Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 10-03-2021
Share:

By Village Missionary Movement

Wednesday, 10-Mar-2021

ଆଜିର ବାକ୍ୟ (Oriya) 10-03-2021

ସଦାପ୍ରଭୁଙ୍କର ଆଶୀର୍ବାଦ 

“ସଦାପ୍ରଭୁଙ୍କ ଆଶୀର୍ବାଦ ଧନବାନ କରେ, ପୁଣି, ସେ ତାହା ସଙ୍ଗରେ ଦୁଃଖ ଯୋଗ କରନ୍ତି ନାହିଁ।“ - ହିତୋପଦେଶ 10:22

ଜଣେ ରାଜାଙ୍କ ସେନାପତି ତାଙ୍କ ଭବନରେ ଆନନ୍ଦରେ ରହିବା ଦେଖି ମନ୍ତ୍ରୀଙ୍କୁ ପଚାରିଲେ, ସେନାପତି କିପରି ଖୁସିରେ ଅଛିନ୍ତି !ତାହାକୁ ମନ୍ତ୍ରୀ କିଛି ସମୟ ଆଲୋଚନା କରି ରାଜାଙ୍କ ଠାରୁ 99 ସୁନାର ମୁଦ୍ରା ନେଇ ଗୋଟିଏ ମୁଣାରେ ପୁରାଇ, ସେଠି ଏକ ଶତ ସୁନାର ମୁଦ୍ରା ବୋଲି ଲେଖି, ରାଜାଙ୍କର  ଉପହାର କହି ସେନାପତିଙ୍କୁ ଦେଲେ !ସେହି ସେନାପତି ଘରକୁ ନେଇ ଗଣନା କରି ଦେଖିଲା କି ସେଠି କେବଳ 99ଟି ମୁଦ୍ରା ହିଁ ଥିବା ଦେଖି, ତାର ସ୍ତ୍ରୀ ଓ ପିଲାମାନଙ୍କୁ ଡାକି କହିଲା, ଭୁଲ ହୋଇ ଯାଇଛି ଏଠାରେ ଏକ ଶତ ମୁଦ୍ରା ଥିଲା, ମାତ୍ର ଏବେ 99ଟି ମୁଦ୍ରା ଅଛି କହି ଘରର ସମସ୍ତ ଖୋଜା ଖୋଜି କରି ବହୁତ ରାଗି ଗଲା !ତାର ଆର ଦିନରୁ ଗଭୀର ଚିନ୍ତାରେ ରହିବା ମନ୍ତ୍ରୀଙ୍କ ଦ୍ଵାରା କାର୍ଯ୍ୟ ଜାଣି ପାରିଥିବା ରାଜା, ସେ ପାଇ ପାରି ନ ଥିବା ଏକ ସୁନାର ମୁଦ୍ରା ନିମନ୍ତେ, ତାର ଆନନ୍ଦ ହରାଇଲା,  ରାଜା ଆଲୋଚନା କରିଲା !

ପବିତ୍ର ବାଇବଲରେ ମଧ୍ୟ ସିରିଆ ଦେଶର ସେନାପତି ନାମାନ ତାଙ୍କର କୁଷ୍ଠ ରୋଗର ଆରୋଗ୍ୟ ସକାଶେ ସଦାପ୍ରଭୁଙ୍କର ଦାସ ଇଲୀଶାୟଙ୍କ ନିକଟକୁ ଖୋଜି ଖୋଜି ଆସିଲା !ଇଲୀଶାୟଙ୍କ ବାକ୍ୟ  ଅନୁସାରେ ଯର୍ଦ୍ଧନରେ ସାତ ଥର ସ୍ନାନ କରିବା ଦ୍ଵାରା ତାଙ୍କର କୁଷ୍ଠ ରୋଗ ଆରୋଗ୍ୟ ହେଲା !ସେଥିପାଇଁ କିଛି ଉପହାର ସଦୃଶ୍ୟ ଇଲୀଶାୟଙ୍କୁ ତାଲନ୍ତ ଓ ପୋଷାକ ଦେବାରୁ  ସେ ତାହାକୁ ତିରସ୍କାର କଲା !ମାତ୍ର ଇଲୀଶାୟର ଦାସ ଗିହେଜୀ ତାହାକୁ ଆଶା ହୋଇ, ନାମାନର ପଛେ ପଛେ ଯାଇ ଇଲୀଶାୟ ମାଗିଲେ କହି, ଦ୍ରବ୍ୟଗୁଡିକ ଗ୍ରହଣ କରିବା ଦ୍ଵାରା ନାମାନଙ୍କ କୁଷ୍ଠ ତାଙ୍କୁ ଓ ତାହାର ସନ୍ତାନ ମାନଙ୍କୁ ହୋଇ ଥିଲା ବୋଲି ପଡ଼ୁଅଛୁ!
       
ସେହିପରି ଆମ ଜୀବନରେ ମଧ୍ୟ ସଦାପ୍ରଭୁ ଅନେକ ଆଶୀର୍ବାଦ ଦେଇ ଥିଲେ ମଧ୍ୟ,  ନ ଥିବା ଦ୍ରବ୍ୟଗୁଡିକୁ ଚିନ୍ତା କରି, ତାହାକୁ ଖୋଜି ଖୋଜି ଯିବନକୁ ବିନାଶ କରୁଅଛୁ !ପରମେଶ୍ୱର ଦେଇ ଥିବା କାର୍ଯ୍ୟ, ପରିବାର, କୋଠା, ସମ୍ପତି, ଏ ସମସ୍ତରେ ତୃପ୍ତିରେ ଆନନ୍ଦରେ ରହୁଚୁ କି ? ନା ଆମେ ଆମକୁ ପରମେଶ୍ୱର କଣ ଦେଲା ବୋଲି ବିଚଳିତ ହେଉଛୁ କି ? ଧନ ଆଶା ସବୁର ଅନିଷ୍ଟର ମୂଲ କାରଣ ଅଟେ ବୋଲି ଜାଣିନପାରି ଗୀହେଜିଙ୍କ ପରି ଶାପଗ୍ରସ୍ତ ହେବା କି ? ପରମେଶ୍ୱର ଆମକୁ ଦେଇ ଥିବା ମୂଲ୍ୟବାନ ପରିତ୍ରାଣକୁ ମନେପକାଇ ପୃଥିବୀର କାର୍ଯ୍ୟ ନିମନ୍ତେ ଚିନ୍ତା ନ କରି, ଆମେ ନିଜ ଇଚ୍ଛା ଅନୁଯାୟୀ ଜୀବନଯାପନ ନ କରି,  ସଦାପ୍ରଭୁ ଦେଇ ଥିବା ଆଶୀର୍ବାଦକୁ, ତାଙ୍କୁ ଆରାଧନା କରି ତାହାଙ୍କର କୃପାକୁ ଆମେ ପାଇବା !
-    ଶ୍ରୀମତୀ ବାସନ୍ତୀ ରାଜା ମୋହନ 

ପ୍ରାର୍ଥନା କରନ୍ତୁ :-ସାତ ହଜାର ମିଶିମାରିମାନଙ୍କୁ ସାହାଯ୍ୟ କରୁଥିବା ପରିବାର ଗୁଡିକ ଆଶୀର୍ବାଦ ପାଇବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom