Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 15-03-2021
Share:

By Village Missionary Movement

Monday, 15-Mar-2021

ଆଜିର ବାକ୍ୟ (Oriya) 15-03-2021

ପିତାଙ୍କ ହୃଦୟ 

“ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା । କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ ।“ - ଲୂକ 15:20

ବାପା ଗୋଟିଏ ନୂଆ କାରଟି ଆଣି ଘର ଅଗଣାରେ ରଖି ଘର ଭିତରକୁ ଆସିଲା !ତାର ବଡ଼ ପୁଅ କାରର ଚାରି ପଟେ ଘୁରିବୁଲି ଦେଖୁ ଥାଏ, ତାର ଚାରି ବର୍ଷର ଭାଇ ଗୋଟିଏ ଛୋଟ ପଥର ଉଠାଇ ସେହି କାରର ଝରକା କାଚରେ ତାର ହାତ ରଖି ଚିତ୍ର ଆଙ୍କିବାକୁ ଆରମ୍ଭ କଲା !ଏହା ଦେଖି ବଡ଼ ପୁଅ ରାଗି ଯାଇ ପାଖରେ ଥିବା ଏକ ଲୁହାର ବାଡ଼ି ନେଇ ତାର ଭାଇର ଆଙ୍ଗୁଠିକୁ ଜୋରରେ ବାଡେଇ ଦେଲା !ସେହି ଶବ୍ଦ ଶୁଣି ବାପା ଘର ଅଗଣାକୁ  ଆସି ତାଙ୍କୁଶୀଘ୍ର  ଚିକିତ୍ସାଲୟକୁ  ନେଲା !ହେଲେ ମଧ୍ୟ ଚିକତ୍ସକ କହିଲା, ତାର ଆଙ୍ଗୁଠି ଗୁଡିକ ଭଲ ହେବାକୁ କିଛି ମାସ ଧରିବ !ବାପା ବଡ଼ ପୁଅଙ୍କୁ ଦେଖି କହିଲା, କାରରେ ଗାର ପଡିବ କହି ତୁମର ଭାଇର ଆଙ୍ଗୁଠି ନଷ୍ଟ କରିଦେଲୁ,କଣ ତୁମ ଭାଇର ଆଙ୍ଗୁଠି ଠାରୁ  କାରର ଝରକା ଓ କାଚ ବଡ଼ କି ? ବଡ଼ ପୁଅ ଆଉ କିଛି ଉତ୍ତମ ନ ଦେଇ ରହିଲା !

ପବିତ୍ର ବାଇବଲରେ ଲୁକ ସୁସମାଚାର ପନ୍ଦର ଅଧ୍ୟାୟରେ, ଜଣେ ବାପାଙ୍କର ଦୁଇଟି ପୁଅ ଥିଲେ !ତାଙ୍କ ମଧ୍ୟରୁ କନିଷ୍ଠ ସମ୍ପତିର ଭାଗ ନେଇ, ତାର ଇଚ୍ଛା ଅନୁସାରେ ଜୀବନଯାପନ କରୁଥିଲା !ଗୋଟିଏ ଦିନେ ତାର ସମସ୍ତ ସମ୍ପତି ଖର୍ଚ୍ଚ କରି ଦେଇ, ଖାଇବାକୁ ନ ପାଇ, ଘୁଷୁରୀକୁ ଦେଉ ଥିବା ଖାଦ୍ୟ ନ ପାଇବା ପରିସ୍ଥିତିରେ, ତାର ମନ ପରିବର୍ତ୍ତନ କରି ପିତାଙ୍କ ନିକଟକୁ ଆସିଲା, ବାପା ତାଙ୍କୁ ଆଲିଙ୍ଗନ  କରି ତାକୁ ପାଇକି ଖୁସି ବ୍ୟକ୍ତ କରୁଛନ୍ତି !ମାତ୍ରା ବଡ଼ ପୁଅ ତାର ଭାଇକୁ ଗ୍ରହଣ କରି ପାରିଲିନି !

ଏହା ପାଠ କରୁଥିବା ମୋର ପ୍ରିୟ ବନ୍ଧୁଗଣ, ବର୍ତମାନ ଜଗତରେ ଅନ୍ୟର ଭୁଲକୁ ଦଣ୍ଡ  ଦେବାକୁ ଆଗରେ ରହୁଚୁ !କିନ୍ତୁ ବାପାଙ୍କ ହୃଦୟ ପରି କେହିବି ନାହାନ୍ତି !ପାପ କରି ସେଥିରୁ ମନ ପରିବର୍ତ୍ତନ କରି, ଉତ୍ତମ ଜୀବନଯାପନ କରିବାକୁ ଆଲୋଚନା କରି, ସାନ ପୁଅଙ୍କ ପରି ଅନେକ ଯୁବକ ଓ ବଡ଼ମାନେ ଅଛନ୍ତି !କିନ୍ତୁ ସେମାନଙ୍କୁ  ଗ୍ରହଣ ନ କରି,  ବଡ଼ ପୁଅଙ୍କ ସଦୃଶ୍ୟ ଅନେକ ଲୋକ ସେମାନଙ୍କୁ ପକ୍ଷରେ ରଖନ୍ତି !କିନ୍ତୁ ଆମେ ବାପାଙ୍କ ସଦୃଶ୍ୟ ପ୍ରତ୍ୟୋକଙ୍କୁ ଗ୍ରହଣ କରିବାକୁ ପଡିବ, ଆଦର କରିବାକୁ ହେବ, ଉଚ୍ଚାହ କରିବାକୁ ପଡିବ !ହଁ ପ୍ରତି ଖ୍ରୀଷ୍ଟିଆନକୁ ବାପାଙ୍କ ସଦୃଶ୍ୟ ହୃଦୟ ରହିବାକୁ ହେବ !
-    ଭାଇ ଏଶ୍ରା

ପ୍ରାର୍ଥନା କରନ୍ତୁ :-
ପି କେନ୍ଦ୍ର ତିଆରି କାମ ଶୀଘ୍ର ଆରମ୍ଭ ହେବାକୁ, ଆବଶ୍ୟକ ପୂର୍ଣ୍ଣ ହେବାକୁ ପ୍ରାର୍ଥନା କରିବା  !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet