Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-10-2022 (Youth Special)
Share:

By Village Missionary Movement

Sunday, 02-Oct-2022

ଆଜିର ବାକ୍ୟ (Oriya) 03-10-2022 (Youth Special)

 

ମହାତ୍ମାଗାନ୍ଧୀ ଓ ଖ୍ରୀଷ୍ଟିଆନ 

 

"...ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ, କିନ୍ତୁ ଯାହା ଦ୍ୱାରା ତାହା ଘଟିବ, ହାୟ, ସେ ଦଣ୍ଡର ପାତ୍ର" - ଲୂକ 17:1

 

ଅକ୍ଟୋବର ଦୁଇ ତାରିଖ କହିଲେ, ଆମକୁ ଭାରତ ପିତା ମହାତ୍ମା ଗାନ୍ଧୀଜୀ ମନକୁ ଆସନ୍ତି !ଭାରତ ଦେଶର ସ୍ୱାଧୀନତା ନିମନ୍ତେ ଅନେକେ ସଂଗ୍ରାମ କରିଥିବା ବେଳେ, କେବଳ ଗାନ୍ଧୀଙ୍କୁ ଆମେ ମହାତ୍ମା ବୋଲି ଡାକିବାର କାରଣ ହେଉଛି, ତାହାଙ୍କ ଅହିଂସା ମାର୍ଗ !ଏହି ଅହିଂସା ମାର୍ଗ ସୃଷ୍ଟି କରିବାକୁ ମୂଲ କାରଣ ହେଉଛି, 'ପବିତ୍ର ବାଇବଲ' ଏହା ଅନେକେ ଜାଣିଛୁ !ଗାନ୍ଧୀଜୀ ବାଇବଲକୁ ଏକ ପବିତ୍ର ଗ୍ରନ୍ଥ ଭାବେ ଗ୍ରହଣ କରି ତାହାକୁ ମନ ଦେଇ ପଢିଲା !ସେ ପର୍ବତ ଉପର ଉପଦେଶ ପଡ଼ିବା ବେଳେ, ମାତ୍ର ଯେ କେହି ତୁମ୍ଭର ଡାହାଣ ଗାଲରେ ଚାପୁଡ଼ା ମାରେ, ତାହାକୁ ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ ବୋଲି ମାଥିଉ :-5:39 ରେ ଲେଖାଯାଇଥିବା ବାକ୍ୟ ପଢିଲେ !ଏହି ବାକ୍ୟଟି ଅହିଂସା ଅବା ସତ୍ୟାଗ୍ରହ ମାର୍ଗରେ ବିରୋଧମାନଙ୍କ ସହ ସଂଗ୍ରାମ କରିବା ଉଚିତ ବୋଲି ଆଲୋଚନା ତାଙ୍କ ଠାରେ ଜାତ ହେଲା !ପବିତ୍ର ବାଇଇବ ଅଧ୍ୟୟନ କରି, ତାହାକୁ ହିଁ ତାର ଜୀବନର ସମସ୍ତ ପରିସ୍ଥିତିରେ ଅଭ୍ୟାସ କରିବା ଉଚିତ ବୋଲି ଆଶା କରି, କାର୍ଯ୍ୟ କରି ଦେଖାଇଲା !ଯୀଶୁ ମଣିଷମାନଙ୍କୁ ମିଳିଥିବା ଏକ ବିଶେଷ ଉପଦେଶକ ଅଟନ୍ତି !ଗାନ୍ଧୀଜୀ କହିଲେ, ନୂତନ ନିୟମ ମୋତେ ଆନନ୍ଦ ଓ ଶ୍ବାନ୍ତନା ଦେଲା !ଏତିକିରେ ଯୀଶୁଙ୍କୁ ଜାଣି, ପବିତ୍ର ବାଇବକୁ ଜୀବନରେ ରଖି ମଧ୍ୟ, ଗାନ୍ଧୀଜୀ ପରିତ୍ରାଣ ପାଇଲେ ନାହିଁ !ଏହାର କାରଣ, ଖ୍ରୀଷ୍ଟିଆନ ମାନେ ଓ ହିନ୍ଦୁମାନେ ତାଙ୍କୁ ଜଣେ ଭଗବାନ ରୂପେ ଘୋଷଣା କରିବା ମୁଁ ଦେଖିଲି !ମୁଁ ଏହା ଗ୍ରହଣ କରି ପାରିଲି ନାହିଁ !ତେଣୁକରି ମୁଁ ଖ୍ରୀଷ୍ଟିଆନ ମାନଙ୍କୁ ଘୃଣା କଲି !ମୁଁ ଖ୍ରୀଷ୍ଟିଆନ ରୂପେ ପରିବର୍ତ୍ତନ ହେଲି ନାହିଁ ବୋଲି କହିଲେ !ହଁ ଖ୍ରୀଷ୍ଟିଆନ ହୋଇଥିବା ଆମ୍ଭେ, ଏହି ବିଷୟରେ ଅଳ୍ପ ଆଲୋଚନା କରିବା ଉଚିତ !

 

ପ୍ରିୟ ବନ୍ଧୁଗଣ, ପବିତ୍ର ବାଇବଲ ଆମକୁ ଦେଇ ଥିବା 'ବହୁମୂଲ୍ୟ ଭଣ୍ଡାର' !ଏହାକୁ ପଠନ କରି ଧ୍ୟାନ କଲା ପରି ହେଲେ, ଆମେ ଅନେକ ଉପଦେଶ ପାଇ ଉତ୍ତମ ରୂପେ ଜୀବନଯାପନ କରି ଆସେ !ଏଥିରେ ଲେଖା ଯାଇଥିବା ବାକ୍ୟ ଗୁଡିକୁ ଅନୁସରଣ କରିବା ଛଡା, ତାହାକୁ ଅନୁସରଣ କାରୀ ସଠିକ ରୂପେ ନାହାନ୍ତି, ମୋର ଏହା ଆବଶ୍ୟକ ନାହିଁ କହିଲେ ତାହା ଆମକୁ ହିଁ ନଷ୍ଟ !ସେହି ସମୟରେ ଅନ୍ୟ ଆଡକୁ ମଧ୍ୟ ଆଲୋଚନା କରି ଦେଖିବା ଉଚିତ !ଯୀଶୁଙ୍କୁ ଅନୁସରଣ କରୁଥିବା ଆମ ଚାଲିଚଳନ, କଥାଭାଷା ଗୁଡିକ ଆମ ଚାରିଆଡେ ଥିବା ଲୋକେ ଖ୍ରୀଷ୍ଟଙ୍କ ନିକଟକୁ ଆସିବାକୁ, ଅବା ଆସିବା ଲୋକେ ପୁନର୍ବାର ପଛକୁ ଫେରିବାର କାରଣ ହୋଇଅଛ କି ? ଏହା ଆଲୋଚନା କରିବା !ଯଦି ତଦ୍ରୁପ ଥିଲାପରି ହେଲେ, ଆମ୍ଭେ ହିଁ ଅଭ୍ୟନ୍ତର ଦେଇ ଥିବା ବ୍ୟକ୍ତି ହେବା !ଯୀଶୁ କହନ୍ତି, ଏପରି ଲୋକଙ୍କୁ ତାଡନା ହୁଏ !ତାହାର ବେକରେ ବଡ଼ ଚକି ପଥର ବାନ୍ଧି ଗଭୀର ସମୁଦ୍ରରେ ଠେଲା ଯିବା ହିଁ ତାହଙ୍କ ପକ୍ଷେ ଉତ୍ତମ ଅଟେ !ଯଦି ଆଉ ଆମେ ଦେଖିବା ମାଥିଉ :-5:37-48 ରେ ଆଉ ଏକ ବିଷୟ ଅଛି !ତାହା କଣ ? ପବିତ୍ର ବାଇବଲର କିଛି ବାକ୍ୟକୁ ହିଁ ପଢି, ତାହାକୁ ପାଳନ କରିଥିବା ଗାନ୍ଧୀଜୀ ବିଜୟୀ ହୋଇଥିବା ବେଳେ, ଅନେକ ଥର ପବିତ୍ର ବାଇବଲ ଅଧ୍ୟୟନ କରୁଥିବା ଆମ୍ଭେ, ବାକ୍ୟକୁ ବିଶ୍ୱାସ କରି, ବିଜୟୀ ପାଇଲୁ କି, ନା ନାହିଁ ଏହା ଆଲୋଚନା କରିବା !ବାକ୍ୟର ବିଶେଷତ୍ୱକୁ ଆଜି ଜାଣିବା !ବାଇବଲ ହିଁ ଆମ ଜୀବନ ରୂପେ ବଦଳାଇବା !ହାଲେଲୁୟା !

- ଭଉଣୀ ଏନଜିଲିଂ 

 

ପ୍ରାର୍ଥନା ଅନୁରୋଧ :-

ଫିଲିପ ସୁସମାଚାର ଦୋଳ ମାଧ୍ୟମରେ ପ୍ରତ୍ୟେକ ଶନିବାର ଦିନ ପ୍ରସାର ହେଉଥିବା ଗ୍ରାମ ଗୁଡିକ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom