Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 16-11-2022
Share:

By Village Missionary Movement

Tuesday, 15-Nov-2022

ଆଜିର ବାକ୍ୟ (Oriya) 16-11-2022

 

ଆଶୀର୍ବାଦ ଯୁକ୍ତ ଜୀବନ ନିମନ୍ତେ

 

“ତହିଁରେ ଶାମୁୟେଲ କହିଲେ, ଯେପରି ସଦାପ୍ରଭୁଙ୍କ ରବ ଶୁଣିବାରେ, ସେପରି କି ହୋମ ଓ ବଳିଦାନରେ ସଦାପ୍ରଭୁଙ୍କର ସନ୍ତୋଷ ହୁଏ ? ଦେଖ, ଶୁଣିବା ବଳିଦାନଠାରୁ ଓ ମନୋଯୋଗୀ ହେବା ମେଷମେଦଠାରୁ ଉତ୍ତମ।“ - ପ୍ରଥମ ଶାମୁୟେଲ 15:22

 

ଖ୍ରୀଷ୍ଟିଆନ ଜୀବନରେ ନିଷ୍ଠା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଟେ !ପ୍ରଭୁଙ୍କର ଆଜ୍ଞା ଅଧୀନକାରୀ, ତାଙ୍କ ସନ୍ତାନମାନଙ୍କୁ ଆଶୀର୍ବାଦ ଯୁକ୍ତ ହୋଇ ଜୀବନଯାପନ କରେ, ଅଧିନ ବିହୀନ ବ୍ୟକ୍ତି କେବଳ ତାହାକୁ ହିଁ ନୁହେଁ ତାର ସନ୍ତାନମାନଙ୍କୁ ମଧ୍ୟ ଅଭିଶାପରେ ବଦଳିବା ଆମେ ପବିତ୍ର ବାଇବଲରେ ଦେଖି ପାରୁ!ଉଦାହରଣ ସ୍ୱରୂପ, ଅବ୍ରହାମ ଅଧିନ ହେତୁ ପୃଥିବୀରେ ଥିବା ସମସ୍ତ ଜାତି, ତାହାଙ୍କ ସନ୍ତାନଗଣ ଆଜିର ପର୍ଯ୍ୟନ୍ତ ଆଶୀର୍ବାଦ ଯୁକ୍ତ ହୋଇ ରହିଥିବା ଦେଖୁଛୁ !ଅଗାଗଙ୍କ ଆଜ୍ଞା ଉଲଙ୍ଗ ହେତୁ ତାହାକୁ ଥିବା ସବୁକିଛି ନିର୍ମୁଳ ହୋଇଥିବା ଦେଖୁଛୁ !ଆଜି ଶାଉଲଙ୍କ ଆଜ୍ଞା ଉଲଙ୍ଗ ହେତୁ ହୋଇଥିବା ଘଟଣା ଗୁଡିକ ଦେଖିବା !

 

ସଦାପ୍ରଭୁ ପରମେଶ୍ୱର ଶାମୁୟେଲ ପ୍ରଭକ୍ତାଙ୍କ ଦ୍ଵାରା ଶାଉଲଙ୍କୁ କହିଲେ, ଅମାଲେକୀୟଙ୍କୁ ସେମାନଙ୍କ ସମ୍ପୂର୍ଣ୍ଣ ରୂପେ ବିନାଶ କର !କାରଣ ଇସ୍ରାଏଲ ମିସରରୁ ବାହାରି ଆସିବା ବେଳେ ପଥ ମଧ୍ୟରେ ଅମାଲେକ ତାହା ବିରୁଦ୍ଧରେ ଉଠି ତାହା ପ୍ରତି ଯାହା କରିଥିଲା, ଆମ୍ଭେ ତହିଁର ତତ୍ତ୍ୱାନୁସନ୍ଧାନ କରିଅଛୁ !ତେଣୁକରି ସେମାନଙ୍କର ସର୍ବସ୍ୱ ସମ୍ପୂର୍ଣ୍ଣ ରୂପେ ବିନାଶ କର କହିଲେ !ମାତ୍ର ଶାଉଲ ସଦାପ୍ରଭୁଙ୍କର ରବରେ କର୍ଣ୍ଣପାତ ନ କରି ଅମାଲେକୀୟମାନଙ୍କ ରାଜା ଅଗାଗକୁ ଜିଅନ୍ତା ଧରି ଓ ଅଗାଗ ପ୍ରତି ଓ ଉତ୍ତମ ଉତ୍ତମ ମେଷ ଓ ଗୋରୁ ପ୍ରତି ଓ ହୃଷ୍ଟପୁଷ୍ଟ ବାଛୁରି ଓ ମେଷଛୁଆ ପ୍ରତି ଓ ଯାବତୀୟ ଉତ୍ତମ ବସ୍ତୁ ପ୍ରତି ଦୟା କରି ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କଲେ ନାହିଁ !ଅଳ୍ପ କାର୍ଯ୍ୟ ପ୍ରତି ତାହାଙ୍କ ରବରେ କର୍ଣ୍ଣପାତ କରି ନ ଥିବା ଶାଉଲ, ଅଧିନ ହୋଇଥିବା ନ ଥିବା ଶାଉଲଙ୍କୁ ରାଜାରୂପେ ଅଭିଷେକ କରିଥିବାରୁ ପରମେଶ୍ୱର ଅନୁତାପ କରିବା ଆମେ ଦେଖୁଛୁ !ହଁ ଶାଉଲଙ୍କ ଅଳ୍ପ ନିଷ୍ଠା ହୀନ ରାଜାରୁ ଗୌରବ ହରାଇବା କରିଥିଲା !ଆଜି ମଧ୍ୟ ପ୍ରଭୁ ଆମକୁ ପରିବାରରେ, କାର୍ଯ୍ୟରତ ସ୍ଥାନରେ, ସମାଜରେ, ମଣ୍ଡଳୀରେ ଶାଉଲଙ୍କ ପରି ଉଚ୍ଚସ୍ଥାନରେ ରଖିଥାଇ ପାରେ !କିନ୍ତୁ ଅନେକ ସମୟରେ ଏହି ଉଚ୍ଚସ୍ଥାନ ପରମେଶ୍ୱରଙ୍କ ଅବଦାନ ବୋଲି ଜାଣି ନ ପାରି, ମଣିଷମାନଙ୍କୁ ଆନନ୍ଦିତ କରିବାକୁ ପ୍ରଭୁଙ୍କର ବାକ୍ୟକୁ ପଛକୁ ଠେଲି ଦେଇ ଆମ ମନର ଇଚ୍ଛାକୁ କାର୍ଯ୍ୟ କରିବା ବ୍ୟକ୍ତି ସଦୃଶ୍ୟ ଅଛୁ କି, ଆଲୋଚନା କରି ଦେଖିବା ? ନିଷ୍ଠା ବିହୀନ ହେତୁ ମହିମା ହରାଇବା ବହୁତ ସମୟ ଲାଗେ ନାହିଁ !ମୁଁ ମଣିଷକୁ ଖୁସି କରିବି ନା ପ୍ରଭୁଙ୍କୁ ଖୁସି କରିବି ? ଏହି ପ୍ରଶ୍ନ ଶୁଣି, ପ୍ରଭୁଙ୍କର ବାକ୍ୟକୁ ପ୍ରଥମ ସ୍ଥାନ ଦେବାକୁ ନିର୍ଣ୍ଣୟ କରିବା !ଏହି ସମୟରେ ଆମେ ଯୀଶୁଖ୍ରୀଷ୍ଟଙ୍କ ଆଜ୍ଞା ବହତାକୁ ନିଶ୍ଚିତ ରୂପେ ମନେ କରିବା ଉଚିତ !ସେ ପରମେଶ୍ୱର ସ୍ୱରୂପ ଥାଇ କ୍ରୁଶୀୟ ମୃତ୍ୟୁ ପାଇବା ପାଇ ଆଜ୍ଞାବହତା ଦେଖାଇ, ସେ ନିଜକୁ ନିଜେ ନତ ହୋଇଛି !ହଁ ଟ୍ରିନିଟିରେ ହୋଇଥିବା ଜଣେ ଯୀଶୁଖ୍ରୀଷ୍ଟଙ୍କୁ ନିଷ୍ଠା ଏତେ ଆବଶ୍ୟକତା ହୋଇଥିଲେ, ଆମର କେତେ ଆବଶ୍ୟକ ?

 

ପ୍ରିୟ ବନ୍ଧୁଗଣ, ଆଜ୍ଞାବହତା କେବଳ ଆମକୁ ହିଁ ନୁହେଁ, ଆମ ସନ୍ତାନମାନଙ୍କୁ ଆଶୀର୍ବାଦଯୁକ୍ତ ଅଟେ, ଏହା ଭୁଲି ଯିବା ଉଚିତ ନୁହେଁ !ଜୁନସଙ୍କ ଆଜ୍ଞା ଉଲଙ୍ଗ ସମୁଦ୍ରର ତୋଫାନର କାରଣ ହେଲା !ମୁଁ ପାପ କଲି ବୋଲି ଜୁନସ ସ୍ୱୀକାର କରିଲା ସଦୃଶ୍ୟ , ଆମେ ନିଜକୁ ପ୍ରଭୁଙ୍କର ସାନ୍ନିଧ୍ୟରେ ନତ ହେଲା ବେଳେ, ଆମ ଜୀବନ ଆଶୀର୍ବାଦଯୁକ୍ତ ହେବ !ହାଲେଲୁୟା !

- ଶ୍ରୀମତୀ ନିରୋଶା ଆଲବିନ

 

ପ୍ରାର୍ଥନା ଅନୁରୋଧ :-

ସାତ ହଜାର ଗୃହ ପ୍ରାର୍ଥନା ବୃନ୍ଦଙ୍କୁ ସଦାପ୍ରଭୁ ଯୋଗାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet çorlu escort çorlu escort