Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 04-03-2023
Share:

By Village Missionary Movement

Friday, 03-Mar-2023

ଆଜିର ବାକ୍ୟ (Oriya) 04-03-2023

 

ବିପଦର ଆଲୁଅ ଜଳାଇଲା,କିନ୍ତୁ 

 

“ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଇସ୍ରାଏଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିଯୁକ୍ତ କରିଅଛୁ; ଏହେତୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମରେ ସେମାନଙ୍କୁ ଚେତନା ଦିଅ।“ - ଯିହିଜିକଲ 3:17

             

ରେଳଗାଡି ଯାତାୟତ କରୁଥିବା ଲୁହା ପଥରେ ଗୋଟିଏ ମାର୍ଗରୁ ଅନ୍ୟ ମାର୍ଗକୁ ଯିବା ନିମନ୍ତେ ଲେବଲ କ୍ରସିଂଙ୍ଗ ଫାଟକ ଥାଏ !ସେଠାରେ ରେଳଲାଇନ ଫାଟକ ଜଗୁଆଳି ଅଛନ୍ତି !ଯଦି କୌଣସି ବିପଦ ଆସିବା ପରି ହେଲେ ଦିନରେ ଲାଲ ରଙ୍ଗ ପତାକା ଏବଂ ରାତିରେ ଲାଲ ରଙ୍ଗ ଆଲୁଅ ଦେଖାଇ ସତର୍କ କରନ୍ତି !

         

ଏପରି ଦିନେ ଲେବଲ କ୍ରସିଂଙ୍ଗରେ ଏକ ବଡ଼ ବିପଦ ଘଟିଲା !ଅନେକ ଲୋକେ ମୃତ୍ୟୁବରଣ କଲେ !ତେଣୁକରି ବିଚାରଣ କରାଗଲା !ଜଗୁଆଳି ମାନଙ୍କୁ ଡାକରା ହେଲା !ଦୁର୍ଘଟଣା ସମୟରେ ଜଗୁଆଳିମାନେ ସେଠାରେ ଥିଲେ କି ? ଲାଲ ରଙ୍ଗ ଆଲୁଅ ଦେଖାଇଲେ କି ?ଏମିତି ଅନେକ ପ୍ରଶ୍ନ ବିଚାରପତି ପଚାରିଲେ !ଜଗୁଆଳି କହିଲା,ଯେକୌଣସି ପ୍ରଶ୍ନ ପଚାରିଲେ ମଧ୍ୟ ମୁଁ ସେଠାରେ ହିଁ ଥିଲି, ଲାଲ ଆଲୁଅ ଦେଖାଉ ଥିଲି !ଅନେକ ଦିନ ପରେ ବିଚାର ଶେଷ ହୋଇଗଲା !

         

କିଛିଦିନ ବିତିଲା ପରେ ସେହି ଜଗୁଆଳି ତାର ବନ୍ଧୁଙ୍କ ସହ କହିଲା,ତୁମେ ଆଲୁଅ ଜଳାଇଲ ତ, ସେବେ ସେହି ଆଲୁଅ ଜଳିଲା କି ? ପଚାରିଲେ କଣ ଉତ୍ତର ଦେବି ବୋଲି ବହୁତ ଭୟ କଲି !କିନ୍ତୁ ସେ ସେହି ପରି ପଚାରି ନାହାନ୍ତି !

           

ଜଗୁଆଳି ନିୟମ ଅନୁଯାୟୀ ଆଲୁଅ ଜଳାଇଲା, କିନ୍ତୁ ତାହାର ଆବଶ୍ୟକ ସତର୍କତାର ଆଲୁଅ ସେଠାରେ ନ ଥିଲା !ତାହା ମାତ୍ର କେବେ ଆଲୁଅ ଅଟେ !ଆଲୁଅ ନ ଥିବା ଲାଇଟ ହେତୁ ସେହି ଦୁର୍ଘଟଣା ଘଟିଲା !

           

ହେ ଦେଶ ଜଗୁଆଳି ଗଣ, ପରମେଶ୍ୱରଙ୍କ ଜନତା ଗଣ, ପ୍ରଭୁଙ୍କର ସେବକ ଗଣ, ଆମ୍ଭ ଜୀବନ ଆଲୋକିତ ହୋଇ ପ୍ରକାଶିତ ହେବା ଦୀପ ସଦୃଶ୍ୟ ଅଛି କି ? ନା ସେହି ଜଗୁଆଳିର ଆଲୋକ ସଦୃଶ୍ୟ ଆଲୋକିତ ନ ହୋଇ ରହିଛି ? ଆମ ସେଵା କାର୍ଯ୍ୟ ହେଉଛି ଯୀଶୁଖ୍ରୀଷ୍ଟଙ୍କର ରକ୍ତ ସକଳ ପାପରୁ ମୁକ୍ତ କରି, ଆମ୍ଭମାନଙ୍କୁ ଶୁଦ୍ଧଚିତ ହେବ, ଏହି ସମ୍ବାଦ ନ ଥିବା ସେଵା କାର୍ଯ୍ୟ ସଦୃଶ୍ୟ ଅଛି କି ? ସେହି ଜଗୁଆଳି ଲାଲ ଆଲୁଅ ନ ଥାଇ ହିଁ ସେହି ଆଲୁଅକୁ ଜଳାଇଲା ସଦୃଶ୍ୟ, ଯୀଶୁଖ୍ରୀଷ୍ଟଙ୍କର ରକ୍ତ ଦ୍ଵାରା ପାପ କ୍ଷମା ପ୍ରସାର ନକରିବା ବିଧାନ ସୁସମାଚାର ପ୍ରସାରଣ କରିବା ପ୍ରଭୁଙ୍କର ସେଵା କାର୍ଯ୍ୟ ହେବ କି ?

       

ଆଜି ଆମେ ଆଲୋଚନା କରିବା, ସଜାଡ଼ିବା !ପ୍ରଭୁଙ୍କର ରାଜ୍ୟ ସେବାକୁ ନ୍ୟାୟରେ କରିବା !ଅତିଉତ୍ତମ ସେବକ ବୋଲି ଯୀଶୁଖ୍ରୀଷ୍ଟ ଆମକୁ ପ୍ରଶଂସା କରିବେ !କେତେ ମହାନ ଆନନ୍ଦ ଅଟଇ !

- ଏସ. ବେର୍ଲିନ ସେଲବାଇ

 

ପ୍ରାର୍ଥନା ଅନୁରୋଧ :-

ସଙ୍ଗେସଙ୍ଗେ ଏକଲକ୍ଷ ସୁସମାଚା ପତ୍ରିକା ମୁଦ୍ରଣର ଆବଶ୍ୟକ ଅଛି, ଏଥିନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet