Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 10-01-2023
Share:

By Village Missionary Movement

Tuesday, 10-Jan-2023

ଆଜିର ବାକ୍ୟ (Oriya) 10-01-2023

 

ଖ୍ରୀଷ୍ଟଙ୍କର ଜଣେ ଯୋଦ୍ଧା 

 

“ତହୁଁ ମୋ’ ପ୍ରତି ମୋର ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତ ବିଷୟ, ମଧ୍ୟ ମୋ’ ପ୍ରତି ଉକ୍ତ ରାଜାଙ୍କ କଥା ବିଷୟ ମୁଁ ସେମାନଙ୍କୁ ଜଣାଇଲି। ତହିଁରେ ସେମାନେ କହିଲେ, “ଆସ, ଆମ୍ଭେମାନେ ଉଠି ନିର୍ମାଣ କରିବା।” ଏହିରୂପେ ସେମାନେ ସେହି ଉତ୍ତମ କାର୍ଯ୍ୟ ନିମନ୍ତେ ଆପଣାମାନଙ୍କ ହସ୍ତ ସବଳ କଲେ।“ - ନିହିମୀୟା 2:18

                 

ରୋମ ଚକ୍ରବର୍ତ୍ତୀ ନିରୋଙ୍କ ଅତ୍ୟାଚାର ଶାସନ ବ୍ୟବସ୍ଥାରେ ପ୍ରାରମ୍ଭ ଚର୍ଚ୍ଚ ଥିଲା !ସେହି ସମୟରେ ହଜାର ହଜାର ଖ୍ରୀଷ୍ଟିଆନମାନେ ତାଡନା ପାଉଥାନ୍ତି !ମାତ୍ର ସେମାନେ ହାଲ୍ଲେଲୁୟା ନାମକ ବୃନ୍ଦ ଗାନରେ ପ୍ରଭୁଙ୍କୁ ପ୍ରଶଂସିତ କରୁଥାନ୍ତି !ସେମାନଙ୍କ ଶରୀରରେ କେତେ ଆଘାତ ହୁଏ କିନ୍ତୁ ସେମାନଙ୍କର ଆତ୍ମା ଆଘାତ ହୋଇନାହିଁ !ଏବଂ ସେମାନଙ୍କ ମୁଖ ପ୍ରକାଶିତ ହେବା ଦେଖି, ଦିନେ ଭୟଭୀତ ହୋଇ ରାଜା ପଚାରିଲେ, ଏହି ଖୁସିର ରହସ୍ୟଟି କଣ ? ସେଥିପାଇଁ ସେମାନେ ଉତ୍ତର କଲେ, ରାଜା ଆମ୍ଭେ ରାଜା ମାନନାଙ୍କର ରାଜାଙ୍କୁ, ଦେବମାନଙ୍କର ଦେବଙ୍କୁ ଏବଂ ଆମ୍ଭ ପ୍ରାଣପ୍ରିୟ ଯୀଶୁଖ୍ରୀଷ୍ଟଙ୍କ ପ୍ରଶନ୍ନତାରେ ରହିଛୁ !

      

ଯଦି ଆମେ ପବିତ୍ର ବାଇବଲ ଦେଖିଲା ପରିହେଲେ, ଡାନିଏଲ ଏବଂ ତାଙ୍କ ବନ୍ଧୁମାନେ ରାଜାଙ୍କ ଭୋଜନରେ ସେମାନେ ନିଜକୁ ନିଜେ ପବିତ୍ରତା ନ କରି ଉତ୍ସାହରେ ଆଗକୁ ବଢିଲେ !ରାଜା ସେ ନିର୍ମାଣ କରିଥିବା ସୁନାର ପ୍ରତିମାକୁ ପୂଜା କରିବାକୁ ଆଜ୍ଞା କରିବା ବେଳେ, ଡାନିଏଲ ତାହାକୁ ବେଖାତିର କରି ଧୌର୍ଯ୍ୟରେ ଠିଆ ହେଲା !ରାଜାଙ୍କ ଆଜ୍ଞାକୁ ଅମାନ୍ୟ କରି, ଝରକା ଖୋଲି ବାରମ୍ବାର ପ୍ରାର୍ଥନା କଲା !ଏହାର ପ୍ରତିଫଳ ହେଉଛି, ସେହି ଦେଶଟି ପରମେଶ୍ୱରଙ୍କୁ ପାଇଲା !

        

ପ୍ରିୟ ବନ୍ଧୁଗଣ,ସମୟ ସରିଯାଉଛି, କିନ୍ତୁ ଆମ ଦେଶ ଅନ୍ଧାରରେ ବୁଢ଼ି ରହିଛି !ଯଦି ଆମେ ସ୍ୱାର୍ଥପରତାରେ ଥିଲା ପରିହେଲେ, ଆମକୁ ଶ୍ରମ ମୁଁ କାହାକୁ ପଠାଇବି, ମୋ ନିମନ୍ତେ କିଏ ଯିବ କହିଥିବା ପ୍ରଭୁଙ୍କର କଥାକୁ କର୍ଣ୍ଣ ଡେରିବା !ତୁମ୍ଭେ ବସବାସ କରୁଥିବା ଗ୍ରାମ ଗୁଡିକକୁ ଯାଇ, ତୁମ୍ଭ ବନ୍ଧୁ ମାନଙ୍କ ସହିତ ମିଶିକି ସେଵାକାର୍ଯ୍ୟ କର !ସଦାପ୍ରଭୁ ଆବଶ୍ୟକତା ସବୁ ପୂରଣ କରି, ସେ କରିଥିବା ଆଚର୍ଯ୍ୟ କାର୍ଯ୍ୟ ଗୁଡିକୁ ଧୌର୍ଯ୍ୟରେ ଅପେକ୍ଷା କରି ଦେଖନ୍ତୁ !ଗୋଟିଏ ପାର୍ଶ୍ୱ ସେବା କହିଲେ ଏତିକି ହିଁ, ଆରପାର୍ଶ୍ୱ କେତେ ମହାନ ଅଟେ !ଆମ ସଂସ୍ଥାରେ ପ୍ରତ୍ୟେକ ବର୍ଷ ଯୁବକ ମାନଙ୍କୁ ଏକତା କରି "ଖ୍ରୀଷ୍ଟଙ୍କର ଜଣେ ସୈନିକ "ନାମରେ ଏକ ମିଳିତତା କରି ଆସୁଅଛୁ !ତୁମ୍ଭେ ମାନେ ମଧ୍ୟ ଖ୍ରୀଷ୍ଟଙ୍କର ଜଣେ ସୈନିକ ଭାବେ ଆସିଲା ପରି ହେଲେ ନିଶ୍ଚିତ ରୂପେ ଆମ ଦେଶକୁ ଆମେ ସ୍ୱାଧୀନତା କରି ପାରିବା !

 

ସତର୍କତା :-ନୀରିକ୍ଷଣରେ ଯୁଦ୍ଧରେ ସ୍ଥିର ହୁଅ, ଅନେକ ସୈନିକକୁ ଅଭିବୃଦ୍ଧି କରିବାକୁ ସଦାପ୍ରଭୁ ଆପଣଙ୍କୁ ଅଭ୍ୟାସ ରୂପେ ବ୍ୟବହାର କରିବେ, ଏହି ବିଷୟଟି ମନେ ରଖନ୍ତୁ, ହାଲ୍ଲେଲୁୟା !

- ଶ୍ରୀମତୀ ଯେବା ଗାଣେଶ ଶେଖର

 

ପ୍ରାର୍ଥନା ଅନୁରୋଧ :-

ଆନ୍ଧ୍ରାପ୍ରଦେଶ, ଓଡିଶା ଏବଂ ଛତିଶଗଡ ହେଉଥିବା ଆମ ସେଵାକାର୍ଯ୍ୟ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al betasus casibom maximcasino pashagaming maximcasino instagram ban service onlyfans agency