By Village Missionary Movement
Monday, 15-Feb-2021ଆଜିର ବାକ୍ୟ (Oriya) 15-02-2021
ଆପଣଙ୍କ ନାମରେ ପୀଠ
“ଆଉ, ସେମାନେ ସେହି ଦୁଇ ଜଣଙ୍କ ନିମନ୍ତେ ଗୁଲିବାଣ୍ଟ କଲେ, ପୁଣି, ମଥିୟଙ୍କ ନାମରେ ଗୁଲି ଉଠିଲା; ସେଥିରେ ସେ ଏଗାର ଜଣ ପ୍ରେରିତଙ୍କ ସହିତ ଗଣିତ ହେଲେ।“ - ପ୍ରେରିତ 1:26
ଆନ୍ତରଜାତୀୟ ଭାରତ କ୍ରିକେଟ ଦୋଳରେ ସ୍ଥାନ ପାଇବା ଏତେ ସହଜ ନୁହେଁ ! ହେଲେ ମଧ୍ୟ ସମସ୍ତେ ଆଶା ହୋଇ ଦେଖୁଥିବା ଟି20 ଆନ୍ତରଜାତୀୟ ଭାରତ ଦେଶର ଦୋଳରେ ସ୍ଥାନ ସଂଗ୍ରହ କରିବା ଆଉ ଅଧିକ କଠିନ ଅଟେ !2020ମସିହାରେ ଅକ୍ଟବର 26ତାରିଖ ଆନ୍ତରଜାତୀୟ କ୍ରିକେଟ ଅଷ୍ଟ୍ରାଳିୟା ଯାତ୍ରାରେ ପନ୍ଦର (15)ଜଣ ଦଳ ମଧ୍ୟରେ ନଟରାଜନ ନାମକ ତାମିଲନାଡୁ ରାଜ୍ୟର ଖେଳାଳିକୁ ବଛାଯାଇ ଥିଲା !ସେହି ବର୍ଷ ନଭେମ୍ବର 4ତାରିଖରେ ଖେଳା ଯାଇଥିବା ଦ୍ୱିତୀୟ ଟି20 ଦିନ ଜଣେ ମୁଖ୍ୟ ଖେଳାଳିର ଆଘାତ ଯୋଗୁ ନଟରାଜନକୁ ସୁଯୋଗ ମିଳିଲା !ବହୁତ କଠିନ ପରିବାରରୁ ଆସିଥିବା ଏହାକୁ କୋଣସି ସୁପାରିଶ ନାହିଁ !ପ୍ରଥମ ଖେଳରେ ହିଁ ତିନୋଟି ୱେକେଟ ଅକ୍ତିଆର କରି ଦେଶରେ ବିଜୟର ବାନା ଉଡ଼ାଇ ଥିଲା !ସିରିଜ ବୀଜୟୀ ହୋଇ କପ ଗ୍ରହଣ କରି ଭାରତର ଅଧିନାୟକ ସେହି କପକୁ ନଟରାଜନକୁ ଦେଇ ଖୁସି ବ୍ୟକ୍ତ କଲେ !ଆଉ ଜଣେ ଖେଳାଳି ହାର୍ଦିକ ମଧ୍ୟ ସେହିପରି କଲେ !ଏହା ଦ୍ଵାରା ନଟରାଜନଙ୍କର ପିତାମାତାଙ୍କୁ, ଗ୍ରାମକୁ, ତାମିଲନାଡୁ ରାଜ୍ୟକୁ ଗୌରବ ଆଣି ଦେଲା !ବର୍ତମାନ ଆନ୍ତରଜାତୀୟ ଟି20କ୍ରିକେଟ ଦୋଳରେ ନଟରାଜନ ଜଣେ ସ୍ଥିର ଖେଳାଳି ଭାବରେ ରହିଗଲା !
ପବିତ୍ର ବାଇବଲରେ ମଧ୍ୟ ପ୍ରେରିତ ପ୍ରଥମ ଅଧ୍ୟାୟରେ ଆମେ ଦେଖିଲେ ଯୀଶୁଖ୍ରୀଷ୍ଟଙ୍କର ବାର ଜଣ ଶିଷ୍ୟମାନଙ୍କ ମଧ୍ୟରେ ଇସ୍କାରିତ ଯିହୂଦା ଧନର ଆଶା ଯୋଗୁ ସଇତାନକୁ ତାର ଜୀବନରେ ସ୍ଥାନ ଦେଇ ଯୀଶୁକୁ ସମର୍ପଣ କରି ତାପରେ ଫାଶୀ ହୋଇ ଥିବା ଆମେ ଦେଖୁ ଅଛୁ !ସେ ଛାଡି ଥିବା ସ୍ଥାନରେ ଆଉ ଜଣେ ଶିଷ୍ୟଙ୍କୁ ଭର୍ତି କରିବାକୁ ଶିଷ୍ୟମାନେ ସ୍ଥିର କଲେ !ସେତେବେଳେ ଚିଠା ମାଥିଉଙ୍କ ନାମରେ ଗୁଳି ଉଠିଲା (ପ୍ରେରିତ:-1:26) !ଏହା ମାଥିଉକୁ ମିଳିଥିବା ଗୌରବ ଅଟେ !ମାଥିଉଙ୍କୁ ପ୍ରେରିତ ନାମକ ପତ୍ର ମିଳିଲା !ଏହା କେତେ ଆଚାର୍ଯ୍ୟ, ମାଥିଉ ମଧ୍ୟ ଆଲୋଚନା କରି ନ ଥିବ !ତାହାର ନାମରେ ଆସିଥିବା ଗୁଳି ବାଣ୍ଟକୁ ଗ୍ରହଣ କରି ଏଗାର ଜଣ ପ୍ରେରିତଙ୍କ ସହିତ ମିଶି ସୁସମାଚା ପ୍ରଚାର କରିବାକୁ ଜଣେ ବଦ୍ଧ ପରିକର ହେଲେ !
ଏହା ପାଠ କରୁଥିବା ମୋର ପ୍ରିୟ ବନ୍ଧୁଗଣ, ପ୍ରଭୁଙ୍କର ସେବା କରିବାକୁ ଗୁଳିବାଣ୍ଟ ତୁମ୍ଭ ଉପରେ ନ୍ୟସ୍ଥ ହୋଇ ତୁମକୁ ଡାକରା ଆସି ଥାଇପାରେ !ଏକ ପ୍ରସଂଙ୍ଗ ଦ୍ଵାରା, ବାଇବଲ ଧ୍ୟାନ ଦ୍ଵାରା, ପରିସ୍ଥିତି ଦ୍ଵାରା ଆପଣ ପ୍ରଭୁଙ୍କର କାର୍ଯ୍ୟ କରିବାକୁ ପ୍ରେରଣା ପାଇଁଥାଇ ପାର !ତେବେ ଆପଣମାନେ ଆପଣଙ୍କର ଡାକରାକୁ ଗ୍ରହଣ କରି ସେବା କରିବାକୁ ଆଗକୁ ଆସନ୍ତୁ !ସେବକ ଭାବରେ ଆଗକୁ ଆସନ୍ତୁ !ଉପରେ କୁହାଯାଇଥିବା ଦୁଇଟି ଘଟଣାରେ ଦୁଇ ଜଣକୁ ଗୁଳିବାଣ୍ଟ ହେବାରୁ ସେମାନେ କରିପାରିବା କର୍ମ ସେମାନେ କରି ସେମାନେ ପାଇବା ସ୍ଥାନକୁ ନ୍ୟାୟ କରି ଗୌରବ ଆଣି ଦେଇଛନ୍ତି !ଆପଣଙ୍କ ନାମରେ ଗୁଳିଉଠିଲେ ଆପଣ ମଧ୍ୟ ପ୍ରଭୁଙ୍କର ସେବା କରିବାକୁ ଆପଣଙ୍କର କର୍ମ ଆପଣ ହିଁ କରି ଆମ ଦେଶକୁ ଆଶୀର୍ବାଦ ଯୁକ୍ତ ହୋଇ ରହିପାରିବ କି, ଆସିବ ?
- ଭାଇ ଟି. ଶଙ୍କର ରାଜନ
ପ୍ରାର୍ଥନା କରନ୍ତୁ :-ଗ୍ରାମଗୁଡିକୁ ସମର୍ଥନ କରୁଥିବା ପରିବାରକୁ ପରମେଶ୍ୱର ଆଶୀର୍ବାଦ କରିବା ନିମନ୍ତେ !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.