Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 07-12-2022 (Christmas Special)
Share:

By Village Missionary Movement

Wednesday, 07-Dec-2022

ଆଜିର ବାକ୍ୟ (Oriya) 07-12-2022 (Christmas Special)

 

କାର୍ଯାଳୟରେ ଖ୍ରୀଷ୍ଟମାସ

 

"...ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି," - ଲୂକ 2:10

 

ଗୋଟିଏ କାର୍ଯାଳୟ କହିଲେ ସମସ୍ତ ପ୍ରକାର କାର୍ଯ୍ୟ ରହିଥାଏ ଏବଂ ଜଣେ ଖ୍ରୀଷ୍ଟିଆନ କାର୍ଯକର୍ତ୍ତା ଯେକୌଣସି ପଦବୀରେ ରହିଲେ ମଧ୍ୟ ଖ୍ରୀଷ୍ଟଙ୍କ ବିଷୟରେ ତାର ସହକର୍ମୀ ମାନଙ୍କୁ ମାର୍ଗ ଦର୍ଶକ କରିବାର ଦାଇତ୍ୱ ଅଛି !କେବଳ ଆମ କଥା ମାଧ୍ୟମରେ ନୁହେଁ, ଆମ ଖ୍ରୀଷ୍ଟଙ୍କ ପ୍ରେମର ଜୀବନର ଚାଲିଚଳନ ଦ୍ଵାରା ଖ୍ରୀଷ୍ଟଙ୍କୁ ପରିଚିତ କରିବା ଆବଶ୍ୟକତା କେତେ ଯେ ଅଛି !ଆମର ଜୀବନ ହିଁ ଆମ ଚାରିପଟେ ରହିଥିବା ଲୋକଙ୍କୁ ଆନନ୍ଦିତ ଦେବା ପରି ଆମେ ବଦଳିବା ଉଚିତ !ଗୁରୁତ୍ଵପୂର୍ଣ୍ଣ ଭାବେ ଖ୍ରୀଷ୍ଟମାସ ଦିନରେ ଆମର ଖ୍ରୀଷ୍ଟ ପ୍ରେମକୁ ପ୍ରକାଶର ବିଷୟ ଭାବେ, ଉପହାର, ବାଇବଲ, ବାକ୍ୟ ଥିବା ଦ୍ରବ୍ୟ ଗୁଡିକ ଅନ୍ୟମାନଙ୍କୁ ଦେଇଆସେ !ତଦ୍ରୁପ ନୂତନ ବର୍ଷର ପ୍ରତିଜ୍ଞା ନିମିତ୍ତ, ନୂତନ ବର୍ଷର ବାକ୍ୟର କ୍ୟାଲେଣ୍ଡର ଦେଇଆସେ !

 

ଅନ୍ୟ ବିଜାତିୟ କାର୍ଯାଳୟରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଖ୍ରୀଷ୍ଟମାସ ସୁସମାଚାରକୁ ଏତେ ସର୍ବସାଧାରଣ ଭାବେ କରିପାରିବେ ନାହିଁ !ତେଣୁକରି ଖ୍ରୀଷ୍ଟମାସ ଦିନ ଆମକୁ ଅଭିନନ୍ଦନ ଜଣାଇବା ଲୋକଙ୍କ ସହ ବାକ୍ୟ, ଖ୍ରୀଷ୍ଟଙ୍କ ଜନ୍ମର ଉଦ୍ଦେଶ୍ୟକୁ ବଣ୍ଡନ କରିଆସେ !ସେହିପରି ଖ୍ରୀଷ୍ଟମାସ କାର୍ଯକ୍ରମ ଘଟିବାକୁ ସେମାନେ ତାଙ୍କ କାର୍ଯାଳୟରେ ଅନୁମତି ଦେବାବେଳେ ପବିତ୍ର ଆତ୍ମାର ସହାୟତାରେ ଖ୍ରୀଷ୍ଟଙ୍କ ସହକର୍ମୀଙ୍କ ସହିତ ମିଳନ ହୋଇ ଉପବାସ ରହି, ସହକର୍ମୀ ଆତ୍ମା ନିମନ୍ତେ ବୋଝ ସହକାରେ ପ୍ରାର୍ଥନା କରିବା ପରେ, ସେହି ସୁସମାଚାରକୁ ପ୍ରକାଶ କଲାବେଳେ ଖ୍ରୀଷ୍ଟ ସେଠାରେ ରୋପିତ ହେବେ !ସେହିପରି ଖ୍ରୀଷ୍ଟଙ୍କ ଜନ୍ମର ଉଦ୍ଦେଶ୍ୟ ପ୍ରତ୍ୟେକ ଦିନ ସହକର୍ମୀଙ୍କ ଆଘାତ ବାନ୍ଦିବା ଦ୍ଵାରା,ଚୂର୍ଣ୍ଣ ହୋଇଥିବା ଲୋକଙ୍କୁ ମୁକ୍ତ କରିବା ଦ୍ଵାରା, ପ୍ରଭୁଙ୍କର ଅନୁଗ୍ରହ ବର୍ଷକୁ ପ୍ରସିଦ୍ଧ କରିବା ଦ୍ଵାରା ପୂର୍ଣ୍ଣ କରିବା ଉଚିତ !

 

ହଁ ସମର୍ପଣ ଏବଂ ସାକ୍ଷୀରେ ପରିପୂର୍ଣ୍ଣ ଦୈନନ୍ଦିନ ଜୀବନ ହିଁ ଆମ କାର୍ଯାଳୟରେ ପ୍ରକୃତ ଖ୍ରୀଷ୍ଟମାସ ସୁସମାଚାର ବାର୍ତ୍ତା ହୋଇଥିବ !ଆମେନ୍ !ପରିତ୍ରାଣ ଲୋକଙ୍କୁ ଏବଂ ବିନାଶ ହେବା ଲୋକଙ୍କୁ ଆମ୍ଭେ ପ୍ରଭୁଙ୍କୁ ଖ୍ରୀଷ୍ଟଙ୍କ ସୁବାଶିତ ହୋଇଅଛୁ !ହାଲ୍ଲେଲୁୟା !

- ଶ୍ରୀମତୀ ମେରସି ଅଲେକଜେଣ୍ଡର

 

ପ୍ରାର୍ଥନା ଅନୁରୋଧ :-

ଅନୁଗ୍ରହକରି କଥାବାର୍ତ୍ତା ହେବା ଏସ୍ତେର ମିଶିନାରୀ ନାମକ ପ୍ରାର୍ଥନା ଦୋଳରେ ଅନେକ ଅନୁଗ୍ରହ କରି କଥା ହେବା ଏସ୍ତେର ଉଠିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet jojobet jojobet esbet sonbahis tambet grandpashabet betgit mercurecasino