By Village Missionary Movement
Wednesday, 24-Feb-2021ଆଜିର ବାକ୍ୟ (Oriya) 24-02-2021
ଫୁଲରେ ମିଶି ଥିବା ଦଉଡି
“ସେ ସମାଜଗୃହରେ ସାହସ ସହିତ କଥା କହିବାକୁ ଲାଗିଲେ । କିନ୍ତୁ ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ କଥା ଶୁଣି ତାହାଙ୍କୁ ଆପଣାମାନଙ୍କ ସାଙ୍ଗରେ ରଖି ଅଧିକ ସୂକ୍ଷ୍ମ ରୂପେ ଈଶ୍ୱରଙ୍କ ମାର୍ଗ ବିଷୟ ତାହାଙ୍କୁ ବୁଝାଇଦେଲେ ।“ - ପ୍ରେରିତ 18:26
ମୁଁ ବୈଷୟୀକ ପାଠ ପଡ଼ୁ ଥିବା ପ୍ରଥମ ବର୍ଷ ବେଳେ ଆମ ପଦାର୍ଥ ବିଦ୍ୟା ପଢାଇବାକୁ ଆସିବା ଶିକ୍ଷକଙ୍କୁ ଦେଖି ମୁ ବହୁତ ଆଚର୍ଯ୍ୟ ହୋଇ ଯାଉଥିଲି କାରଣ, ତାଙ୍କର ସମୟ ଉପଯୋଗୀ, ପ୍ରେମିକ ଭାଷା, ସ୍ୱଷ୍ଟରେ ପାଠ ପଡାଇବା, ଧଉର୍ଯ୍ୟର ସହିତ କଥା ହେବା ଏହି ସମସ୍ତ ଦେଖି ଆମେ ସବୁ ବିଦ୍ୟାର୍ଥୀ ବହୁତ ଭଲ ହେଲୁ କହିବୁ !ସେଥିରେ ସକାଳ ସଭା ବେଳେ ତାଙ୍କରି କଥା ଗୁଡିକ ଶୁଣିବାକୁ ଆଗ୍ରହ ଦେଖାଇ ଥାଉ !ତାଙ୍କର ଗମ୍ଭୀର ସ୍ୱରରେ ପବିତ୍ର ବାଇବଲର ଗୀତସଂହିଁତା ପୁସ୍ତକରୁ ଅନେକ ଉପଦେଶ କହୁଥାନ୍ତି !ଏହା କେବଳ ମୋତେ ହିଁ ନୁହେଁ ଅନେକ ବିଦ୍ୟାର୍ଥୀଙ୍କୁ ସ୍ବର୍ସ ହେଲା !ତାଙ୍କରି ଶ୍ରେଣୀ କହିଲେ ସମସ୍ତଙ୍କୁ ସକ୍ରିୟ ଆସିଯାଏ !ତାଙ୍କ ସହ ଯାତ୍ରା କରିଥିବା ମୁଁ ଏବଂ ଆମ ଶ୍ରେଣୀର ବିଦ୍ୟାର୍ଥୀ ଅନେକ ସମାନତା ବିଷୟରେ ଶିକ୍ଷା ପାଇଲୁ !ଶ୍ରେଷ୍ଠମୟ ଜୀବନ ଯାପନ କରିବାକୁ ହେବ ବୋଲି ନିର୍ଣ୍ଣୟ କରି ଥିବା ବିଦ୍ୟାର୍ଥୀ ଅନେକ ଅଟନ୍ତି !
ପବିତ୍ର ବାଇବଲ ପ୍ରେରିତ ପୁସ୍ତକ ଅଧ୍ୟାୟ ଅଠରରେ ପ୍ରଭୁଙ୍କର ଦାସ ପାଉଲ କରନ୍ତି ସହରକୁ ଆସୁଛନ୍ତି !ସେଠାରେ ଇଟାଲିରୁ ଆସିଥିବା ଆକ୍ୱିଲା ଓ ଆପଣା ସ୍ତ୍ରୀ ପ୍ରୀସ୍କିଲ୍ଲା ଦେଖା ଯାଉଛନ୍ତି !ପାଉଲ ସେମାନଙ୍କ ଠାରେ ରହି କାମ କରି ଆସୁଥାନ୍ତି !ଏମାନେ ସାଧାରଣ ତମ୍ବୁ ନିର୍ମାଣକାରି ଅଟନ୍ତି !ମାତ୍ର ଦେଖନ୍ତୁ, ପାଉଲ ବାସ କରି ଥିବା ଦିନ ମାନଂକରେ ତାଙ୍କୁ ପ୍ରୟୋଜନ କାରି ହୋଇ ଥିଲା !ପାଉଲଙ୍କର ପୌରସ ଯିହୂଦି ମାନଙ୍କ ସହିତ କରିଥିବା ସାକ୍ଷାତ ଗୁଡିକ, ପାଉଲଙ୍କର ଦର୍ଶନ, ପ୍ରଭୁଙ୍କର ନିମନ୍ତେ ସେ କରିଥିବା ଚେଷ୍ଟା, ସମସ୍ତ ଆକିଲା ଓ ପ୍ରିସ୍କିଲାଙ୍କୁ ଆକର୍ଷଣ କଲା !ପାଉଲ ସେମାନଙ୍କ ସହିତ ରହି ଥିବା ଦିନ ମାନଙ୍କରେ ସେମାନଙ୍କୁ ଉଜୋଗ କରିଥିଲା !ସାଧାରଣ ଭାବେ ରହି ରହିଥିବା ଏହି ଦମ୍ପତି ତାପରେ ଆପୋଲ ନାମକ ବାଇବଲ ଶିକ୍ଷକଙ୍କୁ ହିଁ ପ୍ରଭୁଙ୍କର ବାକ୍ୟ ବହୁତ ବାଇବଲ ଖୋଲି ବିବରଣୀ ଦେଖାବା ଯୋଗ୍ୟତା ହାସଲ କଲେ !ପାଉଲଙ୍କ ଦ୍ଵାରା ଏହି ଦମ୍ପତି ତିଆରି ହୋଇଥିଲେ !
ଏହା ପାଠ କରୁଥିବା ବନ୍ଧୁଗଣ, ଆମେ ରହି ପାଠ ପଡ଼ୁ ଥିବା , କାମ କରୁ ଥିବା, ସେବା କରୁଥିବା ସ୍ଥାନ ମାନଙ୍କରେ ପାଉଲଙ୍କ ପରି ଆମେ ଅନେକଙ୍କୁ ତିଆରି କରିଛୁ କି ? ଆମ ଜୀବନ ତାଙ୍କର ନିକଟରେ ମଧୁର ହୋଇ ରହି ଥାଏ କି ? ଆମ ସହିତ ଏକତା ହୋଇ ରହିଥିବା ବ୍ୟକ୍ତିମାନେ ଭକ୍ତି ଭାବ ପାଉଛନ୍ତି କି ? ସେମାନଙ୍କୁ ଯୀଶୁଙ୍କର ଶିଷ୍ୟ କରିଛୁ କି? ଫୁଲରେ ମିଶୁଥିବା ଦଉଡି ମଧ୍ୟ ସୁଭାଶିତ ହୁଏ ବୋଲି କହନ୍ତି !ଆମ ସହିତ ରହିବା ଲୋକ ଏପରି ଅନୁଭବ ପାଇଛନ୍ତି କି ?
- ଟି. ଶଙ୍କର ରାଜନ
ପ୍ରାର୍ଥନା କରନ୍ତୁ :-ମିଡ଼ିଆ ସେବାରେ ଅଡିଓ ରେକର୍ଡ ଆତ ବାଜି ଯନ୍ତ୍ର ଆବଶ୍ୟକ ଅଛି
କ୍ରୟ ନିମନ୍ତେ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.