Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 01-03-2023
Share:

By Village Missionary Movement

Tuesday, 28-Feb-2023

ଆଜିର ବାକ୍ୟ (Oriya) 01-03-2023

 

ଦୌଡ଼କୁ ଜାରି ରଖନ୍ତୁ

 

"ଯଦି ତୁମ୍ଭେ ପଦାତିକଗଣର ସଙ୍ଗେ ଦୌଡ଼ିଲେ ସେମାନେ ତୁମ୍ଭକୁ କ୍ଳାନ୍ତ କରିଅଛନ୍ତି, ଯଦି ତୁମ୍ଭେ ଅଶ୍ୱଗଣ ସଙ୍ଗରେ କିପରି ପଣ କରି ପାରିବ…?” - ଯିରିମୀୟ 12:5

 

ହେରାଲଡ ଅବ୍ରାହମ ଇଂଲଣ୍ଡ ଦେଶର ମହାନ ଦୌଡ଼ ବୀର !ଏକଶହ ମିଟର ଦୌଡ ପ୍ରତିଯୋଗିତାରେ ମହାନ ପ୍ରବୀଣ ଅଟେ !ଆଉ ସେ ତାର ପ୍ରତ୍ୟେକ ପ୍ରତିଯୋଗିତାରେ ବିଜୟୀ ହେବା ନିମନ୍ତେ ଲକ୍ଷ୍ୟ ରଖିଥାଏ !ସେହି ଦିନରେ ଏହାର ବିରୋଧୀରେ ଏରିକ ଲିଟିଲ ନାମକ ଦୌଡ଼ ବୀର ରହିଥିଲା !ଏରିକ ଚାରିଶହ ମିଟର ଦୌଡ଼ ପ୍ରତିଯୋଗିତାରେ ପାରଙ୍ଗମ ଥିଲା !1924 ମସିହାରେ ପ୍ୟାରିସରେ ହେବାକୁ ଥିବା ଅଲମ୍ପିକ ନିମନ୍ତେ ଏହି ଦୁଇ ଜଣ ଅତି ପ୍ରଖର ଭାବେ ତାଲିମ ନେଲେ !ଅଲମ୍ପିକରେ ଏକଶହ ମିଟର ଦୌଡ଼ରେ ହେରାଲଡ ଠାରୁ ଏରିକ କ୍ଷିପ୍ର ଗତିରେ ଦୌଡ଼ି ବିଜୟୀ ଲାଭ କଲା !ସଙ୍ଗେସଙ୍ଗେ ହେରାଲଡ କ୍ରୋଧିତ ହୋଇ ନିଷ୍ପତ୍ତି ନେଲା,ଆଜିଠାରୁ ମୁଁ ଆଉ ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବି ନାହିଁ !ଏହା ଦେଖି ହେରାଲଡର ସାଥୀ ଜଣେ ଭାବିଲା,ତାହାଙ୍କୁ ସାହାସ ଦେଇ କଥା ହେବାକୁ ପଡ଼ିବ !ମାତ୍ର ହେରାଲଡ କ୍ରୋଧରେ ବିଜୟୀ ହେବା ନିମନ୍ତେ ମୁଁ ଦୌଡୁଛି, ଯଦି ମୁଁ ବିଜୟୀ ସାଧନ କରିନ ପାରିଲେ, ଏଥର ଆଉ କେବେବି ଦୌଡ଼ିବି ନାହିଁ କହିଲା !ହେରାଲଡର ବନ୍ଧୁ ତାହାଙ୍କୁ ଦେଖି ବୁଦ୍ଧିମତାରେ କହିଲା, ଯଦି ତୁମେ ଦୌଡିବ ନାହିଁ, ତେବେ ଆଉ କେବେବି ବିଜୟୀ ହୋଇ ପାରିବ ନାହିଁ !ଏହି କଥାରେ ଥିବା ଭାବାର୍ଥକୁ ହେରାଲଡ ଜାଣି ପାରି, ଧାରଣା ପାଇଲା !

             

ଆମେ ପ୍ରତିଯୋଗିତାର ଜଗତରେ ଜୀବନଯାପନ କରୁଛୁ !ଆମ ପରାଜୟ ସମୟରେ, ଆମେ ଦୁର୍ବଳତା ହୋଇ ଯାଉଛୁ !ହେରାଲଡଙ୍କ ସଦୃଶ୍ୟ ମୁଁ ଏତିକିହିଁ ଭାବି, ହୀନ ଅବସ୍ଥାକୁ ଖସି ଯାଉଛୁ !ଏହା ସଠିକ ଧାରଣା ନୁହେଁ !ଆମେ ଯଦି ଗୋଟିଏ ପରାଜୟର ସମୁଖୀନ ହେଲାପରି ହେଲେ, ତାହାଠାରୁ ପୁନର୍ବାର କିପରି ଉଠିବା, ମୁଁ ଏଥି ଦ୍ଵାରା କଣ ଶିଖିବାକୁ ପଡ଼ିବ ବୋଲି ଅଳ୍ପକିଛି ଧୀରେ ଧୀରେ ଆଲୋଚନା କରିବାର ଅବଶ୍ୟକ !

         

ଖ୍ରୀଷ୍ଟିଆନ ଜୀବନରେ ଆମ ଆତ୍ମୀୟ ଦୌଡ଼ରେ ହାଲିଆ ନ ହୋଇ ଦୌଡିବା ଉଚିତ ବୋଲି ଇଶ୍ୱର ଆମକୁ ପ୍ରୋଛାହନ କରୁଛନ୍ତି !ଏଲିୟଙ୍କ ସଦୃଶ୍ୟ ଏତିକି ହିଁ ଯଥେଷ୍ଟ ବୋଲି କହିବା ଅବସ୍ଥା ଆମଠି ରହିଥାଇ ପାରେ !କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କୁ ଦେଖି କହନ୍ତି , "ତୁମ୍ଭ ଶକ୍ତି ଅନୁସାରେ ତୁମ ଯାତ୍ରା ପ୍ରସ୍ତୁତ ହୋଇଅଛି, ତୁମ୍ଭେ ଉଠ" !ପାଉଲ ଆମକୁ ସତର୍କ କରନ୍ତି,କେହି ନମ୍ରତା ଓ ଦୂତମାନଙ୍କ ପୂଜାରେ ସନ୍ତୋଷ ପାଇ ଦର୍ଶନରେ ଦେଖିଥିବା ବିଷୟଗୁଡ଼ିକ ଅନୁସନ୍ଧାନ କରି ଓ ଆପଣା ସାଂସାରିକ ମନ ଦ୍ୱାରା ବୃଥା ଗର୍ବିତ ହୋଇ ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କୁ ନ ଧରି ପୁରସ୍କାରରୁ ତୁମ୍ଭମାନଙ୍କୁ ବଞ୍ଚିତ ନ କରୁ !ଆମ୍ଭମାନଙ୍କୁ ଦେଖି ପରମେଶ୍ୱର ଏପରି କହନ୍ତି, ବିଶ୍ୱାସର ସହିତ ପ୍ରତିଯୋଗିତା ଆରମ୍ଭ କର !ହଁ ମୁଁ ବୃଥାରେ ଦୌଡିଲି, ବୃଥାରେ ଚେଷ୍ଟା କଲି !ଏପରି ଆଲୋଚନା ନ କରି ଖ୍ରୀଷ୍ଟଙ୍କ ଆଗମନରେ ଆମକୁ ଆନନ୍ଦିତ ହୁଏ !ଆମେନ୍ !

- ପି. ଜେକେବ ଶଙ୍କର

 

ପ୍ରାର୍ଥନା ଅନୁରୋଧ :-

ଏହି ମାସସାରା ହେବାକୁ ଥିବା ସେବାକାର୍ଯ୍ୟରେ ସଦାପ୍ରଭୁ ପରମେଶ୍ୱରଙ୍କ ହସ୍ତ ସହବର୍ତ୍ତୀ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet jojobet jojobet jojobet holiganbet tambet grandpashabet betgit radissonbet