Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 25-02-2021
Share:

By Village Missionary Movement

Thursday, 25-Feb-2021

ଆଜିର ବାକ୍ୟ (Oriya) 25-02-2021

କ୍ଷତିରେ ଲାଭ 

“କିନ୍ତୁ ପାଉଲ ଉଚ୍ଚସ୍ୱରରେ ଡାକି କହିଲେ, ଆପଣାର କୌଣସି କ୍ଷତି କର ନାହିଁ, କାରଣ ଆମ୍ଭେମାନେ ସମସ୍ତେ ଏଠାରେ ଅଛୁ।“ - ପ୍ରେରିତ 16 :28

ହେଲେନ ତାର ସ୍କୁଟିରେ ଯାଉଥିବା ବେଳେ ହଠାତ ଜଣେ ଛୋଟ ଝିଅଟି ଧାଇଁ  ଆସିଗଲା !ସଂଗେ ସଂଗେ ପାଖରେ ଥିବା ଗୋଟିଏ ଗଛକୁ ଧୋକା ଦେଇ ହେଲେନ ତଳେ ଓଲଟି ଗଲା !ଆଖି ଖୋଲି ଦେଖିଲା, ଓ ସେ ଜାଣି ପାରିଲା କି ଯେ ଗଭୀର ଭାବରେ ଆଘାତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛି !ଦୁଇ ସପ୍ତାହ ପରେ ହେଲେନଙ୍କୁ ଡାକ୍ତରଖାନାରୁ ଘରକୁ ନିଆ ଗଲା !ସେହି ଦିନ ତାଙ୍କର ଘର ଅଗଣାରେ ଗୋଟିଏ ମୂଲ୍ୟବାନ କାର ଆସି ଠିଆ ହେଲା !ସେମାନେ ହେଲେନଙ୍କୁ ଓଲାଇବା ଦେଖି କହିଲେ, ତୁମର ଅକସ୍ମାତ ଆଘାତର କାରଣ ମୋର ଝିଅ ଅଟେ ! ତାଙ୍କୁ କ୍ଷମା ମାଗି, ପଚାରିଲେ, ମୁଁ ତୁମକୁ କଣ ସାହାଯ୍ୟ କରିବି କି ? ହେଲେନ ମୁରୁକି ହସରେ ଚାହିଁ କିଛିବି ଆଲୋଚନା ନ କରି କହିଲା, ମୋର କୋଣସି ସାହାଯ୍ୟ ଦରକାର ନାହିଁ, ଏହି ଅକସ୍ମାତ ଆଘାତରେ ମୁଁ ଯଦି ମୃତ୍ୟୁ ହୋଇଥାନ୍ତି ତେବେ ମୁଁ ସ୍ବର୍ଗକୁ ଯାଇଥାନ୍ତି !ସେହି ମନୁଷ୍ୟ ବିଷୟରେ  ଆଲୋଚନା କରି ଜାଣିବା !ସେ କହିଲେ,  ମୁଁ ଜଣେ ଧନୀ ବ୍ୟକ୍ତି, ମୃତ୍ୟୁକୁ ଦେଖି ଭୟ କରୁଛି !ମୁଁ ସ୍ୱର୍ଗ ଯିବାକୁ କେତେ ବି ଖର୍ଚ୍ଚ  କରିବାକୁ ପ୍ରସ୍ତୁତ ଅଛି ଏବଂ ପଚାରିଲେ, ଏହି ବିଷୟରେ ତୁମେ ମୋତେ କିଛି କହିବ କି ? ହେଲେନ ସିଧାସଳଖରେ ସୁସମାଚାର ପ୍ରଚାର କଲା !ସାହାଯ୍ୟ ମାଗିବାକୁ ଆସିଥିବା ବ୍ୟକ୍ତି ସାହାଯ୍ୟ ପାଇ କି ଗଲା !

ପାଉଲ ଓ ଶୀଲା କାରାଗାରରେ ବନ୍ଦୀ ହୋଇ ମଧ୍ୟରାତ୍ରିରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିବା ବେଳେ, ସେତେବେଳେ ହଠାତ୍ ଏପରି ମହା ଭୂମିକମ୍ପ ହେଲା ଯେ, କାରାଗାରର ଫିଟିବାକୁ  ଲାଗିଲା, ଆଉ ତତ୍‌କ୍ଷଣାତ୍ ସମସ୍ତ ଦ୍ୱାର ଖୋଲା ହୋଇଗଲା, ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା ।ଏଥିରେ କାରାରକ୍ଷକ ଉଠି କାରାଗାରର ଦ୍ୱାର ଖୋଲା ହେବା ଦେଖି ବନ୍ଦୀମାନେ ପଳାଇଯାଇଅଛନ୍ତି ବୋଲି ମନେ କରି, ଖଣ୍ଡା ବାହାର କରି ଆପଣାକୁ ବଧ କରିବାକୁ ଯାଉଥିଲେ ।ସେତେବେଳେ ପାଉଲ ସେହି କାରାରକ୍ଷକକୁ ବନ୍ଦ କରି ତାଙ୍କୁ ଉଚ୍ଚାହିଁତ କଲା !ପାଉଲଙ୍କର ଏହିପରି କାର୍ଯ୍ୟ ସେହି କାରାରକ୍ଷକଙ୍କର ପରିବାରକୁ ପରିତ୍ରାଣକୁ କଢ଼ାଇ ନେଲା !ପାଉଲ ଓ ଶୀଲା କାରାଗାର ଅନୁଭୂତିକୁ ଆନନ୍ଦରେ ଗ୍ରହଣ କରି ନ ଥିବେ !ଏହା ତାଙ୍କ ଜୀବନରେ ଘଟିଥିବା କ୍ଷତିର କାର୍ଯ୍ୟ ମାତ୍ର ସେହି ବେଦନାର ସମୟରେ ମଧ୍ୟ ଗୋଟିଏ ଲାଭ ହେଲା !

ହଁ ମୋର ପ୍ରିୟ ବନ୍ଧୁଗଣ, ଆପଣଙ୍କ ଜୀବନରେ ଆସୁଥିବା ସମସ୍ୟାକୁ ଦେଖି ନିରୁଚାହ ହୁଅ ନାହିଁ !ସେଥିରେ ଗୋଟିଏ ଲାଭ ରହିଥିବ !ହେଲେନଙ୍କର ପରି, ପାଉଲ ଓ ଶୀଲାଙ୍କର ପରି ଆପଣଙ୍କର ଅସୁବିଧା ମଧ୍ୟରେ କାହାକୁ ବି ପ୍ରଭୁଙ୍କର ପାଇ ପ୍ରସ୍ତୁତ ହେବାକୁ  ତୁମ୍ଭ ନିକଟକୁ ସଦାପ୍ରଭୁ ପଠାଇବେ !
-    ଶ୍ରୀମତୀ ମାନୁସୁୟା ପାଉଲ ରାଜ 

ପ୍ରାର୍ଥନା କରନ୍ତୁ :-ପିସ କେନ୍ଦ୍ର ଆରମ୍ଭ କରିବାକୁ ଶୀଘ୍ର କାର୍ଯ୍ୟ ହୋଇଆସୁଛି !ଆବଶ୍ୟକ ବ୍ୟକ୍ତି ମାନଙ୍କୁ ପରମେଶ୍ୱର ଆଣି ଯୋଗାଇବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet matbet giriş holiganbet holiganbet güncel holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet grandpashabet holiganbet grandpashabet grandpashabet grandpashabet perabet perabet giriş padişahbet padişahbet giriş grandpashabet grandpashabet grandpashabet casinolevant grandpashabet meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş