Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-03-2021
Share:

By Village Missionary Movement

Monday, 08-Mar-2021

ଆଜିର ବାକ୍ୟ (Oriya) 08-03-2021

ଶ୍ରେଷ୍ଠମୟ  ମହିଳା  ବ୍ୟବୟା 

“ତାହାର ହାତର ଫଳ ତାହାକୁ ଦିଅ, ପୁଣି, ତାହାର ନିଜ କର୍ମ ନଗର-ଦ୍ୱାରରେ ତାହାର ପ୍ରଶଂସା କରୁ। “- ହିତୋପଦେଶ 31:31

1839ମସିହା ମାର୍ଚ୍ଚ 8ତାରିଖରେ ନିଉୟର୍କରେ ବାସ କରି ଆସୁଥିବା ଡାକ୍ତର ୱାଲଟର ଦମ୍ପତିଙ୍କି ବ୍ୟବୟ ନାମକ ଜଣେ ଝିଅଟି ଜନ୍ମ  ହେଲା !ପ୍ରଭୁ ପ୍ରିୟ ଓ ପ୍ରଭୁ ଭୟରେ ଯିବାନଯାପନ କରି ଆସୁ ଥିବା ଏହି ପରିବାରଟି ଛୋଟରୁ ହିଁ ବ୍ୟବୟାଙ୍କୁ ପ୍ରଭୁଙ୍କର ଭକ୍ତି ଓ ପ୍ରେମରେ ବଢ଼ାଇ, ତାର ଯୌବନ ଆସିବାରୁ ଯୋଶେଫ ନୋଟ ନାମକ ବ୍ୟକ୍ତିଙ୍କ ସହିତ ବିବାହ କଲେ !ଏହି ଯୋଶେଫ ନୋଟ ଜଣେ ମହାନ ଧନୀ ବ୍ୟକ୍ତି ଅଟନ୍ତି !

ମହାନ ଧନବାନ ଓ ବିଖ୍ୟାତ ହୋଇ ଥିବା ବ୍ୟବୟା ମଣ୍ଡଳୀରେ ଓ ସମାଜରେ ସଂସ୍କାର ଆଣିବା ଇଛାରେ ଗରିବ, ସାମାଜିକ  ଅଣଗ୍ରହସରତା , ତଳସ୍ତର ଲୋକମାନଙ୍କୁ ଓ ସବୁବର୍ଗ ଲୋକଙ୍କୁ ସେବା କରି ଆସିଲା ! ଅନ୍ତର୍ଜାତୀୟ ସୂର୍ଯ୍ୟ ରଶ୍ମି ନାମକ ଗୋଟିଏ ସଂସ୍ଥା ଗଠନ କରି ଗରିବ, ସାମାଜିକ ଅନ୍ତର, ବିଧବାମାନଙ୍କର ଜୀବନରେ ଉଜ୍ଜଳତା ଆଣିବା ଉଦ୍ଦେଶ୍ୟରେ ଏହି ସଂସ୍ଥାନ କାର୍ଯ୍ୟ କରି ଆସିଲା !ଏହି ସଂସ୍ଥାନକୁ ଅଧିକାରୀ ରୂପରେ ନିର୍ବାଚିତ ହୋଇ ଥିବା ବ୍ୟବୟା ଅନେକ ଗରିବ ମହିଳାମାନେ , ପିଲାମାନେ , ବୟଜଷ୍ଟମାନେ ତାଙ୍କର ନିକଟରେ ସମସ୍ୟା କହୁଥିବା ସମସ୍ତଙ୍କୁ ସଂପୂର୍ଣ୍ଣ ଭାବେ ସାହାଯ୍ୟ କରି ସେମାନଙ୍କର ଜୀବନକୁ  ଉଜ୍ଜଳମୟ  କଲା !

ବ୍ୟବୟ ନୋଟ ଶ୍ରେଷ୍ଠ  ସଂଗୀତଜ୍ଞ, ସେ ସନ୍ଧ୍ୟାରେ ସଂଗୀତ କାର୍ଯ୍ୟକ୍ରମ ପରିଚାଳନା  କରି ଆସୁଥାଏ !ସେହି ଦିନରେ ସେ ବିଖ୍ୟାତ ହୋଇ ଥିବା  ଗୀତଗୁଡିକୁ ସଂଗୀତ କରି,  ଗୀତ ରଚନା କରି, ସେ ଜଣେ ଉତ୍ତମ ପ୍ରଚାରକ ଅଟେ ଓ ଉତ୍ତମ ଉତ୍ତମ ଖ୍ରୀଷ୍ଟଙ୍କର ଗ୍ରନ୍ଥର  ଲେଖକ ଅଟେ !ଗୋଟିଏ ଦିନ ତାଙ୍କ ମଣ୍ଡଳୀର ଅନ୍ଧ ଗାଇକା ଫେନି ଗ୍ରାସଙ୍କର ଘରକୁ ତାଙ୍କୁ ଦେଖିବାକୁ ଗଲା  !ମୋର ମନରେ ଗୋଟିଏ ମଧୁର ସ୍ୱର ଆସୁଛି, ତାହା ମୁଁ ବଜାଇବି ତୁମେ ସେହି ପଦକୁ ଲେଖିଦିଅନ୍ତୁ, କହିଲା !ଆଣ୍ଠୁପାତି ପ୍ରାର୍ଥନା କରୁଥିବା ଫେନି ନିଚୟ ଯୀଶୁ ତୁମେ ମୋର, ଯୀଶୁ ତୁମେ ମୋର, ଏହା ପ୍ରଭୁଙ୍କର ମହିମା, ଏହା ଲେଖି ଗୀତଟିକୁ ଶେଷ କଲା (ବ୍ଲେସ୍ସେଡ଼ ଆସୁରାଣସ ଯୀଶେସ ଇସ ମାଇନ )!ଏହି ଗୀତଟି ବିଖ୍ୟାତ ହୋଇ ଗଲା !

ହେ ମୋର ପ୍ରିୟ ବନ୍ଧୁଗଣ, ଆମ ଚାରିପଟେ ନିରୁଉଚ୍ଚାହିତ ହୋଇ ମଳିନ ଥିବା ଗରିବ ଏବଂ ଆବଶ୍ୟକତା ଥିବା ଅନେକ ଲୋକମାନେ ଅଛନ୍ତି !ସଦାପ୍ରଭୁ ଦେଇ ଥିବା ସମ୍ପଦ, ଜ୍ଞାନ, ଧନ, ସମୟକୁ ଅନ୍ୟମାନଙ୍କ ନିମନ୍ତେ ଖର୍ଚ୍ଚ କରିବା !ଆବଶ୍ୟକତା ଥିବା ଲୋକଙ୍କର ହୃଦୟକୁ ସ୍ୱାନ୍ତନା କରି, ସେମାନଙ୍କୁ ଉଜ୍ଜଳ କରିବାକୁ ଆମେ ସମର୍ପିତ ହେବା !ସଦାପ୍ରଭୁ ଆମକୁ ଶ୍ରେଷ୍ଠମୟ ମହିଳା ଭାବରେ ବଂଚିବାକୁ କୃପା କରନ୍ତୁ !ଆମେନ !

ଅନ୍ତର୍ଜାତୀୟ ମହିଳା ଦିବସର ଅଭିନନ୍ଦନ !
-    ଶ୍ରୀମତୀ ସାରୋଯା ମୋହନ ଦାସ 

ପ୍ରାର୍ଥନା କରନ୍ତୁ :-ପ୍ରାର୍ଥନା ମନ୍ଦିର ତିଆରି ଆବଶ୍ୟକତା ପୂର୍ଣ୍ଣ ହେବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino