Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 10-02-2023
Share:

By Village Missionary Movement

Friday, 10-Feb-2023

ଆଜିର ବାକ୍ୟ (Oriya) 10-02-2023

 

ବିଳମ୍ବ କରନ୍ତୁ ନାହିଁ 

 

“ତହିଁରେ ଅବ୍ରହାମ ପ୍ରଭାତରେ ଉଠି... ପରମେଶ୍ୱରଙ୍କ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କଲେ।“ - ଆଦି ପୁସ୍ତକ 22:3

 

ଚୀନ ଦେଶର ଜଣେ ଛୋଟ ବାଳକ ଭକ୍ତ ତାଙ୍କ ମାଆ ଦେଇଥିବା କିଛି ମୁଦ୍ରାକୁ ଅଳ୍ପ ଅଳ୍ପ ସଞ୍ଚିତ କଲା !ଯେବେହେଲେ ସେ ଇଚ୍ଛା ହେବା ଜିନିଷକୁ କ୍ରୟ କରିବା ନିମନ୍ତେ ସେ ସେହି ମୁଦ୍ରା ଗୁଡିକୁ ସଞ୍ଚୟ କଲା !ଦିନେ ସକାଳେ ତାର ଟଙ୍କା ଡବାକୁ ଧରି ଧାଇଁଧାଇଁ ତାଙ୍କ ମାଆଙ୍କ ନିକଟକୁ ଅସିଲା !ସେଠାରେ ଥିବା ମୁଦ୍ରା ଗୁଡିକୁ ମାଆଙ୍କ କୋଳରେ ଥୋଇ, ସେ କହିଲା, ମାଆ ମୁଁ ଗତ ରାତିରେ ଏକ ସ୍ବପ୍ନଟି ଦେଖିଲି !ତାହା ହେଉଛି ଆମ ଦେଶରେ ଥିବା ମନଚୁରିୟା ନାମକ ରାଷ୍ଟ୍ରରେ ହତ୍ୟାକାରୀଙ୍କ ମଧ୍ୟରେ ସେଵାକାର୍ଯ୍ୟ କରୁଥିବା ମିଶିନାରୀ ଗୋଫୋର୍ଥଙ୍କ ସହିତ ମୁଁ ଠିଆ ହୋଇଅଛି !ମୁଁ ନିଦରୁ ଉଠିବା କ୍ଷଣି, ତୁମ ଡବାରେ ଥିବା ସମସ୍ତ ଟଙ୍କା ସେହି ମିଶିନାରୀଙ୍କୁ ପଠାଅ ବୋଲି ମୋ ଅନ୍ତରରେ ଛୋଟ ସ୍ୱରଟି ଶୁଣାଗଲା !ତେଣୁକରି ତୁମେ ଏହି ଟଙ୍କାକୁ ପଠାଇ, ଯୀଶୁବାପାଙ୍କ ବିଷୟରେ ସେଠାରେ ଥିବା ଲୋକଙ୍କୁ ପ୍ରକାଶିତ କରି ସେଵାକାର୍ଯ୍ୟ କରିବା ନିମନ୍ତେ ଜଣାଅ !ଏହା କହି ସେ ବାଳକ ବିଦ୍ୟାଳୟକୁ ଚାଲିଗଲା !

           

ଅଳ୍ପ ସମୟ ପରେ ପୁନର୍ବାର ଧାଇଁଧାଇଁ ଫେରିଆସି କହିଲା, ମାଆ....ଗୋ ଡେରି ନ କରି ଏହି ଡବାକୁ ଶୀଘ୍ର ପଠାଅ, ଯୀଶୁବାପା ମୋତେ ଦ୍ୱିତୀୟ ଥର କହିବା,ମୁଁ ଶୁଣିବାକୁ ଚାହୁଁ ନାହିଁ !ଏପରି ପିଲାମାନଙ୍କ ହୃଦୟ ହିଁ ଆଜିର ଦିନରେ ଆମକୁ ଆବଶ୍ୟକ ହୋଇଅଛି !ଇଶ୍ୱର କହିବା କ୍ଷଣି ହିଁ ମାନିବାର ବିଶ୍ୱାସ !ହଁ ଅବ୍ରହାମ ମଧ୍ୟ ପରମେଶ୍ୱରଙ୍କ ବାକ୍ୟକୁ ମାନିଲା !ସ୍ତ୍ରୀ ସାରାଙ୍କ ସହିତ ଏହି ବିଷୟଟିକୁ କହିଲେ ପରମେଶ୍ୱରଙ୍କ ବାକ୍ୟକୁ ବିଳମ୍ବ ଓ ବାଧା ଉପୁଜି ପାରେ ବୋଲି ଭାବନା କରିଥାଇ ପାରେ !ସେଥିପାଇଁ ହିଁ ସେ ସାରାଙ୍କୁ ନ ଜଣାଇ, ପ୍ରଭାତ ହେବା କ୍ଷଣି ଉଠି ଇଷାକକୁ ବଳିଦାନରେ ଅର୍ପଣ କରିବାକୁ, ପରମେଶ୍ୱର ତାଙ୍କୁ କହିଥିବା ବାକ୍ୟକୁ ମାନିବାକୁ ବନ୍ଧା ହୋଇଥିଲା !ତାହାର ଫଳ ଆମେ ଜାଣିଛୁ !ଇଷାକଙ୍କ ବଦଳରେ ଏକ ମେଷ ବଳି ହୋଇଥିବା ଅଦଭୂତ କାର୍ଯ୍ୟଟି ଘଟିଲା !

          

ପ୍ରିୟ ବନ୍ଧୁଗଣ, ବିଳମ୍ବ ହେଉଛି ନିଷ୍ଠାଟି ଅନିଷ୍ଟାର ସହ ସମାନ ଅଟେ !ସାଧାରଣ ଭାବେ ଆମକୁ ଇଚ୍ଛା ଥିବା କାର୍ଯ୍ୟଟି କରିବା ପାଇଁ ଆଜ୍ଞା ପାଇଲେ, ସଙ୍ଗେସଙ୍ଗେ ମାନିବା ହେଉଛି ଅତି ସହଜ ଅଟେ, କିନ୍ତୁ ଆମେ ଅଙ୍ଗିକାର ନ କରିବା, ଆମକୁ ଇଚ୍ଛା ନ ଥିବା କାର୍ଯ୍ୟଟି କରିବା ଆଜ୍ଞା ପାଇବା ବେଳେ ସଙ୍ଗେସଙ୍ଗେ ମାନିବା ହେଉଛି ବହୁତ କଷ୍ଟ ଅଟେ !କିନ୍ତୁ ଅବ୍ରହାମ ତାଙ୍କ ପୁତ୍ରକୁ ବଳି କରିବାକୁ ମାନି ନେଲା !ଆମ୍ଭେ ମଧ୍ୟ ପ୍ରଥମେ ସଦାପ୍ରଭୁଙ୍କୁ ମାନିବା ! ଯଦି ଆମେ ସଦାପ୍ରଭୁଙ୍କୁ ମାନିବା ତେବେ ସ୍ୱାମୀକୁ ଏବଂ ନ୍ୟାୟକୁ ମଧ୍ୟ ନିଷ୍ଠା ଦେଖାଇବା ସହଜ ହେବ !ଆମେ କରିବା ନିମନ୍ତେ ଆଜ୍ଞା ପାଇଥିବା ଏକ କାର୍ଯ୍ୟରେ ଆଉଥରେ କରିବାକୁ ସୂଚନା ଦେବା ପୂର୍ଵରୁ ହିଁ, ଆମେ ସଙ୍ଗେସଙ୍ଗେ ମାଣିବାକୁ ଶିକ୍ଷା ପାଇ, ଆଶୀର୍ବାଦ ପାଇବା !

- ଶ୍ରୀମତୀ ଏବେନ ସନ୍ତୋଷ

 

ପ୍ରାର୍ଥନା ଅନୁରୋଧ :-

ପ୍ରତ୍ୟେକ ସେଵା ସ୍ଥାନରେ ତିରିଶି ଦିନରେ ତିରିଶିଟି ଗୃହରେ ପ୍ରାର୍ଥନା ସମାବେଶ ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet