Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-11-2022
Share:

By Village Missionary Movement

Thursday, 17-Nov-2022

ଆଜିର ବାକ୍ୟ (Oriya) 18-11-2022

 

ମଣିଷ ପରିବର୍ତ୍ତନ ହେଲେ ପୃଥିବୀ ବଦଳିବ

 

“ସେ କହିଲେ, “ତୁମ୍ଭେ ଯାକୁବ ନାମରେ ଆଉ ବିଖ୍ୟାତ ହେବ ନାହିଁ, ମାତ୍ର ଇସ୍ରାଏଲ ନାମରେ ବିଖ୍ୟାତ ହେବ; କାରଣ, ତୁମ୍ଭେ ପରମେଶ୍ୱର ଓ ମନୁଷ୍ୟ ସହିତ ଯୁଦ୍ଧ କରି ଜୟୀ ହୋଇଅଛ।” - ଆଦି ପୁସ୍ତକ 32:28

 

ଜଣେ ପାଳକ ତାଙ୍କ ମଣ୍ଡଳୀ ନିମନ୍ତେ ଉପଦେଶ ପ୍ରସ୍ତୁତ କରୁଥାଏ !ଛଅ (୬ )ବର୍ଷ ବୟସର ତାର ଛୁଆଁ ସେହି ବଖରାକୁ ଆସି ଖେଳି ଶବ୍ଦ କରୁଥାଏ !ଏହା ପାଳକକୁ ବହୁତ କଷ୍ଟ ଲାଗିଲା !ତେଣୁକରି କଣ କରିବାକୁ ହେବ ବୋଲି ଆଲୋଚନା କରି, ତାଙ୍କ ଟେବୁଲ ଉପରେ ଥିବା ଏକ ବିଶ୍ୱ ମାନଚିତ୍ର ଆଣି, ତାହାକୁ ଖଣ୍ଡଖଣ୍ଡ କରି ଚିରା କରି,ତାର ପୁଅକୁ ଦେଇ ଏହାକୁ ଉତ୍ତମ ରୂପେ ସଜାଡି ଆଣ, ମୁଁ ତତେ ପୁରସ୍କାର ଦେବି କହି ପଠାଇଲା !ସେ ବାଳକ ଦୁଇ ମିନିଟରେ ବିଶ୍ୱ ମାନଚିତ୍ରକୁ ସଜାଡି ଧରି ଆସିଲା !ପାଳକ ପଚାରିଲା, ତୁମେ ଏତେ ଶୀଘ୍ର କେମିତି ସଜାଡି ଧରି ଆସି ପାରିଲ ? ବିଶ୍ୱ ମାନଚିତ୍ରକୁ ସଜାଡ଼ିବା ବେଳେ ତାର ପଛ ଭାଗରେ ମଣିଷ ରୂପ ଥିବା ଚିତ୍ରଥିଲା !ତେଣୁକରି ତାହାକୁ ଓଲଟାଇ ମଣିଷ ରୂପକୁ ସଜାଡ଼ିବାକୁ ଆରମ୍ଭ କଲି ଆଉ କହିଲା, ବିଶ୍ୱ ମାନଚିତ୍ର ଉତ୍ତମ ରୂପେ ଆସିଗଲା !ମନୁଷକୁ ସଜାଡ଼ିଲେ ପୃଥିବୀ ଉତ୍ତମ ରୂପେ ସଜାଡ଼ିବ କହିଲେ !ସେ ସେହି ଦିନ ଏହି ବିଷୟରେ ହିଁ ତାଙ୍କ ମଣ୍ଡଳୀରେ ଶିକ୍ଷା ଦେଲା !

 

ଏହିପରି ଭାବେ ଯାକୁବ ତାର ସମସ୍ତ ଜୀବନ ଉତ୍ତମ ରୂପେ ଜାରି ରହିଛି ବୋଲି ଭାବିଲା !ତାର ଭାଇକୁ ଠକିଲା, ତାର ପିତାକୁ ଠିକିଲା,ତାହାର ପ୍ରତିଫଳ ସ୍ୱରୂପ ଯାକୁବ ତାଙ୍କ ମାମୁଁଙ୍କ ଦ୍ଵାରା ଠକାମି ହେଲା !ତାପରେ ସେ ତାର ନିଜର ଦେଶକୁ ଫେରି ଆସିବା ବେଳେ ଯାକୁବ ଊରୁ ଠାରେ ପରମେଶ୍ୱରଙ୍କ ସହ ମିଳନ ହେବ !ଭାର୍ଯ୍ୟା, ସନ୍ତାନ, ମେଷପଲ,ସମ୍ପତ୍ତି ଥିଲେ ମଧ୍ୟ ଆଉ ପରିବର୍ତ୍ତନ ହୋଇ ନ ଥିବା ତାର ଭାଇ ଏଷୌଙ୍କୁ ଭୟ କରିବ !ହେଲେ ଏକାକୀ ରହି ପରମେଶ୍ୱରଙ୍କ ସହିତ ସଂଗ୍ରାମ କଲା !ମୁଁ ଭାବୁଛି ପରମେଶ୍ୱର କହିଥିବେ କି,ତାହାର ପୁରୁଣା ସ୍ଵଭାଵକୁ, ଆଲୋଚନାକୁ ପରିତ୍ୟାଗ କର !ପରିବର୍ତ୍ତନ ହୋଇଥିବା ଯାକୁବକୁ ଇସ୍ରାଏଲ ଭାବେ ସଦାପ୍ରଭୁ ପରିବର୍ତ୍ତନ କଲେ !ସଦାପ୍ରଭୁଙ୍କର ଠାରୁ ଆଶୀର୍ବାଦ ପାଇଲା !ତାର ଭାଇ ମଧ୍ୟ

ପ୍ରତିଶୋଧକୁ ଭୁଲିଗଲା !

 

ଏହା ଶୁଣୁଥିବା ପ୍ରିୟ ଭାଇମାନେ , ତୁମେ ପ୍ରଭୁଙ୍କର ଦୃଷ୍ଟିରେ ସଠିକରେ ଅଛ କି ? ଅଭାବ ହୋଇଥିଲେ ମଧ୍ୟ ସେହି ଅଭାବକୁ ଆଙ୍ଗୁଳି ଦେଖାଇବା ପ୍ରଭୁ ନୁହେଁ ଆମ ପରମେଶ୍ୱର !ଅଭାବକୁ ଦେଖାଇ ସଜାଡ଼ିବା ଇଶ୍ୱର ହୋଇ ଅଛନ୍ତି !ତୁମ୍ଭ ଶାରୀରିକ ସ୍ଵଭାଵକୁ ପରିବର୍ତ୍ତନ କରି,ତୁମ୍ଭଙ୍କୁ ଆଶୀର୍ବାଦ କରିବାକୁ ସେ ପ୍ରସ୍ତୁତ ହୋଇ ଅଛନ୍ତି !ତୁମ୍ଭର ଶାରୀରିକ ସ୍ଵଭାଵକୁ ପରିବର୍ତ୍ତନ କରି, ତୁମ୍ଭେ ଆଶୀର୍ବାଦ ପାଇବାକୁ ପ୍ରସ୍ତୁତ ହୋଇଅଛ କି ? ଅଥବା ତୁମ୍ଭେ ସଂଗ୍ରାମ ଜାରି ରଖିଥିବ !ନିର୍ଣ୍ଣୟ ତୁମ୍ଭ ହସ୍ତରେ, ସ୍ବର୍ଶ କରିବା ହସ୍ତ ଗୁଡିକ ବିସ୍ତାରିତ ହୋଇଅଛି !ହଲେଲୁ୍ୟା !

- ଏଲ. ଆଲ୍ଲାଗାର ସ୍ୱାମୀ

 

ପ୍ରାର୍ଥନା ଅନୁରୋଧ :-

ହସ୍ପିଟାଲ ସେଵାଦ୍ଵାରା ସାକ୍ଷାତ କରୁଥିବା ରୋଗୀମାନେ ଶାରୀରିକରେ ଆତ୍ମାରେ ସୁସ୍ଥତା ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet meritking