Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-03-2023
Share:

By Village Missionary Movement

Thursday, 02-Mar-2023

ଆଜିର ବାକ୍ୟ (Oriya) 03-03-2023

 

ପ୍ରାଣ ଦାନ ପ୍ରେମ

 

“ଆପଣା ବନ୍ଧୁମାନଙ୍କ ନିମନ୍ତେ ନିଜ ପ୍ରାଣ ଦାନ କରିବା ଅପେକ୍ଷା କାହାରି ଆଉ ଅଧିକ ଶ୍ରେଷ୍ଠ ପ୍ରେମ ନାହିଁ।“ - ଯୋହନ 15:13

           

1872 ମସିହାରେ ଜନ୍ମ ଗ୍ରହଣ କରିଥିବା ଯୋହନ ହର୍ବାର ତାଙ୍କ ତେର ବର୍ଷ ବୟସରେ ସେ ଯୀଶୁଙ୍କୁ ଗ୍ରହଣ କଲା !ତାହାଙ୍କର ବିବାହ ହୋଇ ଚାରି ବର୍ଷରେ ହିଁ ତାର ସ୍ତ୍ରୀ ମୃତ୍ୟୁବରଣ କଲା !ତାହାଙ୍କର ନିନା ନାମକ ଜଣେ ଝିଅ ଥିଲା !ପ୍ରଭୁଙ୍କର ସେଵା କରୁଥିବା ହର୍ବାର ମୋଡି ପ୍ରସଙ୍ଗର ଦେବାଳୟକୁ ପ୍ରଚାର ନିମନ୍ତେ ଚିକଗୋକୁ ଆମନ୍ତ୍ରଣ ହୋଇଥିଲା !ସେଥିପାଇଁ 1912 ମସିହାର ଏପ୍ରିଲ 12 ତାରିଖରେ ସେ ଏବଂ ତାଙ୍କ ଝିଅ ଟାଇଟନିକ ଜାହାଜରେ ଯାତ୍ରା କଲେ !ଅଚାନକ ସେହି ଜାହାଜଟି ବରଫ ପର୍ବତକୁ ଧୋକା ଦେଇ ସମୁଦ୍ରରେ ବୁଡି ଯିବାକୁ ଲାଗିଲା !ସେତେବେଳେ ସେ ତାର ଝିଅକୁ ଜୀବନ ରକ୍ଷା ସାହାଯ୍ୟକାରୀ ଡ଼ଙ୍ଗାରେ ଛଡାଇ କହିଲା, ଦିନେ ମୁଁ ତୁମକୁ ସାକ୍ଷାତ କରିବି, ଏହା କହି ପଠାଇ ଦେଲା !ସେ ମଧ୍ୟ ଯିବା ନିମନ୍ତେ ସ୍ଥାନ ଥିବାବେଳେ ସେହି ସ୍ଥାନରେ ଅନ୍ୟମାନଙ୍କୁ ଛଡାଇଲା !ଶେଷରେ ମୃତ୍ୟୁମୁଖରେ ଥିବା ଲୋକଙ୍କ ନିକଟକୁ ଆସି, ସ୍ତ୍ରୀ, ଛୋଟ ପିଲାମାନେ ଏବଂ ପରିତ୍ରାଣ ପାଇ ନ ଥିବା ଲୋକେ ପ୍ରଥମେ ସାହାଯ୍ୟକାରୀ ଡ଼ଙ୍ଗାରେ ଚଡ଼ନ୍ତୁ ବୋଲି କହୁଥିବା ବେଳେ ସେହି ଡ଼ଙ୍ଗା ବୁଡିବାକୁ ଯାଉଥାଏ !ଡ଼ଙ୍ଗାରେ ଥିବା ଯାତ୍ରୀମାନେ ତଳେ ଥିବା ବରଫ ପାଣିରେ ଡେ଼ଇବାକୁ ଆରମ୍ଭ କଲେ !ସେମାନଙ୍କ ମଧ୍ୟରେ ହର୍ବାର ଜଣେ ଅଟେ !

            

ସେହି ଶୀତକାକରରେ ମଧ୍ୟ ହର୍ବାର, ଲୋକମାନେ ସେହି ଶୀତରେ ମରିବା ପୂର୍ବରୁ ସେମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ କଢାଇ ନେବାକୁ ଆରମ୍ଭ କଲା !ସେତେବେଳେ ଜଣେ ଯୁବକ ସେଠାରେ ଥିବା ଏକ କାଠ ଫାଳିଆରେ ଚଡି ଖସି ଯିବାକୁ ସଂଗ୍ରାମ କରୁଥିବା ହର୍ବାର ଦେଖିଲା !ସେହି ଯୁବକକୁ ହର୍ବାର ପଚାରିଲା, କ'ଣ ତୁମେ ପରିତ୍ରାଣ ପାଇଲ କି ? ସେହି ଯୁବକ କହିଲା ନାହିଁ !ସଙ୍ଗେସଙ୍ଗେ ହର୍ବାର ସେ ପିନ୍ଧିଥିବା ଲାଇଫ ଜ୍ୟାକେଟ କାଡି ସେହି ଯୁବକକୁ ଦେଇ କହିଲା, ଏହା ମୋ ଅପେକ୍ଷା ତୁମକୁ ହିଁ ଆବଶ୍ୟକ ବୋଲି, ସେହି ଯୁବକକୁ ସତ୍ୟ ବିଷୟରେ ଉପଦେଶ ଦେଇ ଖ୍ରୀଷ୍ଟଙ୍କ ନିକଟକୁ କଢ଼ାଇଲା !ଜାହାଜରେ ଥିବା 1528 ଜଣଙ୍କ ମଧ୍ୟରେ କେବଳ ଛଅ (୬ )ଜଣ ହିଁ ଉଦ୍ଧାର ହେଲେ !ସେମାନଙ୍କ ମଧ୍ୟରେ ସେହି ଯୁବକ ଜଣେ !ଚାରି ବର୍ଷ ପରେ ସେହି ଛଅ ଜଣ ଏକ ସମାବେଶରେ ଉପସ୍ଥିତ ହେବାବେଳେ ସେହି ଯୁବକ ଠିଆ ହୋଇ ସେ ପାଇଥିବା ଅନୁଭୂତିକୁ, ହର୍ବାର କିପରି ସେହି ବରଫ ପାଣିରେ ସୁସମାଚାର ପ୍ରଚାର କଲା, ସେ ପହଁରି ନ ପାରି ଦୁର୍ବଳ ହେବା, ହର୍ବାର ପାଣିରେ ବୁଡିଯିବା ସମୟରେ, ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ରଖନ୍ତୁ, ସେବେ ତୁମେ ପରିତ୍ରାଣ ପାଇବ ବୋଲି ଚିତ୍କାର କରି କହିବା, ପାଣିରେ ବୁଡିଯିବା, ଏହି ସମସ୍ତ ବିଷୟରେ କାନ୍ଦିକାନ୍ଦି କହିଲା !ଏହି ଅଦ୍ଭୁତ ବ୍ୟକ୍ତିର କ୍ରିୟା ଗୁଡିକ ହୋଲିଉଡ଼ ଚଳଚିତ୍ରରେ କାଢିନ ଥାଇ ପାରନ୍ତି!କିନ୍ତୁ ତାହାକୁ ନିଶ୍ଚୟ ସ୍ୱର୍ଗ ରାଜ୍ୟରେ ଉତ୍ତର ମିଳିବ !

         

ଯୀଶୁଖ୍ରୀଷ୍ଟ ମଧ୍ୟ ଆମ୍ଭମାନଙ୍କୁ ପ୍ରେମ କରି ତାହାଙ୍କ ପ୍ରାଣ ଆମ୍ଭ ନିମନ୍ତେ ଅର୍ପଣ କଲେ !ଇଶ୍ୱରପୁତ୍ର ହୋଇଥିବା ବେଳେ, ଆମ୍ଭ ନିମନ୍ତେ ତାଙ୍କ ଜୀବନ ଦେଇ, ତାହାଙ୍କ ନିଷ୍କଳଙ୍କ ରକ୍ତକୁ ଝରାଇ, ଆମ୍ଭଙ୍କୁ ପରିତ୍ରାଣ ବିନାମୂଲ୍ୟରେ ଦେଇଥିବା ସେ ସଦାବେଳେ ସୁପର ହୀରୋ ଅଟେ !ତାହାଙ୍କ ଠାରେ ବିଶ୍ୱାସ ରଖି ତାହାଙ୍କ ନିମନ୍ତେ ପରିତ୍ୟାଗ କରିଥିବା ପ୍ରତ୍ୟେକ ଜଣ ହୀରୋ ଅଟନ୍ତି !

- ଭାଇ ଭାଗ୍ୟାନାଦମ

 

ପ୍ରାର୍ଥନା ଅନୁରୋଧ :-

ଆନ୍ଧ୍ରପ୍ରଦେଶରେ ଚର୍ଚ୍ଚ ନିର୍ମାଣ କାର୍ଯ୍ୟ ଗୁଡିକୁ ଆବଶ୍ୟକ ହେଉଥିବା ଆର୍ଥିକ ସହାୟତା ପାଇବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet