Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 13-03-2021
Share:

By Village Missionary Movement

Saturday, 13-Mar-2021

ଆଜିର ବାକ୍ୟ (Oriya) 13-03-2021

ଅଦଭୂତ 

“ଅର୍ଥାତ୍ ନାଜରିତୀୟ ଯୀଶୁଙ୍କ କଥା, କିପରି ଈଶ୍ୱର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତିରେ ଅଭିଷିକ୍ତ କଲେ, ଆଉ ସେ ମଙ୍ଗଳ ସାଧନ କରୁ କରୁ ଓ ଶୟତାନ କର୍ତ୍ତୃକ ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କରୁ କରୁ ସର୍ବତ୍ର ଭ୍ରମଣ କଲେ, କାରଣ ଈଶ୍ୱର ତାହାଙ୍କ ସହବର୍ତ୍ତୀ ଥିଲେ।“ - ପ୍ରେରିତ 10:38

ଶ୍ରୀଲଙ୍କା ଦେଶରେ ବସବାସ କରି ଆସୁଥିବା ଜଣେ ଭଉଣୀ ଛ ମାସ ହେବ ଚାଲି ପାରୁ ନ ଥାଏ !ତାଙ୍କର ମାତା ଗୋଟିଏ ଦେବାଳୟକୁ ନେଇ କି ଗଲେ !ତେବେ ସେଠାରେ ଥିବା ସେବକ ପ୍ରାର୍ଥନା କଲା !ସେହି ଭଉଣୀଟି,  ମୋର ଗୋଡ଼ଗୁଡିକ ଜଳୁଛି କହି ବହୁତ ଚିତ୍କାର କରୁଥାଏ !ତାଙ୍କୁ ସେହି ସେବକ  ପ୍ରାର୍ଥନା କରିବା ଆରମ୍ଭ କଲା !ଯୀଶୁ ଅଦଭୂତ କରିବ ବୋଲି କହି, ତାହାର ହାତ ଧରି ଉପରକୁ ଉଠାଇ ଚଲାଇଲା !କଣ ଆଚାର୍ଯ୍ୟ, ଛ ମାସ ହେବ ଚାଲି ପାରୁନ ଥିଲି, ବର୍ତମାନ ଯୀଶୁଙ୍କ ନାମରେ ଚାଲି ପାରୁଛି, ସେହି ଭଉଣୀ ସାଖ୍ୟ କହି ପାରିଲା !

ଏହିପରି ଆମ୍ଭେମାନେ  ଆଜିର ଦିନରେ ପ୍ରେରିତ ପୁସ୍ତକ ତିନି ଅଧ୍ୟାୟରେ ଜଣେ ବ୍ୟକ୍ତିକୁ  ଦେଖୁଚୁ, ସେ ତାର ମାତୃଗର୍ଭରୁ ହିଁ ଖଞ୍ଜ ହୋଇ ଜନ୍ମ ନେଇ ଜଣେ ଥିଲା!ତାଙ୍କୁ ଦେଖିବା ବେଳେ ତାର ପିତାମାତାଙ୍କୁ ପ୍ରତ୍ୟୋକ ଦିନ ଦୁଃଖ ଲାଗୁଥାଏ !କାହିଁକିନା ଚାଳିଶି ବର୍ଷକାଳ ତାର ପିଲାଙ୍କୁ ପ୍ରତିଦିନ ବୁହା ହୋଇ ତାଙ୍କର ଗାଁର ମନ୍ଦିରର ପ୍ରବେଶ ଦ୍ଵାରରେ ଭିକ୍ଷା ନିମନ୍ତେ ବସାଉ ଥାନ୍ତି ! !

ଗୋଟିଏ ଦିନରେ ସେହି ରାସ୍ତାରେ ମନ୍ଦିରକୁ ଆସୁଥିବା ପିତର ଓ ଯୋହନକୁ ଦେଖି ଭିକ ମାଗୁଲା  !ସେତେବେଳେ  ପିତର ଓ ଯୋହନ ତାହା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ, ପୁଣି, ପିତର କହିଲେ, "ଆମ୍ଭମାନଙ୍କ ଆଡ଼଼କୁ ଚାହଁ ।ସେଥିରେ ସେ ସେମାନଙ୍କଠାରୁ କିଛି ତାଙ୍କ ପରିବାରକୁ ଆବଶ୍ୟକ ହେଉଥିବା କିଛି  ପାଇବା ଆଶାରେ ସେମାନଙ୍କ ଆଡ଼଼କୁ ଚାହିଁ ରହିଲା ।ପିତର ଓ ଯୋହନ  କହିଲେ, "ରୂପା କି ସୁନା ମୋହର ନାହିଁ; ମାତ୍ର ମୋହର ଯାହା ଅଛି, ତାହା ମୁଁ ତୁମ୍ଭକୁ ଦେଉଅଛି;ତାହାର ହାତ ଧରି ଉଠାଇ  ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମରେ ଚାଲ କହିଲେ !ତତକ୍ଷଣି ସେ କୁଦାମାରି ତାହାଙ୍କ ସଂଗେ ମନ୍ଦିରରେ ପ୍ରବେଶ କଲା ବୋଲି ପଡ଼ୁଅଛୁ !

ହଁ ମୋର ପ୍ରିୟ ବନ୍ଧୁଗଣ, ଯୀଶୁଖ୍ରୀଷ୍ଟଙ୍କ ନାମ ଏକ ସାଧାରଣ ନାମ ନୁହେଁ !ଯୀଶୁଙ୍କର ନାମରେ ଅଦଭୂତ ହୁଏ !ଯୀଶୁଙ୍କ ନାମରେ ରୋଗରୁ ସୁସ୍ଥ ହେଉ ଥିବା ବେଳେ, ଅଦଭୂତ ନିଚ୍ଛୟ ହେବ !ଅଦଭୂତ ପାଇବା ଲୋକ ନିଜକୁ ନିଜେ ମନ୍ଦିରକୁ ଆସିବେ !ଯୀଶୁଙ୍କୁ ଅନୁସରଣ କରିବେ !ତେଣୁ ରୋଗୀ ନିମନ୍ତେ ପ୍ରାର୍ଥନା କରିବା ଶୈଳୀ, ଅବକାଶ ଆସିବା ବେଳେ ତାହାକୁ ବ୍ୟବହାର କରି ବିଶ୍ୱାସରେ ପ୍ରାର୍ଥନା କରିବା !ଯୀଶୁ ସୁସ୍ଥ କରିବେ, ଅନେକ ଲୋକ ଯୀଶୁଙ୍କ ନିକଟକୁ ଆସିବେ !ଆମେନ !
-    ଶ୍ରୀମତୀ ରୁବି 

ପ୍ରାର୍ଥନା କରନ୍ତୁ :-
ଲକ୍ଷ ଗ୍ରାମକୁ ପୋଶ୍ୟ ଗ୍ରହଣ କରି, ଲକ୍ଷ ବ୍ୟକ୍ତି ଅନୁଗ୍ରହ ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom