Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-03-2023
Share:

By Village Missionary Movement

Tuesday, 14-Mar-2023

ଆଜିର ବାକ୍ୟ (Oriya) 14-03-2023

 

ଯୀଶୁଙ୍କର ପ୍ରହାରରେ ଆମ୍ଭମାନଙ୍କ ସୁସ୍ଥତା ହେଉଅଛୁ

 

“ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ; ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ।“ - ଯିଶାଇୟ 53:5

              

ସେ ଦିନ ଥିଲା ଏଷ୍ଟେର ରବିବାର !ଜଣେ ପାଳକ ପୁରୁଣା ପିଞ୍ଜରା ଚର୍ଚ୍ଚକୁ ଆଣି, ପୁଲପିଟରେ ରଖିଲା !ଚର୍ଚ୍ଚରେ ଥିବା ସମସ୍ତେ ଆବାକ ହୋଇ ଦେଖିଲେ !ସେମାନଙ୍କୁ ଦେଖିବା କ୍ଷଣି ପାଳକ ପ୍ରସଙ୍ଗଟି ଆରମ୍ଭ କଲା !ମୁଁ ଚର୍ଚ୍ଚକୁ ଆସୁଥିବା ବେଳେ ଜଣେ ଛୋଟ ବାଳକ ଏହି ପିଞ୍ଜରାକୁ ଧରିକି ଆଣୁଥିଲା !ମୁଁ ଦେଖିଲି ସେହି ପିଞ୍ଜରାରେ ତିନୋଟି ଚଢେଇ ଭୟଭିତ ହୋଇ ଥିବା !ମୁଁ ସେହି ଛୋଟ ବାଳକକୁ ପଚାରିଲି ସେଠାରେ କଣ ଅଛି ? ସେ ଉତ୍ତର କଲା, ତାହା ତିନୋଟି ବୃଦ୍ଧ ଚଢେଇ !ମୁଁ ପଚାରିଲି, ଏହା ସହ କଣ କରିବୁ ?ସେ ହସିହସି କହିଲା, ଏହାକୁ ଘରକୁ ନେଇ ଖେଳିବି !ସେମାନଙ୍କ ଢେନାକୁ ବାହାର କରି, ସେମାନଙ୍କ ମଧ୍ୟରେ ଝଗଡା କରାଇ, ସେମାନେ ଝଗଡା ହେଉଥିଲେ ମୁଁ ତାହା ଦେଖିବି !ଶେଷରେ ମୁଁ ଯେଉଁ ବିଲେଇକୁ ପୋଶୁଛି ତାହାକୁ ଖାଦ୍ୟ ରୂପେ ଦେବି !ତେବେ ମୁଁ କହିଲି,ପୁଅ ଏହାକୁ ମୋତେ ପଇସାରେ ଦେଇ ପାରିବୁ କି ବୋଲି ମାଗିଲି !ତେବେ ସେ ବାଳକ କହିଲା, ଏହା ସାଧାରଣ ଚଢେଇ, ଏହା ଗୀତ ଗାଏ ନାହିଁ ଏବଂ ସୁନ୍ଦର ବି ନାହାନ୍ତି !ତେବେ ତାକୁ କହିଲି, ତୁମେ କେବଳ ତାହାର ମୂଲ୍ୟ ହିଁ କୁହ !ସେ କହିଲା ଏହା ଏକଶହ ଟଙ୍କା ହେବ !ମୁଁ ସେହି ଚଢେଇ ଓ ପିଞ୍ଜରାକୁ କ୍ରୟ କରି ଧୀରେଧୀରେ ଚାଲିଚାଲି ଆସୁଥିଲି !ସେ ଛୋଟ ବାଳକ ଟଙ୍କା ନେଇ ଚାଲିଗଲା !ମୁଁ ଚର୍ଚ୍ଚ ଭିତରେ ଥିବା ଗଛ ଉପରକୁ ଚଢେଇ ଗୁଡିକୁ ଉଡ଼ାଇ ଦେଲି !ଏପରି କହି ପ୍ରସଙ୍ଗଟି ଆରମ୍ଭ କଲା !

      

ଦିନେ ଏଦନ ଉଦ୍ୟାନରୁ ଆସିଥିବା ଶଇତାନ ଏବଂ ଯୀଶୁଖ୍ରୀଷ୍ଟ କଥୋପତନ କରୁଛନ୍ତି !ଶଇତାନ ଅହଂକାରରେ କହିଲା,ଯୀଶୁବାପା ମୁଁ ପୃଥିବୀ ସାରା ମୋ ଅଧିନକୁ ନେଇଗଲି !କିଏ ମୋତେ ବିରୋଧ କରି ପାରିବେ ନାହିଁ !ଛୋଟ ଓ ବଡ଼ ଭେଦଭାବ ନ ଥାଇ ସମସ୍ତଙ୍କୁ ମୁଁ ଆୟତ୍ତ କରି ଦେଲି !ଯୀଶୁ ମୃଦୁ ସ୍ୱରରେ ପଚାରିଲା, ସେମାନଙ୍କ ସହିତ କଣ କରିବୁ ? ଶଇତାନ କହିଲା,ଅ.. ହୋ.. ତାହାକି, ମୁଁ ସେମାନଙ୍କୁ କିପରି ଝଗଡା ହେବା, କିପରି ମଦ ପିଇବାକୁ ହେବ ଶିଖାଇବି !ସେତେବେଳେ ଯୀଶୁ ଅତି ବେଦନାରେ ଶଇତାନ ଆଡକୁ ଅନାଇ ଆଉ ଥରେ ପଚାରିଲା, ତାପରେ କଣ କରିବୁ !ସେଥିପାଇଁ ଶଇତାନ କହିଲା, ସେମାନଙ୍କୁ ଆତ୍ମ ହତ୍ୟା କରିବାକୁ ସଳଖରେ କଢାଇ ନେବି !ସେଥିପାଇଁ ଯୀଶୁ କହିଲା,କ୍ରୟ ହିସାବରେ ମୁଁ ତୁମକୁ କଣ ଦେଲେ ତୁମେ ସେମାନଙ୍କୁ ଛାଡି ଦେବୁ ?ସଙ୍ଗେସଙ୍ଗେ ଶଇତାନ କହିଲା, ବାପା ଏମାନେ ତୁମ୍ଭର ଆବଶ୍ୟକ ନାହିଁ, ଏମାନେ ଭଲ ମଣିଷ ନୁହନ୍ତି, ଏମାନେ ତୁମ୍ଭ ମୁଖରେ ଛେପ ଦେବେ, ତୁମ୍ଭକୁ ଅଭିଶାପ କରି, ଆଘାତ କରି କୃଶରେ ଝୁଲାଇବେ !ଏହି ସବୁ କଥାକୁ ଯୀଶୁ ନ ଶୁଣି ଶଇତାନକୁ ପଚାରିଲା, ତୁମକୁ କଣ ଦରକାର ତାହାହିଁ କୁହ !ଶଇତାନ ଯୀଶୁଙ୍କ ଆଡକୁ ଅଟହାସ୍ୟରେ ଦେଖି କହିଲା, ବାପା ତୁମ କ୍ରୟଧନ ହିସାବରେ, ତୁମ୍ଭ ସମସ୍ତ ଲୁହ, ତୁମ୍ଭ ଶରୀରର ସମସ୍ତ ରକ୍ତ ଦିଅ !ଖାଲି ଥିବା ପିଞ୍ଜରାକୁ ସେହି ମଣ୍ଡଳୀରେ ଥିବା ସମସ୍ତଙ୍କୁ ଦେଖାଇ ପ୍ରାର୍ଥନା କରିବା ପାଳକ ଆରମ୍ଭ କଲା !କୃଶରେ ଝରାଇ ଥିବା ରକ୍ତ ଦ୍ଵାରା ଯୀଶୁଖ୍ରୀଷ୍ଟ କ୍ରୟଧନକୁ ଦେଇ ଆମ୍ଭମାନଙ୍କୁ କିଣିଲେ !ଶଇତାନର ଶିକୁଳିରୁ ଆମ୍ଭମାନଙ୍କୁ ମୁକ୍ତି କରୁଛନ୍ତି !ଆମ୍ଭେ ଏହାକୁ ଜାଣି ପାରୁଛୁ କି ?

- ଭାଇ ବାଗ୍ୟା ନାଦନ

 

ପ୍ରାର୍ଥନା ଅନୁରୋଧ :- 

"ଆମେନ୍ ଗ୍ରାମୀଣ ଦୂରଦର୍ଶନ" ନିମନ୍ତେ ଆବଶ୍ୟକତା ଯୀଶୁଙ୍କ ନାମରେ ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino