Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 28-05-2023 (Kids Special)
Share:

By Village Missionary Movement

Sunday, 28-May-2023

ଆଜିର ବାକ୍ୟ (Oriya) 28-05-2023 (Kids Special)

 

ଆକର୍ଷିତ ବନ୍ଧୁ

 

“ସବୁ ବିଷୟର ଉଚିତ୍ ସମୟ ଅଛି ଓ ଆକାଶ ତଳେ ସବୁ ଉଦ୍ଦେଶ୍ୟର ଉଚିତ୍ ସମୟ ଅଛି” - ଉପଦେଶକ 3:1

 

ଶେଖର ଭାଇ ଯୀଶୁଙ୍କୁ ନିଜର ପରିତ୍ରାଣ କର୍ତ୍ତା ରୂପେ ଗ୍ରହଣ କରିଥିବା ଏକ ଉତ୍ତମ ପରିବାର ଅଟନ୍ତି !ତାଙ୍କର ସ୍ୱାମୀ, ସ୍ତ୍ରୀ, ପୁଅ, ଝିଅ ଏପରି ଏକ ସୁନ୍ଦର ପରିବାର ଅଟନ୍ତି !ପ୍ରତ୍ୟେକ ଦିନ ପରିବାର ଉପାସନା, ବାଇବଲ ଧ୍ୟାନ, ବାକ୍ୟ ମନେ ରଖିବା, ନିଶ୍ଚିତ ସେହି ପରିବାରରେ ଥାଏ !ପରିବାର ଏକତ୍ରିତ ହୋଇ ଗୀତ ଗାନ କରି ପ୍ରଭୁଙ୍କର ମହିମାନ୍ୱିତ କରନ୍ତି !ରବିବାର ଉପାସନା, ଷଣ୍ଡେ ସ୍କୁଲ ଏସବୁରେ ପିଲାମାନେ ଅଂଶଗ୍ରହଣ କରୁଥାନ୍ତି !ସେହି ପରିବାରକୁ ଯୀଶୁଖ୍ରୀଷ୍ଟ ଅନୁଗ୍ରହ କଲେ !ତାଙ୍କ ପରିବାରରେ ଆନନ୍ଦ ଉଛୁଳି ଉଠିଲା !

 

ଶେଖର ଦିନେ ଆକର୍ଷଣ କରିବା ଜଣେ ବନ୍ଧୁଙ୍କୁ ଗୃହକୁ ଆଣିଲେ !ସେହି ବନ୍ଧୁ ଜଣକ ବାପା ଥିଲା ବେଳେ ହିଁ ସମସ୍ତଙ୍କ ସହିତ ମିଳନ ହୋଇ କଥା ହୁଏ !ବଳକା ସମୟରେ ପରିବାର କାର୍ଯ୍ୟ ଯଥାରୀତିରେ ହେଉଥାଏ !କିନ୍ତୁ ସେହି ନୂତନ ବନ୍ଧୁ ସମସ୍ତଙ୍କ ସହ ପରିଚିତ ହେବା ଠାରୁ, ସକାଳେ ଉଠିବା କ୍ଷଣି ପରିବାର ତାଙ୍କ ସହ କଥା ହେବା ଆରମ୍ଭ କରନ୍ତି !ସମୟ କିପରି ବିତିଯାଏ ଜଣା ପଡ଼ୁ ନ ଥାଏ !ସକାଳର ଗୀତ, ପ୍ରାର୍ଥନା, ବାଇବଲ ଧ୍ୟାନ କରିବା ଏମିତି ସବୁ ଅଳ୍ପଅଳ୍ପ କମି ଗଲା !ସେ ଯଥାକ୍ରମେ ତାଙ୍କ ସହ ପରିଚୟ ବଢ଼ାଇବା ହେତୁ, ବହୁତ ସମୟ ପରିବାର ସମସ୍ତେ ତାଙ୍କ ସହ ସମୟ ବିତାଇଲେ ଏବଂ ତାଙ୍କୁ ବହୁତ ଇଚ୍ଛା ହୋଇଗଲେ !କିଛି ଦିନ ବିତିଲା !ପିଲାମାନେ ପାଠ ପଢା ସମୟରେ ମଧ୍ୟ ସେହି ନୂତନ ବନ୍ଧୁ ସହିତ ବହୁତ ଆନନ୍ଦରେ ସମୟ ବିତାଇ ପାଠ ପଢିବାକୁ ଭୁଲି ଗଲେ !ରାତିରେ ଭୋଜନ କଲାବେଳେ ମଧ୍ୟ ତାହାଙ୍କ ସହିତ ହିଁ ରହୁଥାନ୍ତି !ତେଣୁକରି ପରିବାର ସେହି ଦିନ, ସେହି ଗାଁରେ ହେଉଥିବା କାର୍ଯ୍ୟକ୍ରମ, ପ୍ରମାଦ, ରାଜନୀତିର ଅବସ୍ଥା ସବୁକିଛି ପରୀକ୍ଷିତ କରି ଦେଖିବାରେ ତାଙ୍କ ସମୟ ଗଢିଗଲା !ରାତିରେ ଆଉ ପ୍ରାର୍ଥନା ହେଲା ନାହିଁ !ନୂତନ ବନ୍ଧୁ ପରିବାରକୁ ତାଙ୍କ ଆଡେ ବୁଲାଇ ଦେଲା !ପରମେଶ୍ୱରଙ୍କୁ,ମନୁଷ୍ୟକୁ, ପରିବାରକୁ ଭୁଲିଗଲା ପରି କରିଦେଲା !ଚର୍ଚ୍ଚ ଯିବାକୁ ଡେରି କରି, କିଛି ଦିନ ପରେ ଚର୍ଚ୍ଚ ଯିବା ଛାଡିଦେଲେ !ଷଣ୍ଡେ ସ୍କୁଲକୁ ପିଲାମାନେ ଭୁଲିଗଲେ !

 

ଏହି ଆକର୍ଷିତ ବନ୍ଧୁ କିଏ ? ଇଏ କିଏ ନୁହେଁ, ଇଏ ହେଉଛି ଶ୍ରୀ ଦୂରଦର୍ଶନ (ଟି. ବି) !ଯୀଶୁଙ୍କୁ ଦେବାକୁ ଥିବା ସକଳ ସମୟ, ପରିବାରରେ ଜଣକୁ ଜଣେ କଥା ହୋଇ ସାହାଯ୍ୟ କରିବା ସମୟ, ଚର୍ଚ୍ଚକୁ ଯାଇ ଇଶ୍ୱରଙ୍କ ମହିମା କରିବା ସମୟ, ଏ ସବୁକୁ ତାଙ୍କ ଆଡକୁ ଟାଣି ନେଲା ଶ୍ରୀ ଦୂରଦର୍ଶନ !ଗୃହରେ ଝଗଡା, ମତାନ୍ତର ଆରମ୍ଭ ହେଲା !ବାପା ଗାଢ଼ଭାବେ ଆଲୋଚନା କଲେ !ପିଲାମାନଙ୍କ ମାର୍କ ମଧ୍ୟ କାର୍ଟୁନ ସଦୃଶ୍ୟ ହୋଇଗଲା !ପିଲାମାନେ ପ୍ରଭୁଙ୍କର ଭକ୍ତିରେ, ପାଠରେ ପଛକୁ ଫେରିଗଲେ !ଏକ ଉତ୍ତମ ନିର୍ଣ୍ଣୟ ନେଲା !ସେହି ବନ୍ଧୁକୁ ମଲାଟ ପେଡ଼ିରେ ପୁରାଇ ବିକ୍ରୟ କରିବାକୁ ନେବାବେଳ, ସେହି ପରିବାର ଦୁଃଖରେ ବୁଢ଼ିଗଲା !କିନ୍ତୁ ପୁନର୍ବାର ଦିନେଦୁଇ ଦିନରେ ସାଧାରଣ ଅବସ୍ଥାକୁ ଫେରି ଅସିଲା !ଗୃହରେ ଗୀତଗାନର ଶବ୍ଦ, ବାଇବଲ ଧ୍ୟାନ, ପୁନର୍ବାର ଶୁଭାଗଲା !

 

ହାଲୋ,ପିଲାମାନେ ତୁମ୍ଭେ ମଧ୍ୟ ଦୂରଦର୍ଶନର ଦାସତ୍ୱ ହେବା ଉଚିତ ନୁହେଁ !ଦୂରଦର୍ଶନରେ ଅଧିକ ସମୟ ବିତାଅ ନାହିଁ !ଦୂରଦର୍ଶନ ଦେଖିବାରେ ଅତି ଜାଗ୍ରତରେ ରୁହ !ଅଳ୍ପ ସମୟ ଉତ୍ତମ କାର୍ଯ୍ୟକ୍ରମ ଦେଖି, ତାପରେ ବନ୍ଦ କରିବା ଉଚିତ !ଠିକ ଅଛି ତ !ତାହାହିଁ ସବୁଦିନ ପାଇଁ ଉତ୍ତମ ଅଟେ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis wbahis grandpashabet betgit betsalvador matbet meritking