Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 09-01-2023
Share:

By Village Missionary Movement

Sunday, 08-Jan-2023

ଆଜିର ବାକ୍ୟ (Oriya) 09-01-2023

 

ଯିହୋଶୂୟ ଉଠ

 

“ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ !” – ମାଥିଉ 28:19

               

ଇଂଲାଣ୍ଡ ଦେଶରେ ଜନ୍ମ ହୋଇଥିବା ହର୍ସନ ଟେଲର ତାଙ୍କ ଯୌବନ ବୟସରେ ସୁସମାଚାର ପତ୍ରିକା ମାଧ୍ୟମରେ ଯୀଶୁଙ୍କ ବିଷୟରେ ଜାଣିପାରି ପରିତ୍ରାଣ ପାଇଲା !ତାପରେ ଚାଇନାକୁ ମିଶିନାରୀ ରୂପେ ଯିବା ନିମନ୍ତେ ଆହ୍ୱାନ ହେଲା !1853 ମସିହାରେ ତାର ଏକୋଇଶ(21) ବର୍ଷ ବୟସରେ ଇଂଲାଣ୍ଡ ଠାରୁ ଚାଇନାର ସାଙ୍ଗଆଇ ସେଣ୍ଟରକୁ ପହଞ୍ଚିଲା !ଚାଇନାର ଲୋକମାନେ ପରିତ୍ରାଣ ପାଇବା ଉଚିତ ବୋଲି ତାଙ୍କ ଠାରେ ଅତ୍ୟଧିକ ଇଚ୍ଛା ଥିଲା !ଇଂଲାଣ୍ଡରେ ଦୁର୍ବଳ ହୋଇ ଥିବାବେଳେ ଡାକ୍ତରୀ ପାଠ ସମାପ୍ତି କରି ଚାଇନାର "ଚାଇନା ମିଶନ" ନାମକ ସଂସ୍ଥା ନିର୍ମାଣ କରି ତେଇଶୀ (23)ଜଣକଙ୍କ ସହ ମିଳନ ହୋଇ ଚାଇନାକୁ ଗଲେ !ଅନେକ ସଂଗ୍ରାମ ଦେଖାଗଲା !ତାହାଙ୍କ ଝିଅଟି ମୃତ୍ୟୁବରଣ କଲା !ତାଙ୍କ ସ୍ତ୍ରୀ ପ୍ରସବ ବେଦନାରେ ମୃତ୍ୟୁବରଣ କଲା !ତାହାଙ୍କର କେତେଯେ ଦୁର୍ବଳତା ଥିବା ବେଳେ ସେସବୁ ସେଵାକୁ ଅସୁବିଧା କରି ନାହିଁ !ତାହା ବଦଳରେ ସେଵାକୁ ବିସ୍ତାରିତ କରିବାକୁ ସାହାଯ୍ୟ କଲା !1895 ମସିହାରେ 641ଜଣ ମିଶିନାରୀ,462ଜଣ ଚାଇନା ସାହାଯ୍ୟକାରୀ ପ୍ରସ୍ତୁତ ହେଲେ !ଚାଇନାର କମ୍ୟୁନିଷ୍ଟ ଶାସନ ବ୍ୟବସ୍ଥାରେ ଖ୍ରୀଷ୍ଟିଆନ ବଢ଼ିବଢ଼ି ଗଲା !ଚାଇନା ପ୍ରଜା ପରିତ୍ରାଣ ପାଇଁ, ସେହି ଦେଶରେ ବିସ୍ତାର ହେଲେ !ପ୍ରେରିତ ପାଉଲଙ୍କ ପରେ, ଅତ୍ୟଧିକ ପାଦ ଚଲା ଦ୍ଵାରା ସୁସମାଚାର ପ୍ରଚାରକ ହେଉଛନ୍ତି ହର୍ସନ ଟାଇଲର !ବିଲ୍ଲି ଗ୍ରାହାମ, ଏମି କର୍ମିକଲ, ଅଲମ୍ପିକ ବୀର ଏରିକ୍ଲିଟିଲ, କୋଡିଏ ଶତାଦ୍ଧିରେ ଖ୍ରୀଷ୍ଟଙ୍କ ନିମନ୍ତେ ଜୀବନ ଦେଇଥିବା ଜିମ ଏଳିଆଡ଼, ଆଟ୍ରି, ଲୁଇ ପରି ଅନେକ ବ୍ୟକ୍ତି ଏହାଙ୍କ ଜୀବନ ଦ୍ଵାରା ସ୍ବର୍ଶ ହୋଇ ପ୍ରଭୁଙ୍କର ସେଵା ନିମନ୍ତେ ନିଜକୁ ନିଜେ ସମର୍ପିତ ହେଲେ !

       

ଯଦି ଆମେ ପବିତ୍ର ବାଇବଲରେ ଦେଖିଲା ପରିହେଲେ, ମୋଶା କଢାଇ ନେଇଥିବା ଲକ୍ଷଲକ୍ଷ ପ୍ରଜାଙ୍କୁ ମୋଶାଙ୍କ ମୃତ୍ୟୁ ପରେ,ସେମାନଙ୍କୁ କଢାଇ ନେବାକୁ ପରମେଶ୍ୱର ଯିହୋଶୂୟଙ୍କୁ ଉଠାଇଲେ !ତଦ୍ରୁପ ଆଜିର ଦିନରେ ତାହାଙ୍କ ସେଵା ନିମନ୍ତେ ହଜାର ହଜାର ଯିହୋଶୂୟ ଆବଶ୍ୟକ ଅଟନ୍ତି !ଦେଶରେ ଉଜ୍ଜୀବିତ ହେବା ନିମନ୍ତେ ଆମେ ଚେଷ୍ଟା ଚଲାଇ ଅଛୁ !ଆମେ ସେଵା କରିବା ମାତ୍ରକେ ଉଜ୍ଜୀବିତ ହୁଏ ନାହିଁ !ସେଵା କରି ଅନେକଙ୍କୁ ଯିହୋଶୂୟ ସଦୃଶ୍ୟ ଉଠାଇବା ଉଚିତ !ଏଥି ନିମନ୍ତେ ଆମେ ଗ୍ରାମ ମିଶିନାରୀ ସଂସ୍ଥା ମାଧ୍ୟମରେ ପହଞ୍ଚି, ତାପର ବଂଶାବଳୀକୁ ଯିହୋଶୂୟ ସଦୃଶ୍ୟ ଉଠାଇବା ନିମନ୍ତେ ଚେଷ୍ଟା କରୁଅଛୁ !ପ୍ରତ୍ୟେକ ମାସରେ ଯୁବକ ମାନଙ୍କ ନିମନ୍ତେ ସମାବେଶର ଆୟୋଜନ କରି, ଆମର ଯାହା ସାଧ୍ୟ ତାହା କରିକି ଆସୁଅଛୁ !ଆମ ନିମନ୍ତେ ପ୍ରାର୍ଥନା କରନ୍ତୁ !ତୁମ ସନ୍ତାନ ମାନଙ୍କୁ ଯିହୋଶୂୟ ସଦୃଶ୍ୟ ଆଗକୁ ବଢିବାକୁ ସମର୍ପଣ କର !ସତର୍କତା :-ମୋଶାଙ୍କ ସହିତ ଗମନ କରିଥିବା ଯିହୋଶୂୟକୁ ପରମେଶ୍ୱର ବ୍ୟବହାର କଲେ, ତୁମ୍ଭ ସହିତ ମିଳନ ହୋଇ ଗମନ କରୁଥିବା ବ୍ୟକ୍ତି ଯିହୋଶୂୟ ସଦୃଶ୍ୟ ରହିଥାଇ ପାରେ !ସେମାନଙ୍କୁ ତୁମ୍ଭେ ମୋଶାଙ୍କ ସଦୃଶ୍ୟ ରହିଛ, ଏହି ବିଷୟଟିକୁ ମନେ ରଖିବାକୁ ଦିଅନ୍ତୁ !

- ପି. ଶିବା

 

ପ୍ରାର୍ଥନା ଅନୁରୋଧ:-

ମାସକରେ ତିରିଶି ଦିନ ଆମ ସେଵା ସ୍ଥାନର ତିରିଶିଟି ଗୃହରେ ପରିବାର ପ୍ରାର୍ଥନା ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet