Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 22-02-2021
Share:

By Village Missionary Movement

Monday, 22-Feb-2021

ଆଜିର ବାକ୍ୟ (Oriya) 22-02-2021

ଆଣ୍ଠୁରେ ବଳ 

“ପିତର ସମସ୍ତଙ୍କୁ ବାହାର କରିଦେଇ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲେ, ପୁଣି, ଶବ ଆଡ଼କୁ ବୁଲିପଡ଼ି କହିଲେ, ଟାବୀଥା, ଉଠ । ସେଥିରେ ସେ ଆଖି ମେଲା କଲେ, ଆଉ ପିତରକୁ ଦେଖି ଉଠି ବସିଲେ ।“ - ପ୍ରେରିତ 9:40

ବୌଦ୍ଧ ଧର୍ମାବଲମ୍ବିର  ଉଣେଇଶ ବର୍ଷର ଜଣେ ଯୁବକ ମୁର୍ଚ୍ଛା ରୋଗ ଦ୍ଵାରା ପୀଡିତ ଥିଲା  !ଚିକିତ୍ସକଙ୍କ ଦ୍ଵାରା ନିରାଶ ହୋଇ ଥିବା ପରିସ୍ଥିତିରେ ଏକଲା, ବିକୃତ ମସ୍ତିସ୍କ ହୋଇ ଦିନ ଦିନକୁ ତାଙ୍କର ପରିସ୍ଥିତି ହୀନ ହେବାକୁ ଲାଗିଲା !ଜୀବନର ଶେଷ ଦିନକୁ ଗଣନା କରୁଥାଏ !ଏହି ପରିସ୍ଥିତିରେ ବିଦ୍ୟାଳୟରେ ପଡ଼ୁ ଥିବା ଜଣେ ଛୋଟ ବାଳିକା ସେହି ଯୁବକ ନିକଟକୁ ଆସି ଯୀଶୁଙ୍କ ବିଷୟରେ ବୁଝାଇ, ଗୋଟିଏ "ନୂତନ ନିୟମ" ଦେଲା !ମାତ୍ର ସେହି ଯୁବକ ଜଣକ ତାହାକୁ ଗ୍ରହଣ କଲା ନାହିଁ !ଏହା ତାହାକୁ ଜ୍ଞାନ ଶୂନ୍ୟ ହୋଇ ଦେଖା ଗଲା ଏବଂ ଏହା ପାଗଳାମି ସଦୃଶ୍ୟ ଲାଗିଲା !ସେହି ବାଳିକା ଜଣକ ଅନ୍ୟ ଦିନମାନଙ୍କରେ ବାରମ୍ବାର ଯୀଶୁଖ୍ରୀଷ୍ଟଙ୍କ ପ୍ରେମ ବିଷୟରେ ପ୍ରକାଶ କରିବାକୁ ଆସୁ ଥାଏ !ସେହି ଯୁବକ ନୂତନ ନିୟମକୁ ଫିଙ୍ଗି ଦେଇ ତାକୁ ଗାଳି ଦେଇ ପଠାଇ ଦେଲା !ସେହି ବାଳିକା ବିଲକୁଲ ନିରୁଉଚ୍ଚାହ ନ ହୋଇ, କାହାକୁ ବେଖାତିର ନ କରି ସେହି ଯୁବକ ସକାଶେ ଆଣ୍ଠୁ ଭାଙ୍ଗି ପ୍ରାର୍ଥନା କଲା !ସେହିପରି ସେ ଆଣ୍ଠୁ ଭାଙ୍ଗି ପ୍ରାର୍ଥନା କରୁଥିବା ସମୟରେ ତାଙ୍କର ଆଖିରୁ ଲୁହ ଝରୁ ଥାଏ !ଏହି ପରିସ୍ଥିତିରେ ସେହିଁ ଯୁବକ ଯୀଶୁଖ୍ରୀଷ୍ଟଙ୍କ ପ୍ରେମକୁ ଗ୍ରହଣ କଲା !ଆଚର୍ଯ୍ୟ ଭାବରେ ସୁସ୍ଥତା ପାଇଲା, ଆଜି ପର୍ଯ୍ୟନ୍ତ ସେ ସେବା କରୁଛନ୍ତି, ସେ ହିଁ ଦକ୍ଷୀଣ କୋରିଆରେ ପ୍ରଭୁଙ୍କର ପାଇ ବ୍ୟବହାର ହେଉ ଥିବା ପଲକ ପାଳି ଆଙ୍ଗିଛୋ !

ପବିତ୍ର ବାଇବଲରେ ମଧ୍ୟ ୟେପା ସହରର ଦର୍କା ନାମକ ଜଣେ ଶିଶ୍ୟା ଥିଲେ !ସେ ନାନା ସତକର୍ମ ଓ ଦାନ କରୁ ଥାଏ !ସେ ପୀଡିତା ହୋଇ ପ୍ରାଣତ୍ୟାଗ କଲେ !ସେତେବେଳେ ସମସ୍ତଙ୍କୁ ବାହାର କରିଦେଇ ଆଣ୍ଠୁ ମାଡି ପ୍ରାର୍ଥନା କଲେ !ସଦାପ୍ରଭୁ ତାଙ୍କର ପ୍ରାର୍ଥନା ଶୁଣି ତାଙ୍କୁ ମୃତ୍ୟୁରୁ ଉଠାଇଲେ !

ଏହା ପାଠ କରୁ ଥିବା ମୋର ପ୍ରିୟ ବନ୍ଧୁଗଣ ଆପଣଙ୍କ ଆଣ୍ଠୁ ଭଙ୍ଗା ପ୍ରାର୍ଥନା ମୂଲ୍ୟବାନ ଅଟେ !ଆଣ୍ଠୁର ପ୍ରାର୍ଥନା ନିରନ୍ତର ବଳ  ଅଟେ !ମୃତ୍ୟୁ ମୁଖରେ ଥିବା ପାଳି ଆଙ୍ଗିଛୋଙ୍କ ଜୀବନରେ ଗୋଟିଏ ଛୋଟ ବାଳିକାର ଆଣ୍ଠୁ ଭଙ୍ଗା ପ୍ରାର୍ଥନା ଜୀବନ ପାଇବା ପରି କରିଥିଲା !ହଁ ଧନ ଦ୍ଵାରା, ଚିକିତ୍ସକଙ୍କ ଦ୍ଵାରା କରି ନ ପାରିବା କାର୍ଯ୍ୟକୁ ଆଣ୍ଠୁ ଭଙ୍ଗା ପ୍ରାର୍ଥନା କରିପାରିବ !ଆଜି ମୃତ୍ୟୁ ମୁଖର ପରିସ୍ଥିତି ପାଇ ଲୁହ ଝରାଉଛ କି ? ଆପଣଙ୍କ ନିରିକ୍ଷଣ ମୃତ୍ୟୁ ହୋଇ ଦେଖା ଯାଉଛି କି ? ତାହେଲେ ଆଜି ହିଁ ଆପଣଙ୍କ ଆଣ୍ଠୁକୁ ଯୀଶୁଙ୍କ ନିକଟରେ ଭାଙ୍ଗନ୍ତୁ !ଚେଷ୍ଟା କରି ପରାଜୟ ହୋଇ ଥିବା ଆପଣ ଆଣ୍ଠୁଭାଙ୍ଗି ପ୍ରାର୍ଥନାରେ ବିଜୟୀ ହୁଅ !ତୁମର ଆନ୍ତରିକ ବନ୍ଧୁଙ୍କୁ ଡାକ୍ତରଖାନାରେ ଭର୍ତି କରି କଣ ହେବାକୁ ଯାଉଛି କହି ଚିନ୍ତାରେ ଅଛନ୍ତି କି ? ଆଣ୍ଠୁରେ ପରମେଶ୍ୱରଙ୍କ ଠାରେ ଯୁଦ୍ଧ କରନ୍ତୁ, ଆପଣଙ୍କ ଲୁହକୁ ଅସ୍ତ୍ର ଭାବେ ବ୍ୟବହାର କରନ୍ତୁ !ନିଚୟ ଅଦ୍ଧଭୂତ ହେବ !
-    ଶ୍ରୀମତୀ ଶକ୍ତି ଶଙ୍କର ରାଜନ 

ପ୍ରାର୍ଥନା କରନ୍ତୁ :-ଲେନଟା ସମାଗମରେ ଭାଇ ଡେଭିଡ ଗଣେଶଙ୍କୁ ପ୍ରଭୁ ମହାନ ରୂପେ ବ୍ୟବହାର କରିବା ନିମନ୍ତେ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet jojobet jojobet jojobet holiganbet holiganbet grandpashabet betgit radissonbet