Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 16-10-2022 (Kids Special)
Share:

By Village Missionary Movement

Saturday, 15-Oct-2022

ଆଜିର ବାକ୍ୟ (Oriya) 16-10-2022 (Kids Special)

 

ତୁମେ ହିଁ ସ୍ଵତନ୍ତ୍ର 

 

“ଏଣୁ ଭୟ କର ନାହିଁ, ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ।“ - ମାଥିଉ 10:31

 

ହାଇ ବନ୍ଧୁଗଣ, ଆପଣମାନେ ଗୋଟିଏ ବିଷୟରେ ଜାଣିଛ କି ? ଯୀଶୁବାପାଙ୍କ ଦୃଷ୍ଟିରେ ଆପଣମାନେ ବିଶେଷ ସ୍ୱତନ୍ତ୍ର ଅଟ !କାହିଁକିନା ମୁଁ କଳା ବର୍ଣ୍ଣ ଅଛି, ମୋର ବଡ଼ବଡ଼ ଆଖି, ମୁଁ ବାଙ୍ଗରା ଅଛି ବୋଲି ସମସ୍ତେ ଅଟହାସ୍ୟ କରନ୍ତି !ଆପଣ ପଚାରି ପାରନ୍ତି, କଣ ମୁଁ ସ୍ୱତନ୍ତ୍ର କି ? ହେ ଛୋଟ ପିଲାମାନେ ପ୍ରକୃତରେ ତୁମକୁ ସୃଷ୍ଟି କରିଥିବା ପରମେଶ୍ୱର ପବିତ୍ର ବାଇବଲରେ ଲେଖି ରଖିଛନ୍ତି , ତୁମେ ସ୍ୱତନ୍ତ୍ର ଅଟ !ଛି ମୁଁ ଅତି କଦର୍ଯ୍ୟ ଅଛି, ମୋର ବୟସ ମଧ୍ୟ ଉତ୍ତମ ନୁହେଁ ବୋଲି ଅନୁଭବ କରୁଥିବା ଏକ ପକ୍ଷୀର କାହାଣୀ ଶୁଣିବା କି ? 

 

ଗୋଟିଏ ଚିରହରିତ ସବୁଜ ସୁନ୍ଦର ଅରଣ୍ୟରେ ପକ୍ଷୀପଶୁ ଗୁଡିକ ଏକତା ହୋଇ ଜୀବନଯାପନ କରି ଆସୁଥାନ୍ତି !ତୁମ୍ଭେମାନେ ଏମିତି ସ୍କୁଲରେ, ଗୃହରେ ଏକତା ହୋଇ ରହିବ କି ? ବେଳେବେଳେ ଝଗଡା କରିବ କି ? ଠିକ ଅଛି, ଠିକ ଅଛି, ସଙ୍ଗେସଙ୍ଗେ ସମାଧାନ ହେବା ଉଚିତ !ଓକେତ !ଗୋଟିଏ ମାଙ୍କଡ଼ ଗୋଟିଏ ଗଛରୁ ଅନ୍ୟ ଗଛକୁ ଡେଇ ଡେଇ ଖୁସିରେ ଅଛି !ସେହି ସମୟରେ ତଳରୁ ଡେଇ କି ଆସିଥିବା ଠେକୁଆ ପଚାରିଲା, କଣ ମାଙ୍କଡ଼ ଭାଇ କେମିତି ଅଛ ? ମୁଁ ସର୍କସରେ ମୋର ଅଜବ ଦେଖାଉଚି !ତାହା ମନେ କଲେ ହିଁ ମୋତେ ଅତି ଆନନ୍ଦ ଲାଗେ !ଠିକ ଅଛି, ମାଙ୍କଡ଼ ପଚାରିଲା, ତୁମେ କଣ ଏତେ ମେକଫ ହୋଇଛ ? ଆଜି ଆମ ବିଲୁଆ ନନାଙ୍କ ଗୃହରେ ଉଶ୍ଚବ, ସେଥିରେ ମୁଁ ନାଚ କରିବି କହି ଠେକୁଆ ଡେଇଡେଇ ଚାଲିଗଲା !ଏହିସବୁ ଅନୁଧ୍ୟାନ କରୁଥିବା କାଉ ବହୁତ ଦୁଃଖ ହେଉଥାଏ !ମୋର ସୁନ୍ଦର, ସୌନ୍ଦର୍ଯ୍ୟ କିଛି ହିଁ ନାହିଁ !ପ୍ରଭୁ ମୋତେ କଳା ବର୍ଣ୍ଣରେ ସୃଷ୍ଟି କଲେ !ସ୍ୱର ହେଲେ ଭଲରେ ଥିବ ବୋଲି ଭାବିଲେ, ମୁଁ କା..ଆ... କା.. ଆ ବୋଲି ରଡି କରିବା ଆରମ୍ଭ କରିବା କ୍ଷଣି, ଛି.. ଛି କହି ମନୁଷ୍ୟମାନେ ମୋତେ ଘଡ଼ାଇ ଘଡ଼ାଇ ମାରୁଛନ୍ତି !କାହିଁକି ମୁଁ ଜନ୍ମ ହେଲି ବୋଲି ଭାବନା କରୁଛି !ସେତେବେଳେ କୂ.. ହୁ... କୂ.. ହୁ କରି ରାବି କାଉ ନିକଟକୁ ଆସିଥିବା କୋଇଲି କହିଲା, ହାଇ ବ୍ଲାକି କେମିତି ଅଛ ? ତେବେ କାଉ କହିଲା, ତୋର କି ଗଲା, ତୁ ରଡି କରିବା ଶବ୍ଦ ଶୁଣିଲେ ହିଁ ସମସ୍ତେ ତୋତେ ଇଚ୍ଛା ହୁଅନ୍ତି !ସଙ୍ଗେସଙ୍ଗେ କୋଇଲି କହିଲା, କାଉ ହୋଇଥିବା ତୁମେ ହିଁ ସ୍ୱତନ୍ତ୍ର ଅଟ !କାଉମାନଙ୍କୁ ଦେଖ, ତାହା ବୁଣନ୍ତି ନାହିଁ କି କାଟନ୍ତି ନାହିଁ ବୋଲି ଯୀଶୁଖ୍ରୀଷ୍ଟ ତୁମକୁ ହିଁ ମନୁଷ୍ୟ ମାନଙ୍କ ଠାରେ ଉଦାହରଣ ନେଲେ !କୋଇଲି କହିଲା, ଏବେ କୁହ ତୁମେ ସ୍ୱତନ୍ତ୍ର ହେବ ତ ? ଓ.. ହଁ.. କି ଏହା ମୋତେ ଜଣା ନାହିଁ ତ !ଯୀଶୁଖ୍ରୀଷ୍ଟ ଆମ ବିଷୟରେ ଆଲୋଚନା କଲେ ବୋଲି ଜାଣିଲେ ଅଗଣତି ଆନନ୍ଦ ମୋ ଠାରେ ଭରପୂର ହୁଏ !ଆଜିଠୁ ମୁଁ ମୋ ସ୍ୱର ବିଷୟରେ ଆଲୋଚନା କରି ଦୁଃଖ ହେବି ନାହିଁ !ସବୁବେଳେ ଖୁସିରେ ରହିବି !ବାଏ ବ୍ଲାକି କହି କୋଇଲି ଉଡିଗଲା !

 

ପ୍ରିୟ ପିଲାମାନେ, କାହାଣୀରେ ଥିବା କାଉ ସଦୃଶ୍ୟ ତୁମେ ମଧ୍ୟ ମୋର ସୁନ୍ଦର ନାହିଁ, ଜ୍ଞାନ ନାହିଁ, ସ୍ଥିରତା ନାହିଁ ବୋଲି ଅନୁଭବ କରୁଛ କି ? କାଉକୁ ହିଁ ଗୋଟିଏ ଆଲୋଚନା ସମ୍ଭବ କଲେ, ତାହାଠୁ ସ୍ୱତନ୍ତ୍ର ହୋଇଥିବା ଆପଣମାନଙ୍କୁ କେତେ ବଡ଼ ଆଲୋଚନା ସମ୍ଭବ କରିଥିବ ତ ? ତେଣୁ ଫିଲ ହୁଅ ନାହିଁ !ଯୀଶୁବାପାଙ୍କ ହସ୍ତରେ ତୁମକୁ ଅର୍ପଣ କଲେ, ତୁମର ଜୀବନ ସୁପର ଥିବ !

- ଶ୍ରୀମତୀ ଜିୱା ବିଜୟୀ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom