Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 24-12-2022 (Christmas Special)
Share:

By Village Missionary Movement

Friday, 23-Dec-2022

ଆଜିର ବାକ୍ୟ (Oriya) 24-12-2022 (Christmas Special)

 

ଦୀନହୀନତାରେ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ

 

"ଆତ୍ମାରେ ଦୀନହୀନ ଲୋକେ ଧନ୍ୟ,…” - ମାଥିଉ 5:3

 

ନାଗରିକତାରେ ପରିପୂର୍ଣ୍ଣ ଏହି ପୃଥିବୀରେ ଦୀନତା ପଦଟିକୁ ଭୁଲିଗଲା ପରି, ମଣିଷମାନେ କେବଳ ସେମାନଙ୍କ ମନରେ, ସେମାନେ ବ୍ୟବହୃତ କରୁଥିବା ଦ୍ରବ୍ୟ ଗୁଡିକରେ କି, ସେମାନେ କଥା ହେଉଥିବା କଥାରେ ମଧ୍ୟ ଶୋଷର ଆଡମ୍ବର ହିଁ ରହିଛି !ଖ୍ରୀଷ୍ଟିଆନମାନେ ଏହାକୁ କମ ନୁହନ୍ତି !ଏହା ପର୍ବ ସମୟରେ ଆଉ ଅତ୍ୟଧିକ ଦେଖା ଯାଉଛି !ମାତ୍ର ଆମ ପରିତ୍ରାଣ କର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଦୀନହୀନତାରେ ଜୀବନଯାପନ କରି ଆମକୁ ଉଦାହରଣ ହୋଇ ଦେଖାଇ ଗଲେ !

 

ଆକାଶ ଓ ପାତାଳରେ ଅପରିପୂର୍ଣ୍ଣ ପରମେଶ୍ୱର, ତାଙ୍କ ପୁତ୍ର ଜନ୍ମ ନେବା ପାଇଁ ଉତ୍ତମ ଅବା ଉର୍ନତିର ନଗର ପସନ୍ଦ କରି ନାହାନ୍ତି !ମାତ୍ର ସାଧାରଣ ଗ୍ରାମ ହୋଇଥିବା ବେଥେଲିହିମକୁ ପସନ୍ଦ କଲେ !ସେଥିରେ ମଧ୍ୟ ରାଜ ଭବନ ନୁହେଁ, କେବଳ ପଶୁଶାଳାକୁ ବାଛିଲେ !ତାହାଙ୍କ ମାତା ହେଉଥିବା ମାରିୟା କୁମାରୀଟି ସେହି ଦେଶର ରାଣୀ ଅବା ଯୁବରାଣୀ ଅବା ସୁନ୍ଦରୀ ବୋଲି ସୁନାମ ଅର୍ଜନ କରି ନାହିଁ, ମାତ୍ର ସାଧାରଣ ଜଣେ ଗରିବୀ କନ୍ୟା ଥିଲା !ଏହି ପୃଥିବୀରେ ପରିତ୍ରାଣ କର୍ତ୍ତା ଜନ୍ମ ନେଲେ ବୋଲି ସମ୍ବାଦକୁ ଦେବଦୂତମାନେ ସେହି ଦେଶର ଧନୀକ ଅବା ରାଜାମାନଙ୍କୁ ଜଣାଇ ନାହାନ୍ତି !ତାହା ବଦଳରେ ସମାଜରେ ସାଧାରଣ ଜାତିରେ ରହିଥିବା ମେଷ ଜଗୁଆଳି ମାନଙ୍କୁ ଜଣାଇଲେ !ସେ ଜଗତରେ ସେବାକାର୍ଯ୍ୟ କରିବା ଦିନମାନଙ୍କରେ ମୁଣ୍ଡ ଗୁଞ୍ଜିବାକୁ ମଧ୍ୟ ସ୍ଥାନ ନାହିଁ, ସେ ମୃତ୍ୟୁବରଣ କଲାବେଳେ ମଧ୍ୟ ତାହାର ନିଜର ସମାଧି ନ ଥିଲା !ଏଥିପାଇଁ ସେ କେବଳ ଦରିଦ୍ର ମାନଙ୍କୁ ହିଁ ଇଶ୍ୱର ବୋଲି ଅର୍ଥ ନୁହେଁ, ସେ ରାଜାମାନଙ୍କର ରାଜା ଅଟନ୍ତି !ଏହି ପୃଥିବୀରେ ଥିବା ଐଶ୍ୱର୍ଯ୍ୟ, ସୁନା ରୂପା, ଅଧିକାର, ରାଜ୍ୟ ଗୁଡିକ ସବୁକିଛି ତାହାଙ୍କ ଦ୍ଵାରା ହିଁ ସମ୍ଭବ !ଏତେବଡ଼ ମହାନ ହୋଇଥିବା ବେଳେ, ତାହାଙ୍କ ଅନୁଗମନ କରୁଥିବା ଆମକୁ ଏହି ପୃଥିବୀ ସ୍ଵାଶ୍ୱତ ନୁହେଁ, ଏହି ବିଷୟଟି ଜଣାଇବା ପାଇଁ ମୃତ୍ୟୁ ପର୍ଯନ୍ତ ଦୀନତା ହୋଇ ରହିବା ନିମନ୍ତେ ଆମକୁ ଉଦାହରଣ ହୋଇ ଦେଖାଇ ଗଲେ !

 

ପ୍ରିୟ ବନ୍ଧୁଗଣ, ଆମ ଜୀବନରେ ଟଙ୍କାପଇସା, ଧନ,ଐଶ୍ବର୍ଯ୍ୟ ଥିବା ଭୂଲ ଅଟେ ବୋଲି ପବିତ୍ର ବାଇବଲ ଉପଦେଶ କରୁ ନାହିଁ !ମାତ୍ର କେବଳ ଏହା ହିଁ ମୂଳ ଅଟେ ବୋଲି ଆଲୋଚନା କରିବା ଭୂଲ ବୋଲି ସୂଚାଉଛି !ଦୀନତା ହେଉଛି ପୃଥିବୀରେ ଯାହା ଅଛି ତାହା ଗୁରୁତ୍ୱପୂର୍ଣ୍ଣ ବୋଲି ନ ଭାବନା କରି, ସ୍ବର୍ଗୀୟ ଆଶୀର୍ବାଦ ନିକଟକୁ ଯାତ୍ରା କରିବା !ଏପରି ଆଲୋଚନା ରହିଥିବା ପରିହେଲେ ନିରର୍ଥକ ଆଡମ୍ବର ଆମ ଜୀବନରୁ ଉଭେଇ ଯିବ !ଆମେ ମଧ୍ୟ ଏହି ପର୍ବ ଦିନରେ ଅନାଆବଶ୍ୟକ ଆଡମ୍ବରର କାର୍ଯ୍ୟ ଗୁଡିକକୁ , ଖର୍ଚ୍ଚ ଗୁଡିକକୁ ନିଷେଦ୍ଧ କରିବା !ଦୀନହୀନମାନେ ମଧ୍ୟ ଆମଠାରେ ସହଜରେ ସମ୍ପର୍କ କରିବା ପ୍ରକାରେ ଆମ ଜୀବନକୁ ଦୀନତା କରି ରଖିବା !ଆମେନ୍ !

- ଏସ. ମୋନଜ କୁମାର

 

ପ୍ରାର୍ଥନା ଅନୁରୋଧ :-

ଆସନ୍ତାକାଲି ହେବାକୁ ଥିବା ଖ୍ରୀଷ୍ଟମାସ ପର୍ବରେ ଅନେକେ ଅଂଶଗ୍ରହଣ କରିବା ନିମନ୍ତେ ଏବଂ ସେମାନଙ୍କ ନାମ ଗୁଡିକ ଜୀବନ ପୁସ୍ତକରେ ସ୍ଥାନ ଅର୍ଜନ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş cratosroyalbet realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom