Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 17-02-2021
Share:

By Village Missionary Movement

Wednesday, 17-Feb-2021

ଆଜିର ବାକ୍ୟ (Oriya) 17-02-2021

ଭସ୍ମ ବୁଧବାର 

“…ସେମାନଙ୍କ ସହିତ ଆପଣାକୁ ଶୁଚି କରି ମନ୍ଦିର ଭିତରେ ପ୍ରବେଶ କଲେ,..!” - ପ୍ରେରିତ 21:26

ଆଜିର ଦିନ ଭସ୍ମ ବୁଧବାର !ପୃଥିବୀର ସମସ୍ତ ଖ୍ରୀଷ୍ଟିଆନ ମଣ୍ଡଳୀ ଆଜିର ଦିନକୁ ବିଶେଷକରି ପାଳନ କରି ଆସୁଛନ୍ତି !ଏହା କିପରି ଆମ ମଣ୍ଡଳୀରେ ବିଶେଷତ୍ୱ ଦିନ  ହେଲା ତାହା ଆଜି ଜାଣିବା !

ସର୍ବ ପ୍ରଥମେ 360 ଖ୍ରୀଷ୍ଟାଦ୍ଧ ଠାରୁ ଖ୍ରୀଷ୍ଟିଆନ ମଣ୍ଡଳୀରେ ପାଳନ କରିବା ଆରମ୍ଭ ହେଲା ବୋଲି ଇତିହାସ କହୁଛି !ତାପରେ ପଂଚଶତ ଖ୍ରୀଷ୍ଟାଦ୍ଧରେ ପୋପ କ୍ରିକୋରିଆନ ଦ୍ଵାରା କ୍ୟାଥଳିକ ମଣ୍ଡଳୀରେ ଭସ୍ମ ବୁଧବାର କ୍ରମରେ ପ୍ରତ୍ୟୋକ ବର୍ଷ ପାଳନ କରିବାକୁ ଅନୁମୋଦନ ହେଲା !ପ୍ରଥମେ ଏହା ଚାଳିଶି ଘଣ୍ଟା, ପରେ ଏହା ଛ (6)ଘଣ୍ଟା, ଏହାପରେ ଏହାକୁ ବଦଳାଇ ଏକୋଇଶ ଦିନ ବୋଲି ଅନୁସରଣ କରିବା ଆରମ୍ଭ ହେଲା !ଗୋଟିଏ ନା ଗୋଟିଏ ସମୟରେ  ଭସ୍ମ ବୁଧବାର କହି ତାହା ଚାଳିଶି ଦିନ ପର୍ଯ୍ୟନ୍ତ ଉପବାସ କରି, ଶରୀରକୁ ତାଡନା କରି, ପାଳନ କରି ଆସୁଛନ୍ତି !ଏହାକୁ ତାଡନାର ଦିନ ବୋଲି କୁହାଯାଉଛି !ସେହିପରି ପାସ୍କା ରବିବାର ଦିନ ବ୍ୟବହାର କରୁଥିବା ଖୋଜୁରି ଡାଲକୁ ସୁରୁଖୁରରେ ଲୁଚାଇ ରଖି, ତାହାକୁ ଆସନ୍ତା ବର୍ଷକୁ  ପୋଡାଇ,  କୃଶର ଚି଼ହ୍ନ ସ୍ୱରୂପ,  ସେହି ଡାଲର ପାଉଁଶକୁ କପାଳରେ ଲେପନ କରିବା ପରମ୍ପରା ଏକ ମଣ୍ଡଳୀର ଅଭ୍ୟାସ ଅଛି  !

ଉପରେ ପଢାଯାଇ ଥିବା ବାର୍ତାକୁ ଯଦି ଆମେ ବାଇବଲରେ ଦେଖିବା,  ମନୁଷ୍ୟ ତାର ଆତ୍ମାକୁ ଦଳନ ଦେବାକୁ, ଓ ତାର ପ୍ରାଣକୁ ବାଧା କରିବାକୁ ଜଣେ, ନଳବୃକ୍ଷ ପରି ମସ୍ତକ ନୁଆଁଇବାର, ପୁଣି ଚଟବସ୍ତ୍ର ଓ ଭସ୍ମ ଆପଣା ତଳେ ବିଛାଇବାର, ଏହାକୁ ତୁମ୍ଭେ ଉପବାସ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କି ଗ୍ରାହ୍ୟ ଦିନ ବୋଲି ଭାବୁଛ ?( ଯିଶାଇୟ :58:5)ରେ କୁହାଯାଇଛି !ଆମର ପ୍ରଭୁ ଉପବାସ ବିଷୟରେ ଶରୀରକ ତାଡନା ବିଷୟରେ ବାଇବଲରେ ଅନେକ ବାକ୍ୟରେ ପ୍ରାଞ୍ଜଳ ଭାବରେ ଆମକୁ କହିଛନ୍ତି !ଅନେକ କାଳରୁ ମଣ୍ଡଳୀରେ ପାଳନ କରି ଆସୁଥିବା ଏହି ପରମ୍ପରା ବାହ୍ୟ ରୂପରେ ନ ରହି ଆନ୍ତରିକ ଭାବେ ମନୁଷ୍ୟ ଠାରେ ଉତ୍ତମ ପରିବର୍ତ୍ତନରେ  ପାଳନ ହେବାକୁ ହେବ ଏହା ହିଁ ମୁଖ୍ୟ ଉଦ୍ଦେଶ୍ୟ  !ଉପରେ ଉପରେ ଆମର ଭକ୍ତିକୁ ପାଉଁଶରେ, ମାଟିରେ ଦେଖାଇବା ଉତ୍ତମ ନୁହେଁ !ଆମ ହୃଦୟରେ ପ୍ରସ୍ତୁତ ହେଉଥିବା ପରିବର୍ତ୍ତନକୁ ହିଁ ପ୍ରଭୁ ଚାହିଁ ରହିଥିବା କାର୍ଯ୍ୟ !

ମୋର ପ୍ରିୟ ବନ୍ଧୁଗଣ, ଆଜିର ବାର୍ତ୍ତାରେ ଗୋଟିଏ ବାକ୍ୟକୁ ମିଶ୍ରଣ କରି କହୁଛି, କାରଣ ବାହାରେ ଯେ ଯିହୂଦୀ, ସେ ଯିହୂଦୀ ନୁହେଁ, କିଅବା ବାହାର ଶରୀରରେ ଯେ ସୁନ୍ନତ, ତାହା ସୁନ୍ନତ ନୁହେଁ; କିନ୍ତୁ ଅନ୍ତରରେ ଯେ ଯିହୂଦୀ, ସେ ଯିହୂଦୀ, ପୁଣି, ଆକ୍ଷରିକ ଭାବରେ ନୁହେଁ, ମାତ୍ର ଆତ୍ମିକ ଭାବରେ ହୃଦୟର ଯେ ସୁନ୍ନତ, ତାହା ପ୍ରକୃତ ସୁନ୍ନତ (ରୋମିୟ :-2:28-29)ରେ କୁହାଯାଇଛି !ଏହା ହିଁ ପ୍ରଭୁ ଆମ ଠାରୁ ଚାହାଁନ୍ତି !ପରମ୍ପରା ରୀତି ଅନୁସାରେ ଆସୁଥିବା  ଭକ୍ତି କରି ପ୍ରଭୁଙ୍କୁ  ଆମେ ଠକି ପାରିବା ନାହିଁ !ଏହା ଆମେ ଗ୍ରହଣ କରି ଆମର ପିତାପରମେଶ୍ୱରଙ୍କୁ  ଆତ୍ମା, ଓ ସତ୍ୟତାରେ ଆରାଧନା କରିବାକୁ ସବୁବେଳେ ପ୍ରସ୍ତୁତ ହୋଇ ରହିବା !
-    ପି. ଜାକବ ଶଙ୍କର 

ପ୍ରାର୍ଥନା କରନ୍ତୁ :-ଭୋକିଲାକୁ ଖାଦ୍ୟ ଯୋଜନାରେ ଉପକୃତ ହେଉଥିବା ପ୍ରତ୍ୟୋକ ଲୋକ ସ୍ବର୍ଗୀୟ ସନ୍ତାନ ହେବା ସକାଶେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet jojobet jojobet jojobet holiganbet holiganbet holiganbet grandpashabet grandpashabet