Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-12-2022 (Christmas Special)
Share:

By Village Missionary Movement

Saturday, 03-Dec-2022

ଆଜିର ବାକ୍ୟ (Oriya) 03-12-2022 (Christmas Special)

 

ବନ୍ଧୁମାନଙ୍କ ସହିତ ଅର୍ଥପୂର୍ଣ ଖ୍ରୀଷ୍ଟ ଜନ୍ମଦିନ

 

“ଏଥିରେ ସେମାନେ ଶୀଘ୍ର ଯାଇ, ଅନ୍ୱେଷଣ କରି, ମରିୟମ ଓ ଯୋଷେଫଙ୍କୁ, ପୁଣି, ଗୁହାଳକୁଣ୍ଡରେ ଶିଶୁଙ୍କୁ ଶୋଇଥିବା ଦେଖିଲେ।“ - ଲୂକ 2:16

 

ଇଶ୍ୱର ପୁତ୍ର ମଣିଷ ରୂପେ ଜନ୍ମ ନେଇଥିବା ସୁସମ୍ବାଦ ପ୍ରଥମେ ସାଙ୍ଗସାଥୀଙ୍କୁ ହିଁ ଜଣାଇ ଦିଆଗଲା !ହଁ ଗୋଟିଏ ସ୍ଥାନରେ ହିଁ ମେଷପଲକୁ ଚରାଇ, ସେମାନଙ୍କ ନିମନ୍ତେ ଖାଦ୍ୟ ରାନ୍ଧି,ଭୋଜନ କରି, ସେହି ସ୍ଥାନରେ ହିଁ ବାସ କରୁଥିବା ମେଷଜଗୁଆଳି ସମସ୍ତେ ବନ୍ଧୁ କହିବାରେ କିଛି ସନ୍ଦେହ ନାହିଁ !ବନ୍ଧୁମାନେ କେବେହେଲେ ନିଜକୁ ନିଜେ ନେଇଥିବା ନିଷ୍ପତ୍ତିକୁ ମୁଲତବୀ କରନ୍ତି ନାହିଁ !ତାହାକୁ ଯଥାଶୀଘ୍ର ପୂରଣ କରିବେ !ଏହା ସହିତ କଣ କରିବାକୁ ହେବ, ଏହା କାହାକୁ ଦେବା ବିଷୟରେ କିଛି ଆଲୋଚନା କରନ୍ତି ନାହିଁ !ମେଷଜଗୁଆଳିମାନେ ମଧ୍ୟ ତଦ୍ରୁପ !କଣ ଦେବଦୂତ ଏପରି କହିକି ଚାଲିଗଲା ? ଏହି ମେଷପୋଲକୁ କିଏ ଜଗିବ ? କିଏ ତାହାକୁ ଜଳ ଯୋଗାଇ ଦେବ ବୋଲି ଆଲୋଚନା କରି, ଡେରି ନ କରି ସକ୍ରିୟରେ କାର୍ଯ୍ୟ କଲେ !ତଦ୍ରୁପ ଆମେ ମଧ୍ୟ ଆମେ ଜାଣିଥିବା ଯୀଶୁଙ୍କ ଜନ୍ମ ସୁସମ୍ବାଦକୁ, ଯୀଶୁଙ୍କୁ ଜାଣି ନ ଥିବା ଆମ ସାଙ୍ଗସାଥୀମାନଙ୍କୁ ଜଣାଇ, ସେମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କୁ ଜାଣିବା ପରି କଢାଇ ନେବା ଉଚିତ !ଖ୍ରୀଷ୍ଟ ଜନ୍ମଦିନ ପର୍ବରେ ସେମାନଙ୍କୁ ଆମ ଗୃହକୁ ଆମନ୍ତ୍ରଣ କରି, ଯୀଶୁଖ୍ରୀଷ୍ଟ ଆପଣା ହୃଦୟକୁ ଆସିଥିବା ସାକ୍ଷ୍ୟକୁ ସେମାନଙ୍କ ସହିତ ବଣ୍ଡନ କରି, ତାହାର ମାଧ୍ୟମରେ ତୁମ୍ଭ ଜୀବନରେ ଧାରଣା କରିଥିବା ଆଶୀର୍ବାଦ ଗୁଡିକ ଜଣାଇ, ତୁମ୍ଭେମାନେ ମଧ୍ୟ ଆସି ଦେଖନ୍ତୁ ବୋଲି କୁହନ୍ତୁ !ଏପରି ସୁଯୋଗ ପୁନର୍ବାର ଆସୁଅଛି, ବୋଲି ନିଶ୍ଚିତ କ'ଣ ? ମେଷଜଗୁଆଳି ଶିଶୁଙ୍କ ବିଷୟର ସମ୍ବାଦ ଉପୋଦେଶ କଲେ !

 

ହଁ ଏହି ପ୍ରକାରରେ ଆମେ ମଧ୍ୟ କରିବା ଉଚିତ !ତୁମ୍ଭ ଖ୍ରୀଷ୍ଟିଆନ ବନ୍ଧୁମାନେ ସମସ୍ତେ ମାସକୁ ଗୋଟିଏ ଥର ଏକତ୍ରିତ ହୋଇ, ତୁମ୍ଭ ନିକଟସ୍ଥ ଗ୍ରାମଗୁଡିକୁ ଯାଇ ସେଵାକାର୍ଯ୍ୟ କର !ପ୍ରଥମେ ଛୋଟପିଲାଙ୍କ ସେଵା କରିବାରେ, ସୁସମାଚାର ପତ୍ରିକା ବାଣ୍ଟିବାରେ ଆରମ୍ଭ କରନ୍ତୁ !ସେତେବେଳେ କେତେ ବଡ଼ ଉଜ୍ଜୀବିତ ହେବ ତୁମ୍ଭେ ହିଁ ଦେଖିବ !ତୁମ୍ଭେ କଢାଇ ଥିବା ପିଲାମାନଙ୍କୁ ଉପୋଦେଶକ ରୂପେ, ମିଶିନାରୀ ରୂପେ ଅଭିବୃଦ୍ଧି କରନ୍ତୁ !ମେଷଜଗୁଆଳି ପ୍ରଭୁଙ୍କର ମହିମାନ୍ୱିତ କଲେ !ହଁ ବନ୍ଧୁ ଭାବେ ମିଳନ ହୋଇ ପ୍ରାର୍ଥନା କରି, ଆମ୍ଭେମାନେ ମଧ୍ୟ ପ୍ରଭୁଙ୍କର ମହିମାନ୍ୱିତ କରି ପାରିବା !ସାଧାରଣ ଭାବେ ଏହା ଆରମ୍ଭ କରି ଆସେ !ମାତ୍ର ଦୁଇଜଣତିନିଜଣ ମିଶିକି କରିଥିବା ପ୍ରାର୍ଥନାର ଫଳ ଦେଖିବା ବେଳେ, ତାହା ଆଚର୍ଯ୍ୟ ଲାଗିବ !ଏପରି ଚାକିରୀ ସ୍ଥାନରେ,ଦୋକାନବଜାରରେ ସାଙ୍ଗସାଥୀମାନଙ୍କ ସହିତ ମିଶିକି ପ୍ରଭୁଙ୍କର ନିମନ୍ତେ କାର୍ଯ୍ୟ କରିବା, ଅର୍ଥପୂର୍ଣ ଖ୍ରୀଷ୍ଟିଆନ ଭାବେ,ଅର୍ଥପୂର୍ଣ ଖ୍ରୀଷ୍ଟ ଜନ୍ମଦିନକୁ ପାଳନ କରିବା !ହାଲ୍ଲେଲୁୟା !

- ଶ୍ରୀମତୀ ଆନବି ଜ୍ୟୋତି ଷ୍ଟାଲିନ

 

ପ୍ରାର୍ଥନା ଅନୁରୋଧ :-

ଏହି ମାସରେ ଆମ ସେବା ସ୍ଥାନରେ ପାଳନ କରିବାକୁ ଥିବା ଖ୍ରୀଷ୍ଟ ଜନ୍ମଦିନ କାର୍ଯକ୍ରମରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିମାନେ ପରିତ୍ରାଣ ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom grandpashabet perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino matbet