Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 30-03-2023
Share:

By Village Missionary Movement

Thursday, 30-Mar-2023

ଆଜିର ବାକ୍ୟ (Oriya) 30-03-2023

 

ଉତ୍ତମ ବିଷୟ ଅନୁଗ୍ରହ କରାଯିବ

 

“ପୁଣି, ପିତା ଯେପରି ପୁତ୍ରଙ୍କଠାରେ ମହିମାନ୍ୱିତ ହୁଅନ୍ତି, ଏଥି ନିମନ୍ତେ ତୁମ୍ଭେମାନେ ମୋ' ନାମରେ ଯାହା କିଛି ମାଗିବ, ତାହା ମୁଁ କରିବି।“ - ଯୋହନ 14:13

 

ପାଞ୍ଚ ବର୍ଷର ବିଲିୟମ ତାର ଜନ୍ମ ଦିନ ନିମନ୍ତେ କଣ୍ଡେଇ ଦୋକାନକୁ ଯାଇ ତାହାର ପସନ୍ଦର ଖେଳନା କିଣିବି ଭାବିଲା !ସେହି ଦୋକାନକୁ ଗଲା ପରେ ସେଠାରେ ଅନେକ କଣ୍ଡେଇ ଓ ଖେଳନା ଜିନିଷ ଗୁଡିକ ଥିଲା !ସେଠାରେ ତାର ପସନ୍ଦର ରଙ୍ଗବେରଙ୍ଗର ଆଲୋକିତ,ଭିନ୍ନଭିନ୍ନ ଶବ୍ଦରେ କ୍ଷିପ୍ର ଗତିରେ ଯିବା କାର ମଧ୍ୟ ଥିଲା !ବିଲିୟମ ସେହି କାରଟି ଦେଖିବା କ୍ଷଣି, ଯେମିତି ହେଲେ ମୋତେ ସେହି କାରଟି ଦରକାର କହି, ମାଆଙ୍କ ଠାରେ ଅଡ଼ିବସି କହିଲା !ତାର ମାଆ, ଠିକଅଛି ଦେଖିବା କହି ଘରକୁ ଫେରିଗଲେ !ଆରଦିନ ତାର ଜନ୍ମଦିନରେ ସେହି କାରଟି ହିଁ ତାହାକୁ ଦିଆଗଲା !ତାହା ଦେଖି ବିଲିୟମ ଅସହ୍ୟ ଆନନ୍ଦ !ସେତେବେଳେ ତାର ଭାଇ କହିଲା, କଣ ଏହି କାରଟିକୁ ହିଁ ଏତେ ଆନନ୍ଦିତ କି ? ମାଆ ତୁମକୁ ଏହାଠୁ ଉତ୍ତମ ରିମୋଟ କାରଟି କିଣି ଦେବାକୁ କହୁଥିଲା !କିନ୍ତୁ ତୁମେ ଏହି କାରଟି କିଣି ଦିଅ କହି ଅଡ଼ିବସିବା ଦ୍ଵାରା ଏହା କିଣିକି ଦେଲେ ! ଏହା ଶୁଣି ବିଲିୟମର ବହୁତ କଷ୍ଟ ଲାଗିଲା !

 

ପବିତ୍ର ବାଇବଲର ନୂତନ ନିୟମରେ ଯୋହନ ଲେଖିଥିବା ସୁସମାଚାରରେ "ପୁଣି, ପିତା ଯେପରି ପୁତ୍ରଙ୍କଠାରେ ମହିମାନ୍ୱିତ ହୁଅନ୍ତି, ଏଥି ନିମନ୍ତେ ତୁମ୍ଭେମାନେ ମୋ' ନାମରେ ଯାହା କିଛି ମାଗିବ, ତାହା ମୁଁ କରିବି",ଲେଖା ଯାଇଛି !ଆମେ ପ୍ରଭୁଙ୍କ ଠାରେ କ୍ରନ୍ଦନ କରି, ନେହୁରା ହୋଇ, ଆମ ଆବଶ୍ୟକ କହି ତାହାକୁ ପାଉଛୁ !ସଦାପ୍ରଭୁ ପରମେଶ୍ୱର ମଧ୍ୟ ତାହା ଆମକୁ ଯୋଗାଉଛନ୍ତି !କିନ୍ତୁ ଯଦି ଇଶ୍ୱର ଆମେ ଯାହା ମାଗୁଛୁ ତାହାଠୁ ଉତ୍ତମ ଦେବାକୁ ଇଚ୍ଛା କରିଥାଇ ପାରନ୍ତି !କିନ୍ତୁ ଆମ ପ୍ରାର୍ଥନା ତାହାକୁ ବାଧା ଦେଉଛି !

 

ଏହା ପାଠ କରୁଥିବା ପ୍ରିୟ ବନ୍ଧୁଗଣ,କେବଳ ଆମେ ଆମର ଆବଶ୍ୟକ ପୂରଣ କର ବୋଲି ମାଗୁଛୁ !ମାତ୍ର ଆମ ଇଶ୍ୱର ତାହା ଦେବା ଶକ୍ତିମାନ ଅଟଇ, କିନ୍ତୁ ଏଥିରେ ମହିମାନ୍ୱିତ ହୁଅନ୍ତି ନାହିଁ !ଆମେ ପ୍ରାର୍ଥନା କଲାବେଳେ "ପ୍ରଭୁ ତୁମ୍ଭରି ଇଚ୍ଛାରେ ମୋତେ ଅନୁଗ୍ରହ କର "ବୋଲି ତାହାଙ୍କ ଇଚ୍ଛାକୁ ସମର୍ପିତ କରି ପ୍ରାର୍ଥନା କଲାବେଳେ ସେ ଆମକୁ ଉତ୍ତମ ଜିନିଷ ଯୋଗାଇବା ସର୍ବ ଶକ୍ତିମାନ ହୋଇ ଅଛନ୍ତି !ତେଣୁକରି ଆମେ ଆମର ଆଶା, ଇଚ୍ଛା ଗୁଡିକୁ ତାହାଙ୍କ ଠାରେ ଜଣାଇ, ସେ ଦୟା କରିବା ଉପକାରକୁ ପାଇବା !ତାହା ଦ୍ଵାରା ପିତାଙ୍କ ନାମ ମହିମାନ୍ୱିତ ହୁଏ !ଆମେନ୍ !

- ଶ୍ରୀମତୀ ଶକ୍ତି ଶଙ୍କର ରାଜ

 

ପ୍ରାର୍ଥନା ଅନୁରୋଧ :-

ଆମ ଠାରୁ ପବିତ୍ର ବାଇବଲ ପାଇଥିବା ପ୍ରତ୍ୟେକ ଜଣ, ତାହାକୁ ପ୍ରତିଦିନ ଅଧ୍ୟୟନ କରି ସତ୍ୟରେ ବୃଦ୍ଧି ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom