Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 22-09-2022
Share:

By Village Missionary Movement

Thursday, 22-Sep-2022

ଆଜିର ବାକ୍ୟ (Oriya) 22-09-2022

 

ଦୁର୍ବଳତା କାହିଁକି ? 

 

“ତାହାଙ୍କଠାରେ ମଧ୍ୟ ଆମ୍ଭେମାନେ ଅଧିକାର ସ୍ୱରୂପ ହୋଇଅଛୁ, ଯେଣୁ ଯେଉଁ ଈଶ୍ୱର ଆପଣା ଇଚ୍ଛାର ସଙ୍କଳ୍ପାନୁସାରେ ସମସ୍ତ ବିଷୟ ସାଧନ କରନ୍ତି, ତାହାଙ୍କ ଅଭିପ୍ରାୟ ଅନୁସାରେ ଆମ୍ଭେମାନେ ପୁର୍ବରୁ ନିରୁପିତ ହେଲୁ” - ଏଫିସୀୟ 1:11

 

ଲିତୁୟେନିୟା ନାମକ ଦେଶରେ ଜଣେ ଖ୍ରୀଷ୍ଟିଆନ ବିସ୍ମୟ ଭାବେ ଚିନ୍ତିତ ହୋଇ ହିଂସା ହେଉଥିବା ବେଳେ, ସେଠାରେ ଥିବା ଜଣେ ବୃଦ୍ଧ ମାଆ ପକ୍ଷପାତ ନାମକ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ଅନୁଭବ କରୁଥାଏ !ସେହି ରୋଗ ଯୋଗୁ ଗୋଡ଼ ବୁଲିପଡିଛି, ଶାରୀରିକ ଅଂଶ ଭାଙ୍ଗି ଅଛି, ମୁଣ୍ଡ ତଳକୁ ଝୁଲୁ ଥିଲା, କେବଳ ଚକ୍ଷୁ ଏବଂ ଡାହାଣ ହାତର ଅଙ୍ଗୁଳି ତାହାର ନିୟନ୍ତ୍ରଣରେ ଅଛି !ସକାଳୁ ଜଳଖିଆ ପରେ ସେ ସେଜରେ ବସି ତଳେ ପଡି ନ ଯିବାକୁ, ଚାରିପଟେ ତକିଆ ରଖି ମସୃଣ କାଠ ପିଢାରେ ଟାଇପ ରାଇଟର ରଖି, କେବଳ ଗୋଟେ ମାତ୍ର ଅଙ୍ଗୁଳି ସାହାଯ୍ୟରେ ରାତି ସାରା ସେ ମାଆ କଣ କଲା ଜାଣିଛ କି ? ଋଷୀୟ ଭାଷାରେ, ଲାଟିନ ଭାଷାରେ, ଆଞ୍ଚଳିକ ଭାଷାରେ ପବିତ୍ର ବାଇବଲକୁ ଏବଂ ବିଲ୍ଲି ଗ୍ରାହାମ ଓ ୱାଟ୍ସମେନ ଲେଖିଥିବା ପୁସ୍ତକ ଗୁଡିକୁ ଅନୁବାଦ କରି, ତାହାକୁ ସେ ମାଆ ଟାଇପ କରି ପ୍ରାର୍ଥନା କରୁଥାଏ !

 

ପବିତ୍ର ବାଇବଲରେ ମଧ୍ୟ ପାଉଲ ସେ ଦୁର୍ବଳ ହୋଇ ଥିବାବେଳେ ମଧ୍ୟ ପ୍ରଭୁଙ୍କର ନିମନ୍ତେ ସୁସମାଚାର ଘୋଷଣା କଲା !ମୋ ଶରୀରରେ ଗୋଟିଏ କଣ୍ଟା ରଖା ଯାଇଛି ବୋଲି ପାଉଲ କହିବା ପବିତ୍ର ବାଇବଲରେ ଆମେ ପଡୁଛୁ !ହଁ ଦୁର୍ବଳତା, ସମସ୍ୟା, କଷ୍ଟ, ତାହାଙ୍କୁ ଯେକୌଣସି ଦିନ ପ୍ରଭୁଙ୍କର ସେବାକାର୍ଯ୍ୟ ନ କରିଁବାକୁ ଅଟକାଇ ରଖି ପାରିଲା ନାହିଁ !ଏ ସମସ୍ତ ମୋ ନିମନ୍ତେ ଗଠିତ ବୋଲି ପାଉଲ ଜାଣି ପାରିବା ଯୋଗୁ, ଏହି ପୃଥିବୀର କାର୍ଯ୍ୟକୁ ସମୁଖୀନ କରି ଖ୍ରୀଷ୍ଟଙ୍କ ନିମନ୍ତେ ମହାନ ମହାନ କାର୍ଯ୍ୟ କଲା !

 

ହଁ ପ୍ରିୟ ବନ୍ଧୁଗଣ, ଯଦି ଆମେ ଖ୍ରୀଷ୍ଟଙ୍କୁ ଖୋଜିବା ବେଳେ, ମୋତେ କାହିଁକି ଏହି ଦୁର୍ବଳତା, ମୁଁ କାହିଁକି ଏମିତି ବିକଳାଙ୍ଗରେ ଜନ୍ମ ନେଲି ବୋଲି କ୍ରନ୍ଦନ ଓ କୁଟିଳ ହୁଅ ନାହିଁ !ଆମକୁ ସୃଷ୍ଟି କରିଥିବା ବ୍ୟକ୍ତି, ସେ ମାଆଙ୍କୁ ତାହାଙ୍କ ମହିମା ନିମନ୍ତେ ସୃଜନ କଲେତ !ତୁମ୍ଭଙ୍କୁ ମଧ୍ୟ ନିଶ୍ଚୟ ତାଙ୍କ ନାମ ମହିମା ନିମନ୍ତେ ବ୍ୟବହାର କରିବେ !ତୁମ୍ଭ ଦୁର୍ବଳତାରେ ତାହାଙ୍କ ସ୍ତୁତି କର !ଯୀଶୁଙ୍କ ଠାରୁ ଅଦଭୂତ ଗୁଡିକୁ ଅପେକ୍ଷା କର !ନିଶ୍ଚୟ ଯୀଶୁ ମହାନମହାନ କାର୍ଯ୍ୟ କରିବେ !ହାଲେଲୁୟା !

- ଶ୍ରୀମତୀ ମଞ୍ଜୁଳା 

 

ପ୍ରାର୍ଥନା ଅନୁରୋଧ :-

ଫିଲ୍ଡରେ ଆମକୁ ଭେଟୁଥିବା ଛୋଟ ପିଲାମାନେ, ଯୌବନ ମାନେ ଯୀଶୁଙ୍କ ଠାରେ ସର୍ବଦା ସ୍ଥାୟୀ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet