Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 04-04-2023
Share:

By Village Missionary Movement

Monday, 03-Apr-2023

ଆଜିର ବାକ୍ୟ (Oriya) 04-04-2023

 

ଏହି ଦେଖ ତୁମ୍ଭ ମାଆ

 

“ଯୀଶୁ ଆପଣା ମାତା ଓ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାଙ୍କୁ ପାଖରେ ଠିଆ ହୋଇଥିବା ଦେଖି ମାତାଙ୍କୁ କହିଲେ, ଗୋ ନାରୀ, ଦେଖ, ତୁମ୍ଭର ପୁତ୍ର!” - ଯୋହନ 19:26

 

ଯୀଶୁଖ୍ରୀଷ୍ଟ କୃଶରେ କହିଥିବା ତୃତୀୟ କଥା :-

ଯୀଶୁଖ୍ରୀଷ୍ଟ କୃଶରେ ଝୁଲୁଥିବା ବେଳେ କଥା କହିଥିବା ପ୍ରତ୍ୟେକ କଥାରେ କେତେଯେ ଅର୍ଥ ଅଛି !ସାଧାରଣ ଭାବେ ମୃତ୍ୟୁ ଅବସ୍ଥାରେ ଥିବା ଯେକେହି ହୁଅନ୍ତୁ , ତାଙ୍କ ପରିବାରର ଦାଇତ୍ୱ ଗୁଡିକ ଯୋଗ୍ୟ ବ୍ୟକ୍ତିକୁ ସମର୍ପଣ କରନ୍ତି !ଯଦି ସ୍ୱାମୀ ତେବେ ସେ ତାର ସ୍ତ୍ରୀଙ୍କୁ ଅବା ଅଧିକ ସନ୍ତାନ ଥିଲେ ତାର ଜ୍ୟୋଷ୍ଟ ପୁଅଙ୍କୁ, ବଳକା ସନ୍ତାନ ମାନଙ୍କୁ ପ୍ରତିପାଳନ କରିବା ଦାଇତ୍ୱ ସମର୍ପଣ କରନ୍ତି !ତଦ୍ରୁପ ଆମ ପ୍ରଭୁଯୀଶୁଖ୍ରୀଷ୍ଟ ସ୍ୱାମୀ ବିହୀନ ତାର ମାତା ମାରିଆଙ୍କ ଦାଇତ୍ୱ ପ୍ରିୟ ଶିଷ୍ୟ ଯୋହନଙ୍କୁ ସମର୍ପଣ କରୁଛନ୍ତି !ତେତିଶ ବର୍ଷ ଛଅ ମାସ କାଳ ଜାଗତିକ ଜୀବନରେ ପିତା ତାଙ୍କୁ ସମର୍ପଣ କରିଥିବା ସବୁକିଛିକୁ ଯୀଶୁ ସମ୍ପୂର୍ଣ୍ଣ କଲେ !ସେହି ଘୋରତର ତାଡନା ମଧ୍ୟରେ ପରିବାରରେ ତାହାଙ୍କ ଦାଇତ୍ୱକୁ ଆଗ୍ରହ ସହକାରେ ସମ୍ପୂର୍ଣ୍ଣ କରିବା ଆମେ ଦେଖୁଅଛୁ !

           

ଏହି ପୃଥିବୀରେ କାହାକୁ ନମିଳିବା ଭାଗ୍ୟ ମାରିୟାଙ୍କୁ ମିଳିଲା !ଇଶ୍ୱର ପୁତ୍ର ଯୀଶୁଙ୍କୁ ଗର୍ବଧାରଣ କରି ଜନ୍ମ ଦେଇ, ଲାଳନପାଳନ କରିବା ଦାଇତ୍ୱର ଭାଗ୍ୟ !କିନ୍ତୁ ତୁମ୍ଭ ହୃଦୟକୁ ଏକ ଖଡ୍ଗ ଭେଦ କରି ଯିବ, ଏହି ବାର୍ତ୍ତା ସମ୍ପୂର୍ଣ୍ଣ ହେବାକୁ ଯୀଶୁ କୃଶରେ ଝୁଲିବା ଦେଖିନ ପାରି ମାରିୟା ଲୁହ ଝରାଇଲା !ଆଜିଠୁ ମୋତେ କିଏ ଦେଖାସାହା କରିବେ, ଏହି ଆଲୋଚନା ମାରିଆଙ୍କ ଠାରେ ଅଛିକି ନାହିଁ କିନ୍ତୁ ଘୋରତର ବେଦନା ମଧ୍ୟରେ ଥିବା ଯୀଶୁଖ୍ରୀଷ୍ଟଙ୍କୁ ସେହି ଆଲୋଚନା ଅଛି !ଯୀଶୁ କୃଶରେ ଝୁଲୁ ଥିବାବେଳେ ଅନେକ ଶିଷ୍ୟମାନେ ଚାଲିଗଲେ !କେବଳ ଯୋହନ ହିଁ ମାରିୟାଙ୍କ ନିକଟରେ ଠିଆ ହୋଇ ଥିଲେ !ତାହାଙ୍କ ବକ୍ଷରେ ଆଉଜି ହୋଇଥିବା ଯୋହନଙ୍କୁ ତାଙ୍କ ହୃଦୟର ବୋଝ ବୁଝି ହେଉଛି !ସେହିଁ ଯୋଗ୍ୟ ବ୍ୟକ୍ତି ବୋଲି କହି ମାରିୟାଙ୍କୁ ତାଙ୍କୁ ସମର୍ପଣ କଲା ! ପୃଥିବୀକୁ ଏକ ଉଦାହରଣ ହେଉଛନ୍ତି ଯୀଶୁଖ୍ରୀଷ୍ଟ ଯେକି ମାତାଙ୍କୁ ଦେଖିବା !

         

ପ୍ରିୟ ବନ୍ଧୁଗଣ, ଆମର ମଧ୍ୟ ଏହି ଦାଇତ୍ୱ ଅଛି !ତାହାକୁ ଆମେ ନିଶ୍ଚୟ ସମ୍ପୂର୍ଣ୍ଣ କରିବା ଉଚିତ !ଆଜି ସନ୍ତାନମାନେ, ବିବାହ, ଚାକିରୀ ବୋଲି ଦୂର ଦେଶକୁ ଚାଲିଯାଉଛନ୍ତି !ପିତାମାତାଙ୍କୁ ଦେଖାସାହା କରିବା ହେଉଛି ଆଶୀର୍ବାଦ ଅଟେ !ଏହି ସତ୍ୟତାକୁ ଗ୍ରହଣ କରିବା ମନ ରହୁନାହିଁ !କିଛି ଲୋକ ପିତାମାତାଙ୍କର ସମ୍ପତ୍ତି ଭାଗ ନେଇ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଭୁଲିଯାଉଛନ୍ତି !ଆଶୀର୍ବାଦରେ ଏକତା ହୋଇଥିବା କେବଳ ଗୋଟିଏ ମାତ୍ର ଆଜ୍ଞା "ତୁମର ପିତାମାତାଙ୍କୁ ସମାଦାର କର "!ଆମେ ଯୀଶୁବାପାଙ୍କ ସଦୃଶ୍ୟ ଅନୁସରଣ କରି, ଆଶୀର୍ବାଦ ଯୁକ୍ତ ସନ୍ତାନ ସଦୃଶ୍ୟ, ଏହି ପୃଥିବୀରେ ଜୀବନଯାପନ କରିବା !

- ଶ୍ରୀମତୀ ଭୁବାନା ଧାନାବାଲାନ

 

ପ୍ରାର୍ଥନା ଅନୁରୋଧ :-

ସେଵା ସ୍ଥାନରେ ସେଵାକାର୍ଯ୍ୟ ନିମନ୍ତେ ଦୁଇ ଚକିଆ ଯାନ ଆବଶ୍ୟକ ଅଛି, ସାହାଯ୍ୟକାରୀ ବ୍ୟକ୍ତିଙ୍କ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom