Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 23-09-2022
Share:

By Village Missionary Movement

Friday, 23-Sep-2022

ଆଜିର ବାକ୍ୟ (Oriya) 23-09-2022

 

ଭେଦଭାବ 

 

"...ଈଶ୍ୱର ଯେ ପକ୍ଷପାତ କରନ୍ତି ନାହିଁ,” - ପ୍ରେରିତ 10:34

 

ହଙ୍ଗେରୀ ଦେଶର ପ୍ରଧାନମନ୍ତ୍ରୀ ହ୍ୱିକ୍ଟର କହିଲା, "ଆମ୍ଭେ ଅନ୍ୟମାନଙ୍କୁ ଗ୍ରହଣ କରିବୁ, ବିଜାତିୟମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କରିବୁ, କିନ୍ତୁ ଶଙ୍କର ଜାତି ଭାବେ ରହିବାକୁ ଇଚ୍ଛା ନାହିଁ " !ଇଏ ଲେଖିଥିବା "ଦି ଗାର୍ଡିଏନ" ନାମକ ପତ୍ରିକା ପ୍ରକାଶିତ ହେବା ଦ୍ଵାରା, ସାରା ହଙ୍ଗେରୀ ଉଚ୍ଛୁଳି ଉଠିଲା !ଜଣେ ଦେଶର ପ୍ରଧାନମନ୍ତ୍ରୀ ହିଁ ତାଙ୍କ ଦେଶରେ ବାସ କରୁଥିବା ଜନତାଙ୍କୁ ଜାତି ଭେଦଭାବରେ ଭିନ୍ନ କରିବା କେତେ ବଡ଼ କପଟ ଅଟଇ ବୋଲି ତାଙ୍କ ମନ୍ତ୍ରୀମଣ୍ଡଳର ଜଣେ ମନ୍ତ୍ରୀ, ମନ୍ତ୍ରୀ ପଦବୀରୁ ଇସ୍ତଫା କରି ନିନ୍ଦାକୁ ପଞ୍ଜୀକରଣ କଲା !ଜାତି ଭେଦଭାଵକୁ ଏବଂ ବର୍ଣ୍ଣ ବୈଷମ୍ୟକୁ ଜଣକୁ ଜଣେ ଥିଲେ, ତାହା ସେମାନଙ୍କୁ ନର୍କକୁ କଢାଇ ନେବା ଏକ ଘୋର ପାପ ଅଟେ ବୋଲି ପବିତ୍ର ବାଇବଲ ଆମକୁ ସତର୍କ କରାଉଛି !ମେଷ ଜଗୁଆଳି କହିଲେ ମିଶରୀୟ ମାନଙ୍କୁ ହେୟ ଅଟେ,ଯିହୁଦୀମାନଙ୍କ ଦୃଷ୍ଟିରେ ସମରୀୟ ମାନେ ଅପବିତ୍ର ଅଟନ୍ତି !ଏପରି ପ୍ରତ୍ୟେକ ଜାତି ଅନ୍ୟ ଜନତାଙ୍କୁ ଦେଖିବା ବେଳେ, ସେମାନେ ନିଜକୁ ତାଙ୍କ ଠାରୁ ଉର୍ନତ ଉଚ୍ଚମାନଙ୍କ ପରି ରହିବା ଅନେକଙ୍କ ବିଷୟରେ ଆମେ ପବିତ୍ର ଗ୍ରନ୍ଥରେ ପଡ଼ୁଅଛୁ !ଏପରି ସ୍ଵଭାଵ ଯୀଶୁ କଦାପି ଇଚ୍ଛା କରନ୍ତି ନାହିଁ !ଧର୍ମ, ମାର୍ଗ, ଜାତି ବୋଲି ଅଲଗା କରି ପକ୍ଷପାତ କରି ଚାଲିବାକୁ ଆମ ଯୀଶୁ କଦାପି ଗ୍ରହଣ କରନ୍ତି ନାହିଁ !ଗାଲାତୀୟ ପତ୍ରିକାର ଦ୍ୱିତୀୟ ଅଧ୍ୟାୟରେ ପିତର ସୁନ୍ନତି ବିଶ୍ୱାସୀମାନଙ୍କ ଭୟରେ ବିଜାତିମାନଙ୍କ ସହ ନାଟକ କରିବା ଦ୍ଵାରା, ପାଉଲ ଅନୁଯୋଗ କରିବା ଆମେ ଦେଖୁଛୁ !ପରିତ୍ରାଣ ପାଇଥିବା ଅନେକଙ୍କ ନିକଟରେ ଆଜି ପର୍ଯ୍ୟନ୍ତ ଜାତି ଭେଦଭାଵ ଅଛି !

 

ଯେ ଆପଣା ପ୍ରତିଵାସୀକୁ ପ୍ରେମ କରେ ନାହିଁ, ସେ ନ ଦେଖିଥିବା ଯୀଶୁଙ୍କୁ ପ୍ରେମ କରି ପାରିବ ନାହିଁ ବୋଲି ଯୋହନ ଲେଖିଲେ !ଅନ୍ୟ ବ୍ୟକ୍ତି ମାନଙ୍କ ସହ ବନ୍ଧୁତ୍ୱ ବଢ଼ାଇବା, ପ୍ରେମ କରିବା ଯଦି ତୁମ୍ଭ ହୃଦୟରେ ନାହିଁ, ତେବେ ପ୍ରଭୁଙ୍କ ଦୃଷ୍ଟିରେ ତୁମ୍ଭେମାନେ ହେୟ ଅଟ !କାହା ପ୍ରତି ପକ୍ଷପାତ ନ ଦେଖାଇ, ସମସ୍ତଙ୍କୁ ସମାନ ଭାବରେ ପ୍ରେମ କରୁଥିବା ଯୀଶୁଙ୍କୁ ପରିତ୍ରାଣ କର୍ତ୍ତା ଭାବେ ଗ୍ରହଣ କରି ଥିବା ଆମ୍ଭ ଠାରେ ପକ୍ଷପାତ ଥିଲା ପରି ହେଲେ ତାହା କେତେ ବଡ଼ କପଟତା ଅଟଇ ! ଆମ ଯୀଶୁଙ୍କ ଆଲୋଚନା ହିଁ ଆମ ଠାରେ ରହୁ !

- ପି. ଜେକାଵ ଶଙ୍କର 

 

ପ୍ରାର୍ଥନା ଅନୁରୋଧ :-

ସାତ ହଜାର ମିଶିନାରୀମାନଙ୍କ ମାଧ୍ୟମରେ ଏକ ଲକ୍ଷ ଗ୍ରାମ ହାସଲ କରିବା ଚେଷ୍ଟାରେ ପ୍ରଭୁଙ୍କର ହସ୍ତ ସହଯୋଗ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet