Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 31-10-2022 (Youth Special)
Share:

By Village Missionary Movement

Sunday, 30-Oct-2022

ଆଜିର ବାକ୍ୟ (Oriya) 31-10-2022 (Youth Special)

 

ଦାସତ୍ୱ 

 

"...ସମସ୍ତ ବିଷୟ ସାଧନ କରିବାକୁ ମୋହର ସ୍ୱାଧୀନତା ଅଛି, କିନ୍ତୁ ମୁଁ କୌଣସି ବିଷୟର ବଶୀଭୂତ ହେବି ନାହିଁ ।" - କରିନ୍ଥୀୟ 6:12

 

ଆମ ଜୀବନରେ ଅନେକ ବିଷୟ ବେଳେବେଳେ ଆସୁଥିବ ଏବଂ ଫେରୁଥିବ !କିନ୍ତୁ କେତେକ କାର୍ଯ୍ୟ ଅର୍ଥାତ ପାପ ଗୁଡିକ ଆମ୍ଭମାନଙ୍କୁ ଦାସତ୍ୱ କରି ଦାସତ୍ୱତାକୁ ଲକ୍ଷ୍ୟ କରିଦିଏ !ଆମେ ଏମିତି ଦାସତ୍ୱରେ ରହିଛୁ ବୋଲି ଜାଣିବାର ସାମର୍ଥ୍ୟତା ନ ଥାଇ, ଆମ ମନକୁ ଶଇତାନ ଅନ୍ଧ ଭାବେ ବଦଳାଇ ଦେଉଛି !ସେଥି ମଧ୍ୟରେ ଗୋଟିଏ ବିଷୟରେ ଅଳ୍ପ ଆଲୋଚନା କରି ଦେଖିବା !

 

ଆଜିର ଯୁଗରେ ଅନେକ ଯୌବନ ପିଲାମାନେ ମୋବାଇଲର ଦାସତ୍ୱ ହୋଇଅଛନ୍ତି !ଯଦି ଆମେ ଯୁବକ ମାନଙ୍କୁ ପଚାରିବା, ସକାଳୁ ଉଠିବା କ୍ଷଣି ପ୍ରଭୁଙ୍କୁ ଦେଖନ୍ତି ନା ମୋବାଇଲ ଦେଖନ୍ତି, ନବେ ପ୍ରତିଶତ ମୋବାଇଲ ବୋଲି ଉତ୍ତର ଆସିବ !ଯେକୌଣସି କାରଣରେ ଅଥବା କୌଣସି କାରଣ ନ ଥାଇ ହିଁ ଗୋଟିଏ ଦିନରେ ଅନେକ ସମୟ ମୋବାଇଲରେ ବିତାଉଛୁ !ଠିକ ଅଛି, ଏହି ଆସକ୍ତି ଠାରୁ କିପରି ବାହାରକୁ ଆସି ହେବ ? ମୁଁ ଛାଡିବାକୁ ଇଚ୍ଛା କରୁଛି ବୋଲି ଭାବନା କରୁଛୁ, କିନ୍ତୁ ଛାଡି ପାରୁନାହୁ ବୋଲି କହୁଛନ୍ତି କି ? ଦୁଃଖ ହୁଅନ୍ତୁ ନାହିଁ !ଆମ ସଦାପ୍ରଭୁ ଆପଣଙ୍କୁ ମୁକ୍ତ କରି ପାରିବେ !

 

ମୁଁ ଦାସତ୍ୱରେ ଅଛି ବୋଲି ଜାଣି ପାରିଲେ ଯଥେଷ୍ଟ, ଆପଣ ନିଶ୍ଚୟ ତାହାକୁ ବିଜୟୀ ହୋଇ ପାରିବ !ସ୍ୱୟଂ ନିୟନ୍ତ୍ରଣରେ ବଞ୍ଚିବାକୁ ପ୍ରଭୁଙ୍କର ଠାରେ ଶକ୍ତିକୁ ମାଗନ୍ତୁ !ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଦେଖିବାକୁ ମୋବାଇଲ କାଢ଼ିବା ପରି ହେଲେ, କେବଳ ତାହାହିଁ ଦେଖନ୍ତୁ !ଟାଇମ ପାସ ନିମନ୍ତେ ଅଯଥା ଗୁଡିକ ଦେଖିବି ନାହିଁ ବୋଲି ନିଷ୍ପତ୍ତି କରନ୍ତୁ !ଦାଉଦ ଉରୀୟର ସ୍ତ୍ରୀଙ୍କୁ ଦେଖିବା ନିମନ୍ତେ କୋଠା ଉପରକୁ ଯାଇ ନାହାନ୍ତି !କୋଠା ଉପରେ ଚାଲିବା ବେଳେ ବାତଶେବାଙ୍କୁ ଦେଖି ପାପରେ ପତିତ ହେଲା !ବିଶେଷ କରି ତାଙ୍କ ନିମନ୍ତେ ଧାର୍ଯ୍ୟ କରାଯାଇ ଥିବା କାର୍ଯ୍ୟ ନ କରି ଗୃହରେ ଶୟନ କରି ବିଶ୍ରାମ ନେଲା !ଶୟନ କରି ଉଠିବା ପରେ ଟାଇମ ପାସ ନିମନ୍ତେ କୋଠା ଉପରକୁ ଗଲା !ସେଠାରେ ତାହାର ଚକ୍ଷୁ ଜାଲ ସଦୃଶ୍ୟ ବଦଳିଗଲା !ହେ ଯୁବତୀ, ତୁମ୍ଭ ଯୁବା ବୟସରେ ତୁମ୍ଭଙ୍କୁ ଦେଇ ଥିବା ଦାୟିତ୍ୱକୁ ଅବା ବିଦ୍ୟାକୁ ଉତ୍ତମ ରୂପେ ସମ୍ପୂର୍ଣ୍ଣ କର !ଟାଇମ ପାସ ନିମନ୍ତେ ତୁମ୍ଭେ ମୋବାଇଲରେ ସାଧାରଣ ହିଁ ଦେଖିବ !କିନ୍ତୁ ତାପରେ ତାହାର ସମ୍ପର୍କକୁ ଧିରଧିର ଦେଖିକି, ଶେଷରେ ପାପରେ ପତିତ ହେବାର ସୁଯୋଗ ଅଛି, ଏହି ବିଷୟକୁ ଭୁଲି ଯାଅ ନାହିଁ !

 

ଯଦି ଆପଣ ଯେକୌଣସି ପାପର ଦାସତ୍ୱ ହେଲା ପରି ହେଲେ, ପ୍ରଭୁଙ୍କୁ ପ୍ରକୃତ ଭାବେ ଜଣାଅ !ଉପବାସ ରହି, ପ୍ରାର୍ଥନା କରି ମୁକ୍ତି ପାଇବାକୁ ସଂଗ୍ରାମ କର !ତୁମ୍ଭ ମନରୁ ମୋବାଇଲ କାଡିଦେବି ବୋଲି ଭାବନା ଆସିବା ବେଳେ ହିଁ ମୋବାଇଲକୁ ଖାରଜ କର !କେବଳ ଗୋଟିଏ ଜୀବନ ହିଁ ରହିଛି !ତାହାକୁ ଦାସତ୍ୱର ଜୀବନରେ ବିକ୍ରୟ ନ କରି ଖ୍ରୀଷ୍ଟଙ୍କ ଠାରେ ବିଜୟୀବାନ ରୂପେ ଜୀବନଯାପନ କରିବାକୁ ନିଷ୍ପତ୍ତି ନିଅ !ଲେଟ ୟୁଆର ଆଡିକ୍ସନ ବି ଇନ ଖ୍ରୀଷ୍ଟ !

- ଶ୍ରୀମତୀ ଦିବ୍ୟ ପେରନାଟ 

 

ପ୍ରାର୍ଥନା ଅନୁରୋଧ :-

ସୋସିଆଲ ମିଡ଼ିଆ ଦ୍ଵାରା ପ୍ରସାରଣ ହେଉଥିବା କାର୍ଯ୍ୟକ୍ରମ ଗୁଡିକ ପ୍ରଭୁଙ୍କୁ ନ ଜାଣି ଥିବା ପ୍ରଜାମାନଙ୍କ ନିକଟକୁ ପହଞ୍ଚିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom