Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 15-01-2023 (Kids Special)
Share:

By Village Missionary Movement

Sunday, 15-Jan-2023

ଆଜିର ବାକ୍ୟ (Oriya) 15-01-2023 (Kids Special)

 

ଷଣ୍ଡେ କ୍ଲାସ ସେବା

 

“ତୁମ୍ଭେ ଜଳ ଉପରେ ଆପଣା ଭକ୍ଷ୍ୟ ପକାଅ, କାରଣ ଅନେକ ଦିନ ଉତ୍ତାରେ ତାହା ପାଇବ।“ - ଉପଦେଶକ 11:1

           

ହାଇ ପିଲାମାନେ କେମିତି ଅଛ ? ଭଲ ଅଛ କି ? ଆଜି ଏକ ସତ ଘଟଣା ଆପଣଙ୍କୁ କହିବାକୁ ଯାଉଛି !ଜାଗ୍ରତରେ ଶୁଣ !ଠିକ ଅଛି ତ !

        

ସବୁଜ ଭରା ଭୂମିରେ ଏକ ସୌନ୍ଦର୍ଯ୍ୟ ଭରା ପାହାଡ଼ !ସେହି ପାହାଡ଼ ଉପରେ ଛୋଟଛୋଟ ଗାଁ ଗୁଡିକ !ସେଠାରେ ବିଦ୍ୟାଳୟ, ଡାକ୍ତରଖାନା, କିଛି ରହିବ ନାହିଁ !ଗମନାଗମନର ବି କିଛି ସୁବିଧା ନାହିଁ !ଯେକୌଣସି କାମକୁ ହେଉ ଦଶ କିଲୋମିଟର ଦୂର ପାହାଡ଼ ଓଲ୍ଲାଇ ଆସିବାକୁ ହୁଏ !କେତେ କଷ୍ଟ ଅଟେ !କଣ ପିଲାମାନେ,ଦେଖିଲ କି ଆମ୍ଭମାନଙ୍କୁ ଯୀଶୁବାପା କେତେ ଆଶୀର୍ବାଦ କରି ରଖିଲେ !

          

ସେହି ଗାଁରେ ସୋମୁ ନାମକ ଜଣେ ଛୋଟ ଭାଇ ରହିଥିଲା !ତାହାର ବାପା କାଠ ଆଣିବାକୁ ଯିବା ବେଳେ, ତାହା ସହିତ ସୋମୁ ମଧ୍ୟ ଯାଏ କାଠ ହାଣି ସାହାଯ୍ୟ କରୁଥାଏ !ସନ୍ଧ୍ୟାରେ ଘରକୁ ଫେରି, ମାଆ ପ୍ରସ୍ତୁତ କରି ରଖିଥିବା ମଦ ପିଅନ୍ତି, ସନ୍ଧ୍ୟା ହେଲେ ଧୁମ୍ରପାନ କରନ୍ତି !ଆମ ଗାଁରେ ସେମିତି ହିଁ ସମସ୍ତେ ଥାଆନ୍ତି !ଏହା ଭୂଲ ଅଟଇ ବୋଲି ସେମାନଙ୍କୁ କଦାପି ଜଣା ନାହିଁ !ସେହି ଗାଁକୁ ସୁସମାଚାର ପ୍ରଚାର କରିବାକୁ ଡେଭିଡ ନାମକ ଭାଇ ଆସିଲେ !ସେଠାକାର ପରିସ୍ଥିତିକୁ ଦେଖି ସେ ଦୁଃଖ ହେଲେ !ଛୋଟ ପିଲାମାନେ ମଧ୍ୟ ମଦ୍ୟପାନ, ଦୁମ୍ରପାନକୁ ଅଭ୍ୟାସ ହେବା, ଖରାପ ଭାଷା କହିବା, ଅପରିଷ୍କାର ଦେଖିଥିବା ଡେଭିଡ ଭାଇ, ସେଠାରେ ଷଣ୍ଡେ କ୍ଲାସ ଆରମ୍ଭ କଲେ !ସୋମୁ ସେହି ଗାଁରେ ଥିବା ସବୁ ପିଲାଙ୍କୁ ଧରିକି ଆଣିଲା !କିଛି ମାସରେ ପରିବର୍ତ୍ତନ ହେଲା !ମଦ୍ୟପାନ ଶରୀର ପକ୍ଷେ କ୍ଷତିକାରକ ବୋଲି ଛୋଟ ଓ ବଡ଼ ମାନେ କହିବା ଆରମ୍ଭ କଲେ !ସେହି ଗାଁ ଭଦ୍ର ପଚାରିଲା,ଏହି ପରିବର୍ତ୍ତନର କାରଣ କିଏ ?ତେବେ ଅନେକ ଲୋକ ଡେଭିଡ ଭାଇକୁ ମାରିବାକୁ ଆସିଲେ !ଏହି ସମୟରେ ସୋମୁର ବାପାକୁ ସାପ କାମୁଡିଲା କହି ଘରକୁ ବୋହିକି ଆଣିଲେ !ଯେଉଁମାନେ ଡେଭିଡ ଭାଇକୁ ମାରିବାକୁ ଆସିଥିଲେ ସେମାନେ ସମସ୍ତେ ସୋମୁଙ୍କ ଘରକୁ ଗଲେ !ସମସ୍ତେ କହିଲେ,ଦଶ କିଲୋମିଟର ଦୂରତା ବିଶିଷ୍ଟ ଡାକ୍ତରଖାନାକୁ ଯିବା ପୂର୍ବରୁ ଇଏ ମରିଯିବ !ସେତେବେଳେ ସୋମୁ ଆଣ୍ଠୁ ପାତି ପ୍ରାର୍ଥନା କରିବାକୁ ଆରମ୍ଭ କଲା !ଅଳ୍ପ ସମୟ ପରେ ତାଙ୍କ ବାପା ଉଠି ବସିଲେ !ମରିଯିବ ବୋଲି ଭାବନା କରିଥିବା ସେହି ଗାଁ ଲୋକେ ଆଚର୍ଯ୍ୟ ହୋଇଗଲେ !ସୋମୁଙ୍କ ପ୍ରାର୍ଥନା ଯୋଗୁ ସୁସ୍ଥତା ହେଲା ବୋଲି ସେହି ଗାଁ ସମସ୍ତେ ବିଶ୍ୱାସ କଲେ !ବିଶ୍ୱାସର ସହିତ ଯାହା ମାଗିଲେ ଯୀଶୁ ଦିଅନ୍ତି, ବୋଲି ଷଣ୍ଡେ କ୍ଲାସରେ ଡେଭିଡ ଭାଇ କହିଥିବା କଥା ପିଲାଙ୍କ ହୃଦୟରେ କାର୍ଯ୍ୟ କରିବା ଡେଭିଡ ଭାଇ ଦେଖି ବହୁତ ଖୁସି ହେଲା !ପିତାମାତା ମାନେ ମଧ୍ୟ ଷଣ୍ଡେ କ୍ଲାସକୁ ପିଲାମାନଙ୍କୁ ପଠାଇବାକୁ ଆରମ୍ଭ କଲେ !କଣ ପିଲାମାନେ ତୁମ୍ଭେ ଷଣ୍ଡେ କ୍ଲାସକୁ ଯାଉଛ କି ? ତୁମ ବନ୍ଧୁ ମାନଙ୍କୁ ମଧ୍ୟ ନିଅ !ଉତ୍ତମ ବିଷୟକୁ ଶିଖାଅ !ତୁମ୍ଭ ଜୀବନରେ ଯୀଶୁବାପା ମାର୍ଗ ଦର୍ଶକ ଭାବେ ରହିବେ !ବାଇ ପିଲାମାନେ !

- ଶ୍ରୀମତୀ ଆନବୁ ଜ୍ୟୋତି ଷ୍ଟାଲିନ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet