯୀଶୁଖ୍ରୀଷ୍ଟଙ୍କ ଆଶୀର୍ବାଦ ଗୁଡିକ ପାଇବା !

ଆମେନ୍ !

- ଶ୍ରୀମତୀ ଜସ୍ମିନ ପାଲ

 

ପ୍ରାର୍ଥନା ଅନୁରୋଧ :-

ଗୃହ ସମାବେଶ ଅଭିବୃଦ୍ଧି କରିବା ନିର୍ଣ୍ଣୟ ଦ୍ଵାରା ଅନେକ ଗୃହ ସମାବେଶ ଅଭିବୃଦ୍ଧି ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet