By Village Missionary Movement
Wednesday, 12-Apr-2023ଆଜିର ବାକ୍ୟ (Oriya) 12-04-2023
କୁକୁଡ଼ା ଡାକିଲା
"ସେଥିରେ ସେ ଅଭିଶାପ ଦେଇ ରାଣ ପକାଇ କହିବାକୁ ଲାଗିଲେ, ମୁଁ ସେ ଲୋକକୁ ଜାଣେ ନାହିଁ । ସେହିକ୍ଷଣି କୁକୁଡ଼ା ଡାକିଲା..." - ମାଥିଉ 26:74-75
କୁକୁଡ଼ା ପାହାନ୍ତିଆରେ ଲୋକଙ୍କୁ ରାବି ଉଠାଏ !ଯୀଶୁଖ୍ରୀଷ୍ଟ ପବିତ୍ର ବାଇବଲରେ ଏହି କୁକୁଡ଼ାକୁ ଏକ ବିଶେଷ ସ୍ଥାନ ଦେଇଛନ୍ତି !ଆମ ଆଗରେ ଅଣ୍ଡିରା କୁକୁଡ଼ା ଚାଲି ଆସିବା ବେଳେ ତାହାର ଗମ୍ଭୀର୍ଯ୍ୟ ଅତି ସୁନ୍ଦର ଥିବ !ତାହା ଦେଖି ଦୋକାନୀ କହେ, ଏହି କୁକୁଡ଼ା ଉତ୍ତମ ମୂଲ୍ୟରେ ବିକା ଯାଇ ପାରିବ !କିନ୍ତୁ ଆମେ ଭାବନା କରି କହିବା, ଏହା କାହାରି କୁକୁଡ଼ାକି ଆମ ବଗିଚାକୁ ଆସିଗଲା !ମାତ୍ର ଖ୍ରୀଷ୍ଟିଆନ ମାନଙ୍କୁ କୁକୁଡ଼ା କହିଲା କ୍ଷଣି ପିତର ମନକୁ ଆସନ୍ତି !ଆମେ ଏହା କହିପାରିବା କି ଯେ,କୁକୁଡ଼ା ଏକ ଗୌରବମୟ ସତର୍କତା ଅଟେ !ଏହି କୁକୁଡ଼ାଟି ପିତର ଅନୁତପ୍ତ ହୋଇ କାନ୍ଦିଲା ପରି କଲା !କେତେ ଜଣ ସୁସମାଚାରକ ମାନେ ଆସିଲେ ସୁଧା, ଜଣକ ହୃଦୟରେ ମଧ୍ୟ ଜ୍ୱଳନ୍ତ ଅଗ୍ନି ମିଶ୍ରିତ ନୁହେଁ !କିନ୍ତୁ ଏହି କୁକୁଡ଼ା ଅନ୍ଧାରରେ ଶବ୍ଦ କରି ରାବିବା ବେଳେ ସେହି ରାବଟି ପିତରଙ୍କୁ କାନ୍ଦିବା ପରି କଲା !ପିତର କୁକୁଡ଼ା ମାଧ୍ୟମରେ ଜାଣି ପାରିଲା !କୃଶ ସମୁଖରେ ଆମକୁ ସମ୍ପୂର୍ଣ୍ଣ ରୂପେ ନତ ହେବାକୁ ଇଶ୍ୱର ଯାହା ମଧ୍ୟରେ ହେଲେବି ଆମ ସହ କଥା ହୁଅନ୍ତି !ପରମେଶ୍ୱର ବିଳାପ ପ୍ରବକ୍ତାଙ୍କୁ ସତର୍କତା କରାଇବାକୁ ଗଧ ମୁଖକୁ ଖୋଲା କରି ନାହାନ୍ତି କି ?
ଏହି କୁକୁଡ଼ାର ରାବ ଆମେ ଯୀଶୁଙ୍କ ଅନୁଗ୍ରହ ଦ୍ଵାରା ଜୀବନ ଯାପନ କରୁଛୁ ବୋଲି ବାର୍ତ୍ତା ପ୍ରକାଶ କରୁଛି !କିନ୍ତୁ ମନୁଷ୍ୟ ଗର୍ବିତ ହୋଇ କଥା ହୋଇ ନିଜର ଶକ୍ତିକୁ ପ୍ରୟୋଗ କରି ତଳେ ପଡି ଯାଉଛି !ପ୍ରଭୁଯୀଶୁଖ୍ରୀଷ୍ଟ କହିବା ବେଳେ ପିତର ଗ୍ରହଣ କଲା ନାହିଁ !ନିଜର ଶକ୍ତିକୁ ବିଶ୍ୱାସ କଲା !ଗେତସମଣି ବଗିଚାରେ ପ୍ରାର୍ଥନା କଲା ସମୟରେ, ଯଦି ସେ ପ୍ରାର୍ଥନା କରିଥାନ୍ତା, ତେବେ ସେ ପରମେଶ୍ୱରଙ୍କ ଶକ୍ତି ପାଇଥାନ୍ତା !ମାତ୍ର ପିତର ଇଶ୍ୱରଙ୍କୁ ତିରସ୍କାର କରିବାର କାରଣ ହେଉଛି,ଅସାବଧାନତା ଓ ନିଜ ଶକ୍ତିକୁ ବିଶ୍ୱାସ କରିବା !
ପ୍ରିୟ ପ୍ରଭୁଙ୍କର ସନ୍ତାନ ଗଣ, ସେଦିନ କୁକୁଡ଼ାର ରାବ ପିତରଙ୍କୁ ଯୀଶୁଙ୍କ ପ୍ରେମକୁ ଗ୍ରହଣ କଲା ପରି କଲା !ଏହି ବାକ୍ୟ ଦ୍ଵାରା ଇଶ୍ୱର ତୁମ୍ଭ ସହ ସେ ମରୁଛନ୍ତି !କାର୍ଯ୍ୟକୁ ସଠିକ ରୂପେ କର, କଠିନତାରେ ରୁହ ନାହିଁ !ଭଗ୍ନ ହୃଦୟ ବ୍ୟକ୍ତିଙ୍କୁ ସଦାପ୍ରଭୁ ସମିପରେ ଅଛନ୍ତି !ଯୀଶୁ ପିତରଙ୍କୁ ଯେପେରି ଆଦିପ୍ରେମକୁ ବୁଝାଇ, ନୂତନ ଜୀବନ ଦେଲେ, ତଦ୍ରୁପ ଆପଣଙ୍କୁ ମଧ୍ୟ କରିବା ଶକ୍ତିମାନ ହୋଇଅଛନ୍ତି !ପୁନର୍ବାର ଯୀଶୁଙ୍କ ନିକଟକୁ ଦୌଡ଼ି ଆସିଥିବା ପିତରଙ୍କ ସଦୃଶ୍ୟ ତାହାଙ୍କ ନିକଟକୁ ଆସ !
- ଗ୍ରେସ ଜିୱାମାଣି
ପ୍ରାର୍ଥନା ଅନୁରୋଧ :-
ଆମ କାର୍ଯାଳୟରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ଜଣକୁ ସଦାପ୍ରଭୁ ବିଶେଷ ଜ୍ଞାନରେ ପୂର୍ଣ୍ଣ କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.