Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-03-2021
Share:

By Village Missionary Movement

Wednesday, 03-Mar-2021

ଆଜିର ବାକ୍ୟ (Oriya) 03-03-2021

ଆପଣା ଆଖିର କଡ଼ିକାଠ 

“ଆଉ କାହିଁକି ତୁମ୍ଭ ଭାଇର ଆଖିର ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କଡ଼ିକାଠ ଅଛି, ତାହା ଭାବି ଦେଖୁ ନାହଁ?” - ମାଥିଉ 7:3

ଏକ ପରିବାର ଗୋଟିଏ କୋଠାଘରର ଦ୍ୱିତୀୟ ମହଲରେ ବାସ କରିଆସୁଥାନ୍ତି !ଦୁଇ ଜଣ ସ୍ୱାମୀ ଓ ସ୍ତ୍ରୀ ମିଶି ତାଙ୍କ ଘରର କାଚ ଝରକା ନିକଟରେ ଚୌକି ଉପରେ ବସି ଚା' ପିଉଥାନ୍ତି !ସେତେବେଳେ ପଡୋଶୀ ଲୋକଙ୍କ ଶୁଖାଇ ଥିବା ଲୁଗା ଝରକା ଠାରୁ ତାଙ୍କର ଆଖିରେ ପଡିଲା !ସମସ୍ତ ଲୁଗା ମଇଳା ଦେଖା ଗଲା !ସ୍ତ୍ରୀ ସ୍ୱାମୀଙ୍କର ସହିତ କହିଲା, ଆମ ପଡୋଶୀଙ୍କର ଶୁଭ୍ରତା ନାହାନ୍ତି, ଲୁଗା କେତେ ମଇଳା ଅଛି ଦେଖି !ହଁ ଆମ ପରି ସଫା କୋଣସି ଘରରେ ନାହିଁ !ଏମାନେ କି ମଣିଷ, କହିଲେ ସ୍ତ୍ରୀ !କିଛି ସମୟ ପରେ ତାଙ୍କର ଘର କାମବାଲି ଆସି ଝରକାରେ ରହିଥିବା ମଇଳାକୁ ସଫା କଲା !ସ୍ତ୍ରୀ ଓ ପୁରୁଷର ବଡ଼ ଅପମାନ ହେଲା !କାରଣ ତାଙ୍କ ଝରକାର କାଚରେ ହିଁ ମଇଳା ଦେଖାଗଲା !ଲୁଗା ସଫା ହୋଇ ଥିଲା !

ପବିତ୍ର ବାଇବଲରେ (ମାଥିଉ :-7:1-5) ରେ ଅଦଭୂତ କାର୍ଯ୍ୟ ପଡୁଛୁ !ଆମ ଆଖିର କୋଡ଼ିକାଠ ଦେଖିବାକୁ ଯୀଶୁ ଆମକୁ ଉପଦେଶ ଦେଉଛନ୍ତି !ସବୁବେଳେ ଆମ ପାଖରେ ଥିବା ବଡ଼ ବଡ଼ ଭୁଲକୁ ବୁଝି ନ ପାରି ଯେପରି ହେଲେ ଅନ୍ୟ ଉପରେ ଦୋଷ ଲଦି ଦେବା ହେଉଛି ମଣିଷର ଭାବନା !ମାତ୍ର ଏହା ପବିତ୍ର ବାଇବଲ ବିରୋଧୀ !ଆମ ଠାରେ କୋଡ଼ିକାଠ ସଦୃଶ୍ୟ ଥିବା ସମସ୍ୟାକୁ ତାହାକୁ ଖାତିର ନ କରି ଅନ୍ୟର ଆଖିର କୁଟାକାଠିକୁ ବାହାର କରିବାକୁ ଆମେ ଚେଷ୍ଟା କରିବାକୁ ନାହିଁ !ଯୀଶୁଖ୍ରୀଷ୍ଟଙ୍କର ଉପଦେଶ କାର୍ଯ୍ୟକ୍ରମରେ ସମସ୍ତ ଋତୁ ସମ୍ବଦିତ ଅଟେ !ଆମ ପ୍ରତିଦିନ ଜୀବନରେ ସବୁବେଳେ ପ୍ରୟୋଜୟନ ଅଟେ !ଆମ ହାତର ବିଷ ଆଙ୍ଗୁଠି ଅନ୍ୟକୁ ଦେଖାଇବା ବେଳେ ଅନ୍ୟ ତିନୋଟି ଆଙ୍ଗୁଠି ଆମକୁ ଦେଖାଉଚି, ଏହା ଆମେ ଭୁଲିବାକୁ ହେବ ନାହିଁ !

ଏହା ପାଠ କରୁଥିବା ମୋର ବନ୍ଧୁଗଣ, ଯୀଶୁଙ୍କର ଦ୍ଵାରା ଡକା ଯାଇଥିବା ଆମେ ଅନ୍ୟକୁ ଦୋଷୀ ନ କରି ରହିଲେ ଭଲ ହୋଇଥାନ୍ତା !ବାଇବଲ କହୁଥିବା ଏହି ପ୍ରତିଦିନ ଭୁଲକୁ ଆମେ ନିଜକୁ ସମର୍ପିତ ହେବା !ଆମେ ନିକଟରେ ଥିବା ବଡ଼ ବଡ଼ ଭୁଲକୁ ସୁଧାରିବାକୁ  ପ୍ରଥମେ ଚେଷ୍ଟା କରିବା !ତାପରେ ଅନ୍ୟର ଭୁଲର ପରିବର୍ତ୍ତନକୁ ପ୍ରାର୍ଥନା କରିବା !ଏହିପରି ଆମେ ଅନେକଙ୍କ ଏକ ଉତ୍ତମ ଖ୍ରୀଷ୍ଟିଆନ ଭାବରେ  ଅର୍ଥାତ ବ୍ୟକ୍ତିଗତ ଜୀବନରେ ଖ୍ରୀଷ୍ଟ ପାଇଥିବା ପରି ପୃଥିବିକୁ ଦେଖାଇବା !ଆମ ଜୀବନଯାପନ ଦ୍ଵାରା ପ୍ରଭୁ ମହିମାନ୍ନିତ ହେବେ !
-    ଟି. ଶଙ୍କର ରାଜ 

ପ୍ରାର୍ଥନା କରନ୍ତୁ :-ଲେନ୍ତ ଦିନ ପ୍ରାର୍ଥନାରେଭାଇ  ଡେଭିଡ ଗାଣେଶାନକୁ ପରମେଶ୍ୱର ବ୍ୟବହାର କରିବା ପାଇଁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino