Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 13-03-2023
Share:

By Village Missionary Movement

Monday, 13-Mar-2023

ଆଜିର ବାକ୍ୟ (Oriya) 13-03-2023

 

ବୋଝର କୃଶ

 

"…କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ" - ମାର୍କ 8:34

          

ଦିନେ ରାତିରେ ପିତର ମନ ଦୁଃଖରେ ଶୋଇଲା !ସେଦିନ ରାତିରେ ଗୋଟିଏ ସ୍ବପ୍ନ ଅସିଲା !ସେହି ସ୍ବପ୍ନରେ ସେ ଏକ କୃଶକୁ ବୋହି କାନ୍ଦିକାନ୍ଦି ଚାଲିଚାଲି ଯାଉଛି !ଦୁଇଟି ବଡ଼ବଡ଼ ପର୍ବତ ମଧ୍ୟରେ ଥିବା ରାସ୍ତା ପାର୍ଶ୍ୱରେ ଇଚ୍ଛା ଅନୁସାରେ ନିର୍ମାଣ କରି ଥିବା ଏକ ବଡ଼ କୃଶର ମାର୍ଗରେ ଗୋଟିଏ ପର୍ବତରୁ ଅନ୍ୟ ଏକ ପର୍ବତକୁ ଗଲା !

            

ମୁଁ ଏହି କୃଶକୁ ବୋହି ପାରୁନାହିଁ !ମୁଁ କାହିଁକି ଏହି ଜଗତରେ ଜନ୍ମ ହେଲି ? ଏହି କୃଶ କାହିଁକି ? ଏପରି ଅନେକ ପ୍ରଶ୍ନ ତାଙ୍କ ମନରେ ଉଙ୍କିମାରି ଚାଲୁଥିବା ସମୟରେ, ତାଙ୍କ କାନକୁ ଏକ ପ୍ରେମରେ ପରିପୂର୍ଣ୍ଣ ସ୍ୱରଟି ଏପରି ଶୁଣାଗଲା, ପିତର ଏହିଦେଖ ଏହି ପର୍ବତରେ ଦେଖା ଯାଉଥିବା ସେହି ବଡ଼ ବଖରାରେ ତୁମ କୃଶକୁ ନେଇ ରଖ !ସେ ଆଲୋଚନା କରିକରି ସେହି ବଖରାକୁ ଯିବାରୁ, ସେ ଦେଖିଲା ସେହି ବଖରାରେ ଅନେକ କୃଶ ଥିଲା !

            

ତାହାକୁ ପୁନର୍ବାର ସେହି ସ୍ୱର ହିଁ ଶୁଣିବା ଆରମ୍ଭ ହେଲା !ଦୁଇଟି ପର୍ବତ ମଧ୍ୟରେ ଥିବା କୃଶ ମୁଁ ବହନ କଲି, ତାହାକୁ ସହଜରେ ପହଞ୍ଚାଇଲ ତ, ବର୍ତ୍ତମାନ ଏହି ବଖରାରେ ଥିବା କୃଶ ମାନଙ୍କ ମଧ୍ୟରେ ତୁମ କୃଶ ଚିହିଁକି ଦେଖ, କେଉଁ କୃଶ ମହାନ ଅଟେ !ସେ ଯେବେ ଦେଖିଲା, ସମସ୍ତ କୃଶରୁ ତାହାର କୃଶ ବିଶେଷତ୍ୱ ହୋଇଥିବା ଦେଖି ଲଜ୍ୟାରେ ମୁଣ୍ଡ ତଳକୁ କଲା !ସେତେବେଳେ ହିଁ ସେ ଜାଣି ପାରିଲା, ତାହା ଯୀଶୁବାପାଙ୍କ ସ୍ୱର ଅଟେ !

               

ଆମ୍ଭେ ମଧ୍ୟ ଜୀବନରେ ପ୍ରତ୍ୟେକ ଦିନ ତାଡନା, ସଂଗ୍ରାମ, ସଂକୀର୍ଣ୍ଣ, ଅଭାବ ହେବା ବେଳେ, କେବଳ ଆମକୁ ହିଁ ବଡ଼ ବୋଝ ବୋଲି ଦୁଖୀ ହୋଇ ଯୀଶୁଙ୍କ ଠାରେ ଥିବା ବିଶ୍ୱାସକୁ ହରାଉ ଅଛୁ !ହେଲେମଧ୍ୟ କୃଶରେ ଆଜି ପର୍ଯ୍ୟନ୍ତ ଆମ ସମସ୍ତଙ୍କ ବୋଝ ସହ୍ୟ କଲେ !ପିତାଙ୍କ ନିକଟକୁ ପ୍ରବେଶ କରିବାକୁ ମାର୍ଗ ପ୍ରସ୍ତୁତ କଲେ !ତେଣୁକରି ଆମେ ଦୟା ପାଇ ଉପଯୁକ୍ତ ସାହାଯ୍ୟ ନିମନ୍ତେ କୃପା ପାଇଲା ପରି ଧୌର୍ଯ୍ୟରେ କୃପାର ଆସନ ନିକଟକୁ ପହଞ୍ଚିବା !

           

ପିତରଙ୍କ ସଦୃଶ୍ୟ ନ ରହି,ବୋଝର କୃଶ ବୋଲି ଭାବନା ନ କରି, ମୋ କୃଶର ବୋଝ ମୋ ଯୀଶୁ ବହନ କରି, ମୋତେ ମୁକ୍ତି ଦେଲେ, ଏହି ବିଶ୍ୱାସରେ ଆମ୍ଭ ନିମନ୍ତେ ନିର୍ମାଣ କରିଥିବା ବିଶ୍ୱାସର ଧୌଡରେ ଧୌର୍ଯ୍ୟର ସହିତ ଧାଇବାକୁ ସଦାପ୍ରଭୁଙ୍କ କୃପା ଅନୁଗ୍ରହ କରନ୍ତୁ !ଆମେନ୍ !

- ଶ୍ରୀମତୀ ଜୟନ୍ତୀ ଭାଗ୍ୟାନାଦନ

 

ପ୍ରାର୍ଥନା ଅନୁରୋଧ :-

ଆନ୍ଦ୍ର ପ୍ରଦେଶ, ଓଡିଶା, କର୍ଣ୍ଣାଟକ, ଏବଂ ଛତିଶଗଡ ରାଜ୍ୟରେ ଗୁଡିକରେ, ସେଵାକାର୍ଯ୍ୟ ସ୍ଥାନରେ ସଦାପ୍ରଭୁଙ୍କର ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom grandpashabet perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino matbet