Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 23-02-2021
Share:

By Village Missionary Movement

Tuesday, 23-Feb-2021

ଆଜିର ବାକ୍ୟ (Oriya) 23-02-2021

ଲୁଚାଅ ନାହିଁ 

“ଆଉ, ପିତର ତାହାକୁ ଉତ୍ତର ଦେଲେ, "କୁହ ତ, ତୁମ୍ଭେମାନେ କଅଣ ଏତିକି ଟଙ୍କାରେ ଭୂମି ବିକ୍ରୟ କଲ" ? ସେ କହିଲା, ହଁ, ସେତିକିରେ ।“ - ପ୍ରେରିତ 5:8

ପ୍ରେରିତ ପ୍ରଭୁଙ୍କର ବାକ୍ୟକୁ ପ୍ରଚାର କରି ପ୍ରଭୁଙ୍କର ବାକ୍ୟକୁ ଗ୍ରହଣ କରି ଅନେକ ଲୋକଙ୍କୁ ବିଶ୍ୱାସ କରି ମଣ୍ଡଳୀରେ ମିଳନ କରାଇଲେ !ଜମି ଗୁଡିକ, ଘର ଗୁଡିକ ବିକ୍ରୟ କରି ସେହି ଟଙ୍କା ଆଣି ପ୍ରେରିତ ମାନଙ୍କୁ ଦେଉଥିଲେ !ଦେଉ ଥିବା ସମ୍ପତିରୁ କାହାକୁ କେତେ ଆବଶ୍ୟକ ହେଉ ଥିଲା ସେମାନଙ୍କୁ ଭାଗ କରି ଦିଆ ଯାଉ ଥିଲା !

ସେହିପରି  ପରିସ୍ଥିତିରେ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣେ ଯାହାଙ୍କ ନାମ ହନନୀୟ ଓ ଯାହାଙ୍କ ଭାର୍ଯ୍ୟାଙ୍କ ନାମ ଶଫୀରା ଥିଲା ସେ ଏବଂ ଶଫୀରା ଏକତ୍ର ସେମାନଙ୍କ ସମ୍ପତ୍ତିରୁ କିଛି ବିକ୍ରୟ କଲେ ।ପୁଣି, ଭାର୍ଯ୍ୟାର ଜ୍ଞାତସାରରେ ସେଥିର ମୂୂଲ୍ୟରୁ କିଛି ଲୁଚାଇ ରଖି, ଅବଶିଷ୍ଟ ଅଂଶମାତ୍ର ଆଣି ପ୍ରେରିତମାନଙ୍କ ଚରଣ ତଳେ ଥୋଇଲା !ସେଥିରେ ପିତର କହିଲେ, ହେ ହନନୀୟ, ପବିତ୍ର ଆତ୍ମାଙ୍କ ନିକଟରେ ମିଥ୍ୟା କହିବାକୁ ଓ ଭୂମିର ମୂଲ୍ୟରୁ କିଛି ଲୁଚାଇ ରଖିବାକୁ କାହିଁକି ଶୟତାନ ତୁମ୍ଭ ହୃଦୟ ସମ୍ପୂର୍ଣ୍ଣ ଅଧିକାର କରିଅଛନ୍ତି ?ସବୁ କଥା ଶୁଣି ହନନୀୟ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା । ଆଉ, ଯୁବକମାନେ ଉଠି ତାହାକୁ ବାହାରକୁ ଘେନିଯାଇ ସମାଧି ଦେଦେଲେ ! ତାହାର ଭାର୍ଯ୍ୟା ଆସିଲା, କିନ୍ତୁ କ'ଣ ଘଟିଅଛି, ତାହା ସେ ଜାଣି ନ ଥିଲା ।ଆଉ, ପିତର ତାହାକୁ ଉତ୍ତର ଦେଲେ, "କୁହ ତ, ତୁମ୍ଭେମାନେ କଅଣ ଏତିକି ଟଙ୍କାରେ ଭୂମି ବିକ୍ରୟ କଲ" ? ସେ କହିଲା, ହଁ, ସେତିକିରେ । ଯେଉଁମାନେ ତୁମ୍ଭ ସ୍ୱାମୀକୁ ସମାଧି ଦେଇଛନ୍ତି, ସେମାନେ ଦ୍ୱାର ପାଖରେ ଉପସ୍ଥିତ ହେଲେଣି, ଆଉ ସେମାନେ ତୁମ୍ଭକୁ ବାହାରକୁ ବହିନେଇଯିବେ ।ସେହିକ୍ଷଣୀ ସେ ତାହାଙ୍କ ପାଦ ତଳେ କଚାଡ଼ି ହୋଇ ପଡ଼ି ପ୍ରାଣତ୍ୟାଗ କଲା !ହିଁ ମିଛ କହିବାକୁ ଦୁଇ ଜଣେ ଏକ ମତ ହୋଇ ଥିବାରୁ ହିଁ ତାଙ୍କର ମୃତ୍ୟୁର ମୁଖ୍ୟ କାରଣ ଅଟେ !ସ୍ୱାମୀର ବିଷୟରେ ଜାଣିବା କ୍ଷଣି ଶାଫିରା ସତ୍ୟ କହିବାର ଥିଲା !ମାତ୍ର ତାହା ବଦଳରେ ସେ ମଧ୍ୟ ସେଥିରେ ମିଳନ ହେଲା !ହେଲେ ମଧ୍ୟ ତାଙ୍କୁ ଆଉ ଗୋଟିଏ ଅବକାଶ ଦିଆଗଲା !ଭୂମି ଏତିକିରେ କି ବିକ୍ରୟ କଲ ବୋଲି ପିତର ପଚାରିବାରୁ ସତ୍ୟକୁ ଗ୍ରହଣ କରି ସତ କହିବାର ଥିଲା !କେତେ ଦୁଃଖର ବିଷୟ ଅଟେ !

ସମସ୍ତ ଅସୁବିଧାର କାରଣ ଧନ ଆଶା ବୋଲି ବାଇବଲ ବାକ୍ୟରେ ଏହି ପରିବାର ଦ୍ଵାରା ଏବଂ ତାଙ୍କର ଜୀବନରେ ସାକ୍ଷୀ ହେଲା !ଏହାଙ୍କର ଜୀବନ ଦ୍ଵାରା ସଦା ପ୍ରଭୁ ଆମକୁ ଶିକ୍ଷା ଦିଅନ୍ତି କି ଯେ, ବାଇବଲ ବିରୋଧୀ କାର୍ଯ୍ୟ ପରିବାରରେ, ସ୍ୱାମୀ ଓ ସ୍ତ୍ରୀ ଏକମନ ହେବାକୁ ନାହିଁ !କେହିବି ଜଣେ ନ୍ୟାୟରେ ରହିବାକୁ ହେବ !ନଚେତ ମିଥ୍ୟା, ଦୁଃଖ ନିଜକୁ ନିଜେ ମନରେ ପ୍ରବେଶ ହୋଇଯାଏ !

ମୋର ପ୍ରିୟ ବନ୍ଧୁଗଣ, ହାନନୀୟ ଓ ଶାଫିରାଙ୍କର ଜୀବନୀ ଆମକୁ ଏକ ସତର୍କ ଅଟେ !ଯୀଶୁଙ୍କର କାର୍ଯ୍ୟରେ ନ୍ୟାୟବାନ ହୋଇ ରହିବା !ଅନ୍ୟର ଜୀବନକୁ ଅସୁବିଧା କରୁଥିବା କାର୍ଯ୍ୟକୁ ଏକମତ ହୁଅନ୍ତୁ ନାହିଁ !ଧନ ଦ୍ଵାରା ପରିବାରରେ ଏକ ମହାନ ଅସୁବିଧା ଆସିଯାଏ ତେଣୁ ଆମେ ଜାଗ୍ରତ ହେବା !ପ୍ରଭୁଙ୍କର କାର୍ଯ୍ୟରେ ସତ୍ୟତା ରହି ପରି ପୂର୍ଣ୍ଣର ଆଶୀର୍ବାଦ ପାଇବା !
-    ଶ୍ରୀମତୀ ଭୁବନ ଧାନାବାଲାନ 

ପ୍ରାର୍ଥନା କରନ୍ତୁ :-
ରାଗ ଲ୍ୟଣ୍ଡ ବାଇବଲ କଲେଜକୁ ଭାରତର ଅନେକ ପ୍ରାନ୍ତରୁ ଅନେକ ବିଦ୍ୟାର୍ଥୀ ଭାଗ ନେବାକୁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet matbet giriş holiganbet holiganbet güncel holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet grandpashabet holiganbet grandpashabet grandpashabet grandpashabet perabet perabet giriş padişahbet padişahbet giriş grandpashabet grandpashabet grandpashabet casinolevant grandpashabet meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş