Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 27-02-2021
Share:

By Village Missionary Movement

Saturday, 27-Feb-2021

ଆଜିର ବାକ୍ୟ (Oriya) 27-02-2021

ଭଡା ଘର 

“ପାଉଲ.......  ଆପଣା ଭଡ଼ାଘରେ ରହିଲେ” - ପ୍ରେରିତ 28:30

କଣ ଘର ବାନ୍ଧି ଦେଲ କି ? ଆଉ ବିଲ ପଞ୍ଜିକରଣ କରି ନାହାନ୍ତି କି ? କେଉଁ କାରଟି କିଣିଲ ? ପିଲାଙ୍କ ଭବିଷ୍ୟତ ପାଇଁ ବ୍ୟାଙ୍କରେ କେତେ ଟଙ୍କା ଜମା ରଖିଲ ? ଝିଅଟି ପାଇଁ କେତେ ହାର ଜମା କରିଛ ? କଣ ଏହି ସମସ୍ତ ଆଲୋଚନା କରୁଛ, ହଁ ଆଜିର ମଣିଷ ମାନଙ୍କର ଭାବନା ଅଟେ !ଅନେକ ଲୋକ ଅଛନ୍ତି ଯେଉଁମାନେ କି ନିଜର ଘର, ନିଜର ଜମି ପାଇଁ ଚିନ୍ତା କରିଥାନ୍ତି !ଏଥି ପାଇ ସେମାନେ ବହୁତ ବହୁତ ପରିଶ୍ରମ ମଧ୍ୟ କରନ୍ତି !ନିଜର ଘର ତିଆରି କରିବା ଭୁଲ ନୁହେଁ, ମାତ୍ର କେତେ ଜଣକୁ ଜୀବନରେ ଘର ହଁ ମୁଖ୍ୟ କାରଣ ହୋଇ ଯାଉଛି !ଅନେକ ଅଛନ୍ତି କି ନାମ କମାଇବା ନିମନ୍ତେ ଋଣ ଗ୍ରସ୍ତ ହୋଇ ବିଶ୍ୱାସ ହରାଇ ବସିଛନ୍ତି !ସେହିପରି ହେଲେ  ଘର, ସୁନା, କାର ଏ ସମସ୍ତ ପାପ କି ? ନାହିଁ ମାତ୍ର କାହାକୁ ଆମେ ଆଗ୍ରାଧିକାର  ଦେଉଛୁ ତାହା ହିଁ ଆମର ପ୍ରଶ୍ନ !

ପବିତ୍ର ବାଇବଲରେ ପ୍ରେରିତ ପୁସ୍ତକର 13-28ଅଧ୍ୟାୟରେ ପର୍ଯ୍ୟନ୍ତ ପ୍ରେରିତ ପାଉଲଙ୍କ ବିଷୟରେ ପଡ଼ୁଛୁ !ସେ ଶିଷ୍ୟ ମାନଙ୍କ ମଧ୍ୟରେ ଅଧିକ ପରିଶ୍ରମ କରିଥିବା ବ୍ୟକ୍ତି ଅଟେ !ପ୍ରଭୁଙ୍କର ରାଜ୍ୟ ନିମନ୍ତେ ବିଶ୍ରାମ ନ ନେଇ କାର୍ଯ୍ୟ କରିଥିବା ଶିଷ୍ୟ ଅଟେ !ସେ ଯାତ୍ରା କରି ଥିବା ଦୂରତା ବହୁତ ଅଟେ !ସେ ଦର୍ଶନ କରିଥିବା ପ୍ରଜା ଅନେକ ଅଟନ୍ତି !ତାଙ୍କୁ ସାହାଯ୍ୟ କରିବାକୁ ଅନେକ ଲୋକ ଥିଲେ ମଧ୍ୟ ଉପରେ ଲେଖା ଥିବା ବାକ୍ୟକୁ ପଡିଲେ ଆମେ ଜାଣି ପାରୁଛୁ କି ପାଉଲ ସାଧାରଣ ଜୀବନ ଯାପନ କରୁଥିଲେ !ତାଙ୍କ ନିମନ୍ତେ ନିଜର ଘର ନ ରଖି ଭଡା ଘରେ ରହି ସେବା କାର୍ଯ୍ୟ କରି ଆସୁଥିଲେ !ସେ ଯଦି ଆଶା ହୋଇ ଥିଲେ କେତେ ସୁନ୍ଦର ସୁନ୍ଦର ଗୃହ ତିଆରି କରି ପାରିଥାନ୍ତା !କେତେ ସୁଖୀରେ ରହିଥାନ୍ତା !ମାତ୍ର ପାଉଲ ସାଧାରଣ ଜୀବନ ଯାପନ କରି ଆମକୁ ଉଦାହରଣ ହୋଇ ବଞ୍ଚି ଯାଇଛନ୍ତି !

ବନ୍ଧୁଗଣ, ପାଉଲ ଦେଖି ନ ଥିବା ଧନ କି ? ତାଙ୍କୁ ନ ଥିବା ଅଧିକାର କି ? ଏବେ ରହିଥିବା ସେବକ ମାନଙ୍କ ଠାରୁ ସମ୍ପତି ଵାଲା ହୋଇ ରହିଥାନ୍ତା !ମାତ୍ର ପ୍ରଭୁଙ୍କର  ରାଜ୍ୟ ନିମନ୍ତେ ହିଁ ତାଙ୍କର ଚିନ୍ତା !ଆଜିର ଦିନରେ ଆମେ ସମ୍ପତି, ଧନ, ସୁନା, ଘର ନିମନ୍ତେ ବ୍ୟର୍ଥରେ ଆଲୋଚନା ନ କରି ଗୋଟିଏ ସାଧାରଣ ଜୀବନ ଯାପନ କରିବା, ପ୍ରେରିତ ପୁସ୍ତକରେ ଜଣେ ମୁଖ୍ୟ ଭୂମିକାରେ ଥିବା ପାଉଲ ହିଁ ଜଣେ ସାଧାରଣ ଭାବରେ ଜୀବନ ଯାପନ କରିଥିଲେ !ଆମ ପାଇଁ ଏହା କେତେ ମହାନ ଉଦାହରଣ ଅଟେ !
-    ଭାଇ ଟି. ଶଙ୍କର ରାଜନ 

ପ୍ରାର୍ଥନା କରନ୍ତୁ :-ପ୍ରତ୍ୟୋକ ରାଜ୍ୟରେ ପାଞ୍ଚ ଶହ ଧର୍ମ ପ୍ରଚାରକକୁ ପରମେଶ୍ୱର ଉଠାଇବା ପାଇଁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet güncel holiganbet giriş holiganbet sahabet onwin bets10 bets10 giriş bets10 güncel giriş betcio atlasbet casibom meritking perabet casibom holiganbet galabet casibom padişahbet padişahbet giriş grandpashabet ibizabet tambet grandpashabet jojobet nesinecasino betbey betgit grandpashabet betpuan cashwin matbet meritking perabet perabet giriş instagram ban service betsilin betsilin giris pashagaming pashagaming giris gorabet gorabet giris kralbet holiganbet grandpashabet grandpashabet giriş holiganbet giriş çarkbet çarkbet giriş deneme bonusu