Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 30-10-2022 (Kids Special)
Share:

By Village Missionary Movement

Sunday, 30-Oct-2022

ଆଜିର ବାକ୍ୟ (Oriya) 30-10-2022 (Kids Special)

 

ଧନ୍ୟବାଦ ଦିଅ 

 

“ସବୁ ଅବସ୍ଥାରେ ଧନ୍ୟବାଦ ଦିଅ; କାରଣ ତୁମ୍ଭମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏହା ଈଶ୍ୱରଙ୍କ ଅଭିମତ ।“ – ୧ ଥେସଲନୀକୀୟ 5:17-18

 

ହାଇ ପିଲାମାନେ, ସମସ୍ତେ କେମିତି ଅଛ, ଭଲ ଅଛ କି ? ତୁମ୍ଭେମାନେ କେତେ ଆଗ୍ରହରେ ଅପେକ୍ଷା କରିରହିଥିବା ପିଲାଙ୍କ ବିଶେଷତ୍ଵ ଆସିଯାଇଛି !କେବେ ହେଲେ ଭ୍ରମଣରେ ଯାଇଛ କି ? ଅତି ଖୁସି, ସୁପର ଥିବ ତ !ବନ୍ଧୁମାନଙ୍କ ସହିତ ମିଶିକି ବହୁତ ଆନନ୍ଦ ମନାଇ ଥିବ ତ ? ଆଜି ଆମେ ମାନୋ ନାମକ ଜଣେ ଭାଇଙ୍କ ବିଷୟରେ ଜାଣିବାକୁ ଯାଉଛୁ !ଠିକ ଅଛି ତ ? 

 

ମାନୋ ଭାଇ ଏବଂ ତାଙ୍କ ପ୍ରେଣ୍ଡସ ଭ୍ରମଣ ନିମନ୍ତେ ଗଲେ !ସବୁ ସ୍ଥାନ ଦେଖି ସାରି ଶେଷରେ ଫୁଲ ବଗିଚାରୁ ବାହାରକୁ ଚାଲି ଆସିଲେ !ଆସ, ମୁଁ ତୁମ ସମସ୍ତଙ୍କୁ ଆଇସକ୍ରୀମ କିଣି ଦେବି ବୋଲି ମାନୋ ଭାଇ ସମସ୍ତଙ୍କୁ ଆଇସକ୍ରୀମ କିଣିକି ଦେଲା !ଆଇସକ୍ରୀମ ଖାଇଖାଇ ସାର୍ଟ ଏବଂ ପେଣ୍ଟ ପକେଟରେ ଖୋଜାଖୋଜି କରିବାରୁ ପର୍ସ ଦେଖା ଗଲା ନାହିଁ !ଯୀଶୁବାପା ମୋ ପେଣ୍ଟ ପକେଟ ଚିରା ନ ହୋଇ ମୋ ପର୍ସ ହଜି ଯିବାରୁ ତୁମ୍ଭଙ୍କୁ ଧନ୍ୟବାଦ ବୋଲି କହିଥିବା ମାନୋ ଭାଇଙ୍କୁ ଦେଖି ସମସ୍ତେ ଆଚର୍ଯ୍ୟ ହୋଇଗଲେ !ତାଙ୍କ ପ୍ରେଣ୍ଡସ କହିଲେ, କଣ ତୁମେ, ଟଙ୍କା ହଜାଇ ଧନ୍ୟବାଦ କହୁଛ , ଆମକୁ ବହୁତ ରାଗ ଆସୁଛି !ହଠାତ ଜଣେ ବ୍ୟକ୍ତି ଆସି କହିଲା, ବାପା ମୋତେ କ୍ଷମା କର, ମୁଁ ତୁମ ପର୍ସକୁ ଚୋରି କରି, ସେଥିରେ ଥିବା ଟଙ୍କା କାଢ଼ିବା ବେଳେ, ସେଥିରେ ଗୋଟିଏ ବାକ୍ୟର ମଲାଟ ଅଛି,ତହିଁରେ ଲେଖା ଅଛି, ଦେଖ ମୁଁ ତୁମ୍ଭଙ୍କୁ ମୋ ହାତ ପାପୁଲିରେ ନିର୍ମାଣ କରିଅଛି !ପ୍ରଭୁ ମୋ ସହ କଥା ହେଲା ପରି ଲାଗିଲା !ସେ ମୋତେ ତାଙ୍କ ହାତ ପାପୁଲିରେ ନିର୍ମାଣ କରି ଦେଖୁଛନ୍ତି !ଆଜି ଠାରୁ ମୁଁ ଆଉ ଚୋରି କାମ କରିବି ନାହିଁ !ଏହି ଚୋର କାମକୁ ଛାଡି ପରିଶ୍ରମ କରି ବଞ୍ଚିବି ବୋଲି ସେ କହିବାରୁ, ମାନୋ ପ୍ରେଣ୍ଡସଙ୍କ ଠାରେ ଥିବା ରାଗ କୁଆଡେ ଚାଲିଗଲା କି ଜାଣି ପାରିନାହାନ୍ତି !ଏମିତି ହୁଏ କି ବୋଲି ସମସ୍ତେ ଦେଖିଲେ !ତାପରେ ସେମାନେ ଆନନ୍ଦରେ, କଷ୍ଟରେ, ଉପକାରରେ, ଅପକାର ସବୁ ସମୟରେ ପ୍ରଭୁଙ୍କୁ ଧନ୍ୟବାଦ କହିବା ଶିଖିଲେ !ଆଜିର ଭ୍ରମଣ ଯାତ୍ରାରେ କେବଳ ଆମ ମନକୁ ଖୁସି ଲାଗିନାହିଁ, ଆମ ଜୀବନକୁ ହିଁ ଖୁସି ଲାଗିଲା ବୋଲି ସମସ୍ତ ପ୍ରେଣ୍ଡସ କହିଲେ !ସଙ୍ଗେସଙ୍ଗେ ମାନୋ ଭାଇ ଯୀଶୁଙ୍କୁ ଧନ୍ୟବାଦ ଜଣାଇ ଖୁସିରେ ଚାଲିଗଲେ !

 

କଣ ପିଲାମାନେ, କାହାଣୀ କେମିତି ଅଛି ? ସୁପରଓ ସୁପର କହି ଚାଲି ଯିବା ଉଚିତ ନୁହେଁ, ଠିକ ଅଛି କି ? ତୁମ୍ଭେମାନେ ମଧ୍ୟ ସମସ୍ତ ବିଷୟରେ ପ୍ରଭୁଯୀଶୁଙ୍କୁ ଧନ୍ୟବାଦ ଜଣାଇବା ଉଚିତ !ତୁମକୁ ଇଚ୍ଛା ଲାଗୁ ନ ଲାଗୁ, ଖୁସି ହେଉ ଅବା ଦୁଃଖ ହେଉ, ଯାହା ହେଲେବି ଯୀଶୁଙ୍କର ସ୍ତୁତି କଲେ ଯଥେଷ୍ଟ !ଯେକୌଣସି ବାଧାକୁ ବି ମୁକାବିଲା କରି ବିଜୟୀର ଜୀବନଯାପନ କରି ପାରିବା, ଠିକ ଅଛି ତ !ଠିକ ଅଛି ପିଲାମାନେ, ସମସ୍ତ ବିଷୟରେ ଯୀଶୁଙ୍କୁ କୃତଜ୍ଞତା ଧନ୍ୟବାଦ ଜଣାଇବା ଉଚିତ ବୋଲି ଶିଖିଲୁ ତ !

- ଶ୍ରୀମତୀ ଅନବୁ ଜ୍ୟୋତି ଷ୍ଟାଲିନ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom