Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-11-2022 (Kids Special)
Share:

By Village Missionary Movement

Saturday, 05-Nov-2022

ଆଜିର ବାକ୍ୟ (Oriya) 06-11-2022 (Kids Special)

 

ସୁଗନ୍ଧ 

 

“କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତକାର୍ଯ୍ୟ ଆମ୍ଭେମାନେ କରିବୁ ବୋଲି ଈଶ୍ୱର ପୁର୍ବରୁ ପ୍ରସ୍ତୁତ କରିଥିଲେ, ଆଚରଣରେ ସେହି ସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ ।“ - ଏଫିସୀୟ 2:10

 

ହାଲୋ ପିଲାମାନେ, ସମସ୍ତେ କେମିତି ଅଛ ? ଭଲ ଅଛ କି ? ତୁମ୍ଭେମାନେ ସମସ୍ତେ ଭଲରେ ରହିବା ଉଚିତ ବୋଲି ମୁଁ ପ୍ରଭୁଙ୍କର ଠାରେ ଆଶା କରୁଛି !ପ୍ରତ୍ୟେକ ଦିନ ଆମ୍ଭମାନଙ୍କୁ ଉତ୍ତମ ରୂପେ ସୁରକ୍ଷା ଯୋଗାଉ ଥିବା ଯୀଶୁବାପାଙ୍କୁ ଧନ୍ୟବାଦ ଦେବା ଭୁଲିବା ଉଚିତ ନୁହେଁ !ଓକେତ ପିଲାମାନେ, କାହାଣୀ ଶୁଣିବାକୁ ପ୍ରସ୍ତୁତ ଅଛ କି ? 

 

ରାସ୍ତା ନ ଥିବା ଏକ ଛୋଟ ଗାଁଟି ଥିଲା !ସେହି ଗାଁରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ବିଦ୍ୟାଳୟ ମଧ୍ୟ ଥିଲା !ସେଠାରେ ମଧ୍ୟାହ୍ନ ଭୋଜନ ଦିଅନ୍ତି !ହୋ.. ତୁମ୍ଭ ସ୍କୁଲରେ ମଧ୍ୟ ମଧ୍ୟାହ୍ନ ଭୋଜନ ଦିଅନ୍ତି କି ? ସୁପର, ସେଠାରେ ଦେଉଥିବା ଖାଦ୍ୟ ନିମନ୍ତେ ଭିକି ପ୍ରତ୍ୟେକ ଦିନ ଧନ୍ୟବାଦ ଦେବା ପରେ ହିଁ ଭୋଜନ କରେ !ତୁମ୍ଭେମାନେ ଖାଇବା ପୂର୍ବରୁ ଯୀଶୁବାପାଙ୍କୁ ଧନ୍ୟବାଦ ଜଣାଉଛ କି ନାହିଁ ? ପିଲାମାନେ, ନିଶ୍ଚୟ ଧନ୍ୟବାଦ ଜଣାଇବା ଉଚିତ ? ଓକେ ତ !ଭିକି ପ୍ରାର୍ଥନା କରି ଖାଇବା ଦେଖିଥିବା ଅଲଗା ବିଦ୍ୟାର୍ଥୀ ହାସ୍ୟାସ୍ପଦ କରିଥାନ୍ତି !ଭିକି ପ୍ରାର୍ଥନା କଲେ, ଭାତ, ଡାଲି ବିରିୟାନୀରେ ପରିବର୍ତ୍ତନ ହୋଇଯିବ ବୋଧେ ଦେଖିବା କହି ହସୁ ଥାନ୍ତି !ସେତେବେଳେ ସ୍କୁଲର ପ୍ରଧାନ ଶିକ୍ଷକ ଆସି ପଚାରିଲା , ପିଲାମାନେ, ଉତ୍ତମ ରୂପେ ଖାଇଲ କି, ଭୋଜନ ଭଲ ଅଛି କି ? ଆଉ ଖାଦ୍ୟକୁ ନଷ୍ଟ ନ କରି ଉତ୍ତମ ରୂପେ କାଆନ୍ତୁ ବୋଲି ବିଦ୍ୟାର୍ଥୀ ମାନଙ୍କୁ କହିଲା !ପ୍ରଧାନ ଶିକ୍ଷକକୁ ଦେଖିବା କ୍ଷଣି, ଭିକିକୁ ହାସ୍ୟାସ୍ପଦ କରୁଥିବା ସମସ୍ତ ବିଦ୍ୟାର୍ଥୀ ନିରବ ହୋଇଗଲେ !କଣ ଏଠି ପର୍ବପର୍ବାଣୀ ହେଲା ସଦୃଶ୍ୟ ଅତିବଡ଼ିରେ ହସୁଛ ବୋଲି ପ୍ରଧାନ ଶିକ୍ଷକ ପଚାରିବାରୁ, ଜଣେ ବିଦ୍ୟାର୍ଥୀ କହିଲା, ଆଜ୍ଞା, ଭିକି ପ୍ରତ୍ୟେକ ଦିନ ପ୍ରାର୍ଥନା କରି ଖାଇବ, ସେଇଥି ପାଇଁ ସେମିତି ହସୁଛନ୍ତି କହିଲା !କଣ ପ୍ରାର୍ଥନା କରିବା ଦେଖି ହସୁଛ କି ? ଭିକି ପାଠରେ ଅନୁଶାସନରେ କେତେ ଭଲ ବିଦ୍ୟାର୍ଥୀ ଦେଖନ୍ତୁ !ସେ ପ୍ରାର୍ଥନା କରି ଯାହା ବି କରିବା ଯୋଗୁ ଉତ୍ତମ ବିଦ୍ୟାର୍ଥୀ ରୂପେ ଅଛି କହି ପ୍ରଧାନ ଶିକ୍ଷକ କହିବା ଶୁଣିଥିବା ବିଦ୍ୟାର୍ଥୀ ମାନେ ତାଙ୍କ ଭୂଲକୁ ବୁଝି ପାରିଲେ !ଏଥର ଭିକିଙ୍କ ସଦୃଶ୍ୟ ରହିବା ଉଚିତ ବୋଲି ସମସ୍ତେ ଇଚ୍ଛା ହେଲେ !ଆର ଦିନଠାରୁ ଖାଦ୍ୟ ନିମନ୍ତେ ସମସ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଜଣାଇଲେ !ସେହି ପ୍ରଧାନ ଶିକ୍ଷକ କିଛି ଗୋଟେ ଆଲୋଚନା କରି ଚାଲିଗଲା !ସେ ବି ଯୀଶୁଙ୍କୁ ଜାଣିଥାଇ ମଧ୍ୟ କୌଣସି ଦିନ ପ୍ରାର୍ଥନା କରି ଭୋଜନ କରି ନାହିଁ ବୋଲି ଜାଣି ପାରିଲା !ତାଙ୍କ ଠାରେ ମଧ୍ୟ ଗୋଟିଏ ପରିବର୍ତ୍ତନ ଆସିଲା !ଭିକଙ୍କ ଉତ୍ତମ ଗୁଣ ଅନେକଙ୍କୁ ଯୀଶୁବାପାଙ୍କ ନିକଟକୁ ଆକର୍ଷିତ କଲା !

 

ପ୍ରିୟ ପିଲାମାନେ, ଏହି କାହାଣୀର ହିରୋ ଭିକିଙ୍କ ସଦୃଶ୍ୟ, ତୁମ୍ଭେମାନେ ମଧ୍ୟ ସୁଭାଶିତ ଦେଉଥିବା ଚନ୍ଦନ କାଠ ସଦୃଶ୍ୟ ଜୀବନଯାପନ କଲା ବେଳେ, ତୁମ୍ଭ ଚାରିପଟେ ଥିବା ବନ୍ଧୁଗଣ ଯୀଶୁବାପାଙ୍କୁ ଜାଣି ପାରିବେ !କଣ ପିଲାମାନେ, ଯୀଶୁବାପା ମଧ୍ୟ ଅତିଆନନ୍ଦିତ ହେବେ ତ !ତୁମ୍ଭେ ତାଙ୍କୁ ଖୁସି କରିବାକୁ ପ୍ରସ୍ତୁତ କି ? ସୁପର, ଓକେ ପିଲାମାନେ ବା..ଇ !

- ଭଉଣୀ ଦେବୋରାହା

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş matbet giriş holiganbet giriş matbet sahabet onwin bets10 bets10 giriş bets10 güncel giriş betcio atlasbet casibom meritking casibom giriş perabet padişahbet padişahbet giriş holiganbet matbet perabet perabet giriş instagram ban service pashagaming pashagaming giris gorabet gorabet giris grandpashabet çarkbet çarkbet giriş deneme bonusu casibom giriş casibom vaycasino vaycasino giriş casibom meritking casibom casibom giriş meritking meritking giriş holiganbet jojobet jojobet jojobet jojobet jojobet holiganbet holiganbet grandpashabet grandpashabet grandpashabet cratosroyalbet