Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-03-2023
Share:

By Village Missionary Movement

Sunday, 12-Mar-2023

ଆଜିର ବାକ୍ୟ (Oriya) 12-03-2023

 

ଉତ୍ତମ କର୍ମର ଫଳ ନିଶ୍ଚିତ 

 

“ଆମ୍ଭେମାନେ ଉତ୍ତମ କର୍ମ କରିବାରେ କ୍ଲାନ୍ତ ନ ହେଉ; କାରଣ କ୍ଳାନ୍ତ ନୋହିଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବା ।“ - ଗାଲାତୀୟ 6:9

          

ହାଲୋ ପିଲାମାନେ କେମିତି ଅଛ ? ଖାଇଲ କି ? ଉତ୍ତମ ଭାବେ ଶୋଇଲ କି ? ସଠିକ ସମୟରେ ଖାଇବା ଉଚିତ, ରାତ୍ରି ସମୟରେ ବହୁତ ସମୟ ଅନିଦ୍ରା ହୋଇ ନ ରହି ଯଥାଶୀଘ୍ର ଶୋଇବା ଉଚିତ !ସେତେବେଳେ ହିଁ ବିଦ୍ୟାଳୟକୁ ଭଲ ରୂପେ ଯାଇ ପାରିବା,ଠିକ ଅଛିତ !

           

ବର୍ତ୍ତମାନ ଏକ କାହାଣୀ ଶୁଣିବା କି, ଷଷ୍ଠ ଶ୍ରେଣୀ ପଡୁଥିବା ବିଦ୍ୟାର୍ଥୀ ମାନଙ୍କୁ ରୋଶ ମେରୀ ନାମକ ଶିକ୍ଷୟତ୍ରୀ ହେଉଛନ୍ତି ଶ୍ରେଣୀ ଶିକ୍ଷକ ଅଟେ !ଏହି ଶିକ୍ଷୟତ୍ରୀ କେବଳ ପାଠ ପଢାଇବାକୁ ହିଁ ନୁହେଁ, ଜୀବନରେ ଉପଯୋଗୀ ହେବା ଉତ୍ତମ ବିଷୟ ଗୁଡିକ ଶିକ୍ଷା ଦିଏ !ତୁମ୍ଭେ ଜାଣିଥିବା ବ୍ୟକ୍ତି ହେଉ ଅବା ଅଜଣା ବ୍ୟକ୍ତି ହେଉ, ତୁମ୍ଭଙ୍କୁ ଛୁଇକି କଥା ହେଲେ ସୁଧା, ତାଙ୍କ କୋଳରେ ବସାଇ କଥା ହେଲେ ସୁଧା ଆପଣ ଦୂରରେ ରଖିବା ଉଚିତ ବୋଲି କେବଳ କହିବା ହିଁ ନୁହେଁ, ଆଉ ଅଧିକ ଖେଳ ପ୍ରସ୍ତୁତ କରି ଖେଳିବାକୁ କହେ !ସମସ୍ତ ପିଲାମାନଙ୍କୁ ସେହି ଶିକ୍ଷୟତ୍ରୀ କହିଲେ ବହୁତ ଇଚ୍ଛା !ସେ ଦିନ ଖେଳ ପିରିୟଡ଼ ଅସିଲା !ସବୁ ପିଲାମାନେ ଅତି ଆନନ୍ଦରେ ଖେଳୁଥାନ୍ତି !ରୋଶ ମେରୀ ଶିକ୍ଷୟତ୍ରୀ ସବୁ ପିଲାଙ୍କୁ ବେଲୁନ ଦେଲେ !ତୁମ୍ଭ ମାନଙ୍କୁ ମଧ୍ୟ ବେଲୁନ କହିଲେ ବହୁତ ଇଚ୍ଛା ତ !ଶିକ୍ଷୟତ୍ରୀ କହିଲା, ସମସ୍ତେ ବେଲୁନକୁ ପୁଙ୍କ !ଶିକ୍ଷୟତ୍ରୀ କହିବା କ୍ଷଣି ସମସ୍ତେ ବେଲୁନକୁ ପୁଙ୍କି ଗଣ୍ଠି କରିଦେଲ !ଆଉ କହିଲେ, ସମସ୍ତେ ସେହି ବେଲୁନ ଉପରେ ନିଜନିଜର ନାମ ଲେଖ !ସବୁ ପିଲାମାନେ ଅତି ତରତରରେ ନାମ ଗୁଡିକ ଲେଖି ଦେଲେ !

             

ଶିକ୍ଷୟତ୍ରୀ ପଚାରିଲେ, ଏବେ ତୁମ୍ଭେମାନେ କଣ କରିବାକୁ ଯାଉଛ ଜାଣିଛ କି ? ଏହା ପଚାରିବାରୁ ସବୁ ପିଲାମାନେ ନିଃଶବ୍ଦରେ ଅନୁଧ୍ୟାନ କରୁଥାନ୍ତି !ବିଜୟୀ ହେବାର ଆଶା ସମସ୍ତଙ୍କ ଠାରେ ଥିବତ ? ତେବେ ଶିକ୍ଷୟତ୍ରୀ କହିଲା, ତୁମ ବେଲୁନର ଗଣ୍ଠିକୁ ଫିଟାଇ ଏହି ଟେବୁଲ ଉପରେ ରଖ !ବେଲୁନ ଠାରୁ ପବନ ବାହାରକୁ ଆସିବା ପରେ ସମସ୍ତଙ୍କ ବେଲୁନ ଛୋଟ ହୋଇଗଲା !ବର୍ତ୍ତମାନ ବହୁତ ଆଗ୍ରହ ଥିବ, ଶିକ୍ଷୟତ୍ରୀ କହିଲେ,ପବନରେ ଉଡି ଏଠିସେଠି ପଡ଼ିଥିବା ବେଲୁନ ଗୁଡିକରେ ତୁମ୍ଭ ନାମ ଲେଖା ଥିବା ବେଲୁନକୁ ଖୋଜି ବାହାର କର !ଖୋଜୁଥିବା ପ୍ରତ୍ୟେକ ଜଣ ଅନ୍ୟ ନାମ ଥିବା ବେଲୁନଟି ଦେଖି, ପୁନର୍ବାର ତାହା ତଳେ ପିଙ୍ଗି ଦେଉଥାନ୍ତି !ସେତେବେଳେ ଶିକ୍ଷୟତ୍ରୀ ଗୋଟେ ଧାରଣା ଦେଲା !ଅନ୍ୟର ନାମ ଥିବା ବେଲୁନ ପାଇଲେ ତାହା ଯାହାର ନାମ ଅଛି ତାକୁ ଦିଅ !ଏପରି ସମସ୍ତେ କରିଲେ ସେମାନଙ୍କ ବେଲୁନ ତାଙ୍କ ନିକଟକୁ ଆସିଯିବ !ସୁପର ମେମ ବୋଲି ସବୁ ପିଲାମାନେ କର ତାଳି ଦେଲେ !ଅନ୍ୟର ଆବଶ୍ୟକକୁ ତୁମ୍ଭେ କଲେ, ତୁମ୍ଭର ଆବଶ୍ୟକ ତୁମକୁ ମିଳିବ !ଏହି ଉତ୍ତମ ପାଠ ଶିକ୍ଷା ଦେଇ ଥିବା ରୋଶ ମେରୀ ଶିକ୍ଷୟତ୍ରୀଙ୍କ ପାଠ ଆଜି ଆମକୁ ମଧ୍ୟ ଉପଯୋଗ ହେଉଛିତ !ରୋଶ ମେରୀ ମେମଙ୍କ ନିମନ୍ତେ ଧନ୍ୟବାଦ ଯୀଶୁ କହିବା କି ?

           

କଣ ପିଲାମାନେ, ଅନ୍ୟକୁ ସାହାଯ୍ୟ କରିବାକୁ ଇଚ୍ଛା କରୁଛ କି ? ଯୀଶୁ ମଧ୍ୟ ତୁମ୍ଭଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହୋଇ ଅଛନ୍ତି !ପିଲାମାନେ ଖୁସିରେ ଅଛ କି ?

- ଭଉଣୀ ଦେବୋରା

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino