Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 15-03-2023
Share:

By Village Missionary Movement

Wednesday, 15-Mar-2023

ଆଜିର ବାକ୍ୟ (Oriya) 15-03-2023

 

ଖ୍ରୀଷ୍ଟଙ୍କର ହସ୍ତ ଗୁଡିକ

 

“ଦେଖ, ଆମ୍ଭେ ଆପଣା ହସ୍ତଦ୍ୱୟର ପାପୁଲିରେ ତୁମ୍ଭର ଆକୃତି ଲେଖିଅଛୁ; ତୁମ୍ଭର ପ୍ରାଚୀର ସର୍ବଦା ଆମ୍ଭ ସମ୍ମୁଖରେ ଅଛି।“ - ଯିଶାଇୟ 49:16

           

ମସ୍ତିସ୍କର ଆଦେଶକୁ ସଫଳତା କରିବା କାର୍ଯ୍ୟ ହେଉଛି ହସ୍ତ !ବନ୍ଧୁମାନଙ୍କୁ ଆନନ୍ଦରେ କର ମର୍ଦ୍ଧନ କରିବା, ପ୍ରେମରେ ହସ୍ତ ପ୍ରସାରି ଆଲିଙ୍ଗନ କରିବା, ଲେଖିବା ଏପରି ହାତରେ ଅନେକ କାମ କରୁଛୁ !ହାତ ଗୁଡିକ ବନ୍ଦ ନ ହୋଇ କାମ କରୁହିଁ ଥାଏ !ହସ୍ତ ଗୁଡିକ ପରିଷ୍କାର କରି ରଖିବାହିଁ ଶାସ୍ତ୍ର ଦେଉଥିବା ଉପଦେଶ ଅଟେ !ହେ ସଦାପ୍ରଭୁ ପର୍ବତ ଉପରକୁ ଛାଡିବା ବ୍ୟକ୍ତି କିଏ ? ଦାଉଦ କହନ୍ତି,ତାହାଙ୍କ ପବିତ୍ର ସ୍ଥାନରେ ଛିଡା ହେବା ଲୋକ କିଏ ବ୍ୟର୍ଥ ଜାଗାରେ ମନ ଦିଅ ନାହିଁ, କପଟ ରୂପେ ସଫଥ କର ନାହିଁ, ନିର୍ଦ୍ଦୋଷ ହସ୍ତରେ, ସିଦ୍ଧତା ହୃଦୟରେ ଥିବା !

            

ହେ ପ୍ରଭୁଙ୍କର ସନ୍ତାନ ଯୀଶୁଖ୍ରୀଷ୍ଟଙ୍କ ହସ୍ତ ବିଷୟରେ ଅଳ୍ପ କିଛି ଧ୍ୟାନ କରିବା !ତାହାଙ୍କ ହସ୍ତ ମୃଦୁର ହସ୍ତ !ମାତ୍ର କଷ୍ଟସାଧ୍ୟ କାମକୁ ଭୟଭୀତ ନ ହେବା ହସ୍ତ !ବଢ଼େଇ କାମକୁ ଆଗ୍ରହ ସହକାରେ କରିଥିବା ହସ୍ତ ଅଟେ !ଆମ କାର୍ଯ୍ୟ ଆମେ ସଚ୍ଚୋଟତାରେ କରିବାକୁ ଉତ୍ସାହିତ କରିବା ହସ୍ତ !ଯୀଶୁଙ୍କର ହସ୍ତ ଛୋଟ ପିଲାମାନଙ୍କୁ ସ୍ବର୍ଶ କରିଥିବା ହସ୍ତ !ଲାଜାରକୁ ସ୍ବର୍ଶ କରି ଉଠ ବୋଲି ଉଠାଇ ଜୀବନ ଦେଇ ଥିବା ହସ୍ତ !ପିତରଙ୍କ ଶାଶୁଙ୍କୁ, କୁଷ୍ଠ ରୋଗୀ ମାନଙ୍କୁ, ଅଗଣନା ରୋଗରେ ପୀଡିତ ଥିବା ବ୍ୟକ୍ତି ମାନଙ୍କୁ ସୁସ୍ଥତା କରିଥିବା ଦୈବିକ ଶକ୍ତିର ହସ୍ତ !ଯୀଶୁଖ୍ରୀଷ୍ଟଙ୍କ ହସ୍ତରୁ ଉଭା ହେଉଥିବା କରୁଣା କେତେ ବଡ଼ ମହାନ ଅଟେ ! କେତେ ମଧୁର ଅଟଇ !

        

କାଳବରୀ ପଥରେ ଯୀଶୁଙ୍କ ହସ୍ତରେ କୃଶ ବୁହାଇବାକୁ ପଡିଥିଲା !ସେ ତାହାଙ୍କ ହସ୍ତରେ ସେହି ବୋଝକୁ ସହ୍ୟ କରି ପାରି ନ ଥିଲେ !ତାହାଙ୍କ ବଳ ଯୋଗୁ ସେହି ବୋଝର କୃଶକୁ ତାଙ୍କ ହସ୍ତକୁ ସହ୍ୟ କରି,ବହନ କରି, ଯିରୁଶାଲେମ ସାହିରେ ଚାଲିଲା !କେବଳ ସେକିକି ହିଁ କି, କୃଶରେ ତାହାଙ୍କ ହସ୍ତକୁ ଲୁହାର କଣ୍ଟାରେ ବାଢ଼ାଇଲେ !ଆମ ହସ୍ତରେ ଏକ ଛୋଟ କଣ୍ଟା ବାଜିଲେ ହିଁ ଆମେ ସହି ପାରିବା ନାହିଁ !ହାତ ଗୁଡିକ ଥରିଲା ବେଳେ ମଧ୍ୟ ଧୌର୍ଯ୍ୟରେ ସହ୍ୟ କଲେ !ହାତରେ ଥିବା ଶୀର ଗୁଡିକ ବ୍ୟଥାରେ ପରିପୂର୍ଣ୍ଣ ହୋଇଥିବ !ସେହି ବ୍ୟଥା ମୁଣ୍ଡ ପର୍ଯ୍ୟନ୍ତ ଯାଇ ମସ୍ତିଷ୍କ ସାରା ବ୍ୟଥା ହୋଇଥିବ !ସେ କାହିଁକି ତାଙ୍କ ହସ୍ତରେ ଲୁହାର କଣ୍ଟା ମାରିବାକୁ ସ୍ୱୀକାର କରିଛନ୍ତି ?

                 

ଯିଶାଇୟ ପ୍ରଭକ୍ତା କହନ୍ତି,ଦେଖ, ଆମ୍ଭେ ଆପଣା ହସ୍ତଦ୍ୱୟର ପାପୁଲିରେ ତୁମ୍ଭର ଆକୃତି ଲେଖିଅଛୁ !ପ୍ରଭୁଙ୍କର ସନ୍ତାନ ତୁମ୍ଭ ଭବିଷ୍ୟତ ତାହାଙ୍କ ହସ୍ତରେ ଅଛି !ତୁମ୍ଭଙ୍କୁ ସର୍ବଦା ଅନୁଧ୍ୟାନ କରିବାକୁ ତୁମ୍ଭଙ୍କୁ ସେ ତାଙ୍କ ପାପୁଲିରେ ଆକୃତି କରିଛନ୍ତି !ସେହି ପ୍ରଭୁଙ୍କର ପ୍ରେମ କେତେ ମହାନ ଅଟେ !

- ଶ୍ରୀମତୀ ଗ୍ରେସ ଜିୱାମାଣି

 

ପ୍ରାର୍ଥନା ଅନୁରୋଧ :-

ସୁସ୍ଥତା ଯୋଗାଉ ଥିବା ଆରାଧନାରେ ଅଂଶଗ୍ରହଣ କରିଥିବା ସାଙ୍ଗଗଣ ଆତ୍ମା ଓ ଶରୀରରେ ମୁକ୍ତି ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino