Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 19-11-2022
Share:

By Village Missionary Movement

Friday, 18-Nov-2022

ଆଜିର ବାକ୍ୟ (Oriya) 19-11-2022

 

ନୌକା ଯାଉଛି

 

“ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭ ହେବ ? କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳରେ କ'ଣ ଦେବ?” - ମାଥିଉ 16:26

 

ଜଣେ ମହାଜ୍ଞାନୀ ଦିନେ ଗୋଟିଏ ନଦୀ ପାରହୋଇ ଯିବାକୁ ପଡିଲା !ଯାତ୍ରା ସମୟରେ ନାଉରିୟା ସହ କଥା ହେଉଥାଏ !ତାହାର ଜ୍ଞାନକୁ ନାଉରିୟା ଜାଣି ପାରିବା ଉଚିତ ବୋଲି ତାଙ୍କୁ ପଚାରିଲା, ତୁମ୍ଭେ ଶାସ୍ତ୍ର ଓ ଗ୍ରନ୍ଥ ବିଷୟରେ ଜାଣିଛ କି ?ନାଉରିୟା ମୁଁ ଜାଣି ନାହିଁ ବୋଲି ମୁଣ୍ଡ ହଳାଇବାରୁ, ତାଙ୍କୁ ଜ୍ଞାନୀ ଜଣକ କହିଲା, ତାହାହେଲେ ତୁମ୍ଭେ ଏକତୃତୀୟାଂଶ ହରାଇଛ !ଜ୍ଞାନୀ ଜଣକ ଏପରି କଥା ହେଉଥିବାବେଳେ ଡ଼ଙ୍ଗାର ଛୋଟ ଛିଦ୍ର ଦେଇ ଅଳ୍ପଅଳ୍ପ ପାଣି ନୌକାରେ ପ୍ରବେଶ କରିବାକୁ ଆରମ୍ଭ ହେଲା !ତେବେ ନାଉରିୟା ପଚାରିଲା, ବାପା ଅଳ୍ପ ସମୟ ମଧ୍ୟରେ ନୌକାଟି ବୁଡିଯିବ, ତୁମ୍ଭେ ପହଁରିବା ଜାଣିଛ କି ? ମୁଁ ଜାଣି ନାହିଁ କହି ଜ୍ଞାନୀ ଜଣକ ଭୟ ହେଲାରୁ,ନାଉରିୟା କହିଲା, ଅ... ହୋ.. ତୁମ୍ଭେ ସବୁକିଛି ଶିକ୍ଷା ପାଇ, ଜୀବନକୁ ଯାହା ଆବଶ୍ୟକ ତାହା ଶିଖିଲ ନାହିଁ !ଆଜି ତୁମ୍ଭେ ତୁମ୍ଭ ଜୀବନକୁ ହରାଉଛ ମୋତେ କ୍ଷମା କର ବାପା,ମୋତେ ପହଁରିବା ଜଣା, ମୁଁ ମୋ ଜୀବନକୁ ବଞ୍ଚାଇବି କହି ନଦୀକୁ ଡେ଼ଇ ପଡିଲା !

 

ହଁ ଏହିପରି ପବିତ୍ର ବାଇବଲରେ ଶୋଲମନ ମହାଜ୍ଞାନୀ ବୋଲି ଆମେ ଦେଖୁଛୁ !ତୁମ୍ଭ ପୂର୍ବରେ କେହି ନ ଥିଲେ କି ଆଉ କିଏ ନ ଥିବ ବୋଲି ଶୋଲମନଙ୍କ ବିଷୟରେ ପବିତ୍ର ବାଇବଲ କହୁଛି !ଆକାଶ ତଳେ ଘଟୁଥିବା ପ୍ରତ୍ୟକଟି ଦେଖିବାକୁ ସେ ଇଚ୍ଛା କଲା !କିନ୍ତୁ ତାର ଜୀବନ ପ୍ରତି ଜାଗ୍ରତ ନ ଥିବାରୁ ତାଙ୍କ ଜୀବନ ଅନ୍ଧକାର ହେବା ଆମେ ଦେଖୁଛୁ !ପବିତ୍ର ବାଇବଲ ବିରୁଦ୍ଧରେ ଏକ ହଜାର ପତ୍ନୀ ବିବାହ କଲା !ସେମାନଙ୍କୁ ଖୁସି କରିବାକୁ ମୂର୍ତ୍ତି ପୂଜାର ଆରାଧନା ଦେବାଳୟ ନିର୍ମାଣ କଲା !ଶେଷରେ ବ୍ୟର୍ଥବ୍ୟର୍ଥ ସମସ୍ତ ବ୍ୟର୍ଥ ଅଟେ କହି ସମାପ୍ତି କଲା !କିନ୍ତୁ ତାଙ୍କ ପିତା ଦାଉଦ ଆଶୀର୍ବାଦରେ, ରାଜା ପଦବୀରୁ ପଥ ନ ହରାଇ ତୁମ୍ଭ ବାକ୍ୟ ମୋର ସନ୍ତୋଷଜଣକ, ତୁମ୍ଭ ଧର୍ମ ଉପଦେଶ ଅପରିମିତ ଅଟେ, ତୁମ୍ଭ ଜ୍ଞାନ ହିଁ ମହାନ ବୋଲି ବାରମ୍ବାର କହିବା ଆମେ ଦେଖି ପାରିବା !ଦାଉଦ ଶେଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କୁ ଧରିଲେ !

 

ହେ ମୋର ପ୍ରିୟ ବନ୍ଧୁଗଣ, ଏହି ଜଗତରେ ସୁନାମ,ପ୍ରସିଦ୍ଧ, ଡିଗ୍ରୀ ନିମନ୍ତେ ରାତିଦିନ ଦୌଡୁଛ କି ? ଏହି ସମସ୍ତକୁ ଗୁରୁତ୍ୱ ଦେଇ ପ୍ରଭୁଙ୍କର କାର୍ଯ୍ୟ ଗୁଡିକୁ ଅଣଦେଖା କରୁଛ କି ? ଆଲୋଚନା କରନ୍ତୁ !ତୁମ୍ଭ ଆତ୍ମାକୁ ଦେଉଥିବା ଗୁରୁତ୍ୱ କେତେ ପ୍ରତିଶତ ଏହି ବିଷୟରେ ଆଲୋଚନା କର !ଏଥି ନିମନ୍ତେ ବଞ୍ଚୁଥିବା ଜୀବନ ଶେଷରେ ବିରକ୍ତିରେ ପୂରଣ ହେବ !ମାତ୍ର ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେଉଥିବା ଜୀବନ, ପ୍ରଭୁଙ୍କ ନିମନ୍ତେ ବଞ୍ଚୁଥିବା ଜୀବନ ସର୍ବଦା ଆନନ୍ଦ, ଅନନ୍ତ ଜୀବନ ଦେବ !ହଁ ଜୀବନ ନାମକ ନୌକା ସର୍ବଦା ଦରକାର କହିଲେ ତାହା କେବେହେଲେ ବୁଡିଯିବ !ଯଦି ଆମେ ପ୍ରଭୁଙ୍କର ସହିତ ଥିବା ପରିହେଲେ, ସେ ଆମକୁ ଅନନ୍ତ ଜୀବନର କୂଳକୁ ଜାଗ୍ରତରେ ଧରିନେଇ ପହଞ୍ଚାଇବ !ଆମେନ୍ !

- ଶ୍ରୀମତୀ ମଞ୍ଜୁଳା

 

ପ୍ରାର୍ଥନା ଅନୁରୋଧ :-

ଭୋକିଲାକୁ ଖାଦ୍ୟ ଯୋଗାଇବା କାର୍ଯ୍ୟକ୍ରମ ଦ୍ଵାରା ଖାଦ୍ୟ ପାଉଥିବା ଲୋକମାନେ ଯୀଶୁଙ୍କୁ ଜାଣିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet meritking