Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 28-02-2021 (Kids special)
Share:

By Village Missionary Movement

Sunday, 28-Feb-2021

ଆଜିର ବାକ୍ୟ (Oriya) 28-02-2021 (Kids special)

ବିଶ୍ୱସ୍ତତା (ସଚୋଟତା )ଉର୍ନ୍ନତି ଆଣି ଦିଏ 

“ତାହାର ପ୍ରଭୁ ତାହାକୁ କହିଲେ, ବେଶ୍, ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ ।“ - ମାଥିଉ 25:21

ହାଏ ମୋର ପ୍ରିୟ ପିଲାମାନେ, ତୁମକୁ ଫଳ ବହୁତ ଇଚ୍ଛା ତ !ଭିନ୍ନ ଭିନ୍ନ ରଙ୍ଗରେ ଥାଏ, କହିକି ଦେଖି ଶୁଣିବା ? ଲାଲ ରଙ୍ଗରେ ସେଓ ଥାଏ, ହଳଦିଆ ରଙ୍ଗରେ ଆମ୍ବ ଥାଏ, କମଳା ରଙ୍ଗରେ କମଳା ଥାଏ, ସବୁଜ ରଙ୍ଗରେ ଅଙ୍ଗୁର ଥାଏ, ଏହିପରି ଅନେକ ଫଳ ଗୁଡିକ ଖାଇ ଦେଖିଛ ତ ? ସୁପର ହୋଇ ଥାଏ ତ !ଫଳ ଦେଖିଲେ କାହାକୁ ଖାଇବାକୁ ଆଶା ଲାଗେନି !ତାହା ମଧ୍ୟ ତୋଟାରେ ଥିବା ତଟକା ଫଳକୁ ତୋଳି ଖାଇଲେ ଆଉ ତାର ରୁଚି ବହୁତ ମଜା ଲାଗେ!ସେତିକି ତ !

ଗୋଟିଏ ଦିନ ମାଧବ ଓ ତାର ସାଙ୍ଗମାନେ ଫୁଟବଳ ଖେଳ ଖେଳିବାକୁ ଚାଲି ଚାଲି ପଡିଆକୁ ଆସୁ ଥାନ୍ତି !ଆସୁ ଥିବା ରାସ୍ତାରେ ଗୋଟିଏ ବଡ଼ିଆ ଆମ୍ବ ତୋଟା ଥାଏ !ପେନ୍ତା ପେନ୍ତା ହୋଇ ଓହଳି ଥିବା ଆମ୍ବ ତୋଟାକୁ ଜଗିବା ପାଇଁ ମାଲିକ ରହିଥାଏ !ଯେ କୋଣସି ଦିନରେ ଏହିଁ ଆମ୍ବ ତୋଳି ଖାଇବି ବୋଲି ମନରେ ସ୍ଥିର କଲା ମାଧବ !ମାଧବର ମାଆଙ୍କର ଦେହ ଖରାପ ଥିଲା, ତେଣୁ ସେ କାମକୁ ନ ଯାଇ, ଖାଦ୍ୟ ନ ରାନ୍ଧି ରହିଯାଇ ଥାଏ !କଣ କରିବାକୁ ହେବ ଜାଣି ନ ପାରି ଭୋକରେ ଚାଲୁ ଥାଏ ମାଧବ !ସେହି ଆମ୍ବ ତୋଟା ପାଖେଇ ଆସିବାରୁ ଭୋକ ଆଉ ଅଧିକ ହେଲା !ସେହି ଦିନରେ ତୋଟାରେ କେହି ନ ଥିବାରୁ, ଭିତକୁ ଯାଇ ଆମ୍ବ ତୋଳି ଖାଇ, ମାଆଙ୍କର ପାଇ ମଧ୍ୟ ତୋଳିକି ଧରିଲା !ସେତିକିବେଳେ ସେହି ତୋଟାର ମାଲିକ ଆସିଗଲା !ରେ ଚୋର କହି, ଗାଳି କରି ମାଡ ମାରିଲା !ମାଧବ କାନ୍ଦି କାନ୍ଦି କହିଲା, ବାପା ଭୋକ ମୋର ଅଧିକ ହେବାରୁ, ସେଥିପାଇଁ ମୁଁ ଖାଇ ଦେଲି ମୋର ମାଆଙ୍କର ପରିସ୍ଥିତି ମଧ୍ୟ ଭଲ ନାହିଁ !ମାଲିକ କହିଲା, ହଁ ମୁଁ ତୁମକୁ ବିଶ୍ୱାସ କରୁଛି, ମାତ୍ର ଏହି ଦୁଇ କିଲୋ ଆମ୍ବ ବଜାରକୁ ନେଇ ବିକ୍ରୟ କରି ଆସ କହି ପରୀକ୍ଷା କଲା ! !ମାଧବ ବଜାରକୁ ନେଇ ଠିକ ଦରରେ ବିକ୍ରୟ କରି, ଟଙ୍କା ଆଣି ମାଲିକକୁ ଦେଲା !ଆର ଦିନ ଦଶ କିଲୋ ଆମ୍ବ ବିକି ଆଣିବାକୁ କହିଲା !ସେଥିରେ ମଧ୍ୟ ମାଧବ ସଚୋଟ ହୋଇ ରହିଲା !ତାର ଆର ଦିନ ଗୋଟିଏ ମୋଟ ଆମ୍ବ ବିକିବାକୁ କହିଲା !ତାହା ମଧ୍ୟ ବିକ୍ରୟ କରି ଟଙ୍କା ଆଣି ମାଲିକକୁ ଦେଲା !ଏହା ଦେଖି ମାଲିକ କହିଲା, ମୋର ସନ୍ତାନ ସନ୍ତତି ନାହାନ୍ତି, ମୁଁ ତୁମକୁ ମୋର ପୁଅ ପରି ଦେଖିବି, ତୁମର ଆବଶ୍ୟକତା ସମସ୍ତ ମୁଁ ହିଁ କରିବି, ଏହା ଶୁଣି ମାଧବ ବିଶ୍ୱାସ କରି ପାରିଲିନି !ଦେହ ଖରାପ ରହି ଥିବା ମାଆ, ମରିଯିବା ପରିସ୍ଥିତିରେ, ମନ ଦୁଃଖରେ ରହିଥିବା ମାଧବ ଏହି ଖୁସିର ଖବର ଶୁଣିବା କ୍ଷଣି ସଦାପ୍ରଭୁଙ୍କର ଧନ୍ୟବାଦ କଲେ !ମାଧବ ସଚୋଟ ଥିବା ହେତୁ ଅନେକ ଉପକାର ପାଇ, ଅନୁଗ୍ରହ ହୋଇ ଅନେକଙ୍କ ଆଶୀର୍ବାଦ ଯୁକ୍ତ ହୋଇ ବଞ୍ଚିଲା !

ହାଏ ପିଲାମାନେ, ତୁମେ ମଧ୍ୟ ତୁମର କଥା, ଚାଲିଚଳଣି କେହି ଦେଖି ନାହାନ୍ତି ଭାବି ଥାଇ  ପାର !କିନ୍ତୁ ଯୀଶୁ ବାପା ସବୁ ଦେଖନ୍ତି ବୋଲି ଆଲୋଚନାରେ ସଚୋଟ ହୋଇ ରହିଲେ, ଆପଣଙ୍କ ଜୀବନରେ ଆଶୀର୍ବାଦ, ଉର୍ନତି ଆପଣକୁ ଖୋଜି ଖୋଜି ଆସିବ !ସଚୋଟରେ ରହିବ କି ? 
-    ୱାଇ. ଆନିଶ ରାଜା

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino matbet