Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 16-03-2021
Share:

By Village Missionary Movement

Tuesday, 16-Mar-2021

ଆଜିର ବାକ୍ୟ (Oriya) 16-03-2021

ପୁରୁଣା ମୋଟ 

“ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁ ନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି,” - ଫିଲିପ୍ପୀୟ 3:13

ଜଣେ ରାଜା ତାଙ୍କର ରାଜ୍ୟରେ ଗୋଟିଏ ମହାନ ଭୋଜିର ଆୟୋଜନ କଲା! ସେ ପ୍ରକାଶ କଲେ କି ଯେ, ଯେଉଁମାନେ ରାଜା ପୋଷାକ ପରିଧାନ କରିଥିବେ ସେମାନେ ହିଁ ଭୋଜିରେ ଭାଗ ନେଇପାରିବେ !ଏହା ବୁଝିପାରି ଜଣେ ଭିକାରି ସେହି ଭୋଜିରେ ଭାଗ ନେବାକୁ ଆଶା ହୋଇ, ବସ୍ତ୍ର ସକାଶେ ଆଲୋଚନା କଲା !ରାଜାଙ୍କ ଏକ ପୁରୁଣା ପୋଷାକ ମାଗିବାକୁ ନିର୍ଣ୍ଣୟ କଲା !ସେହିପରି ସବୁବେଳେ ପରିଶ୍ରମ କରି ରାଜାଙ୍କ ସହିତ ଯୋଗାଯୋଗ କରି, ଏକ ପୁରୁଣା ରାଜାପୋଷାକ ମାଗିକି ପାଇଲା !ରାଜା ମଧ୍ୟ ସେହିଁ ପୁରୁଣା ବସ୍ତ୍ର ଦେଇଦେଲା !ଭୋଜିର ସମୟ ଆସିବାରୁ ସେହି ରାଜା ପୋଷାକ ପରିଧାନ କରି, ଭିକାରିଟି ଗମ୍ଭୀରତା ସହ ଚାଲି ଚାଲି ଆସିଲା !ମାତ୍ର ତାର ସେହି ପୁରୁଣା ଲୁଗା ଗୁଡିକ ମୋଟ ବାନ୍ଦୀ ତାରି ସହିତ ଧରିକି ଆସିଲା !ସେ ଯେଉଁଠିକୁ ଯାଉ ଥାଏ ସେଠିକୁ ସେହି ପୁରୁଣା ଲୁଗା ମୋଟ ବହି ବହି ବୁଲୁଥାଏ !ସେଥିପାଇଁ ତାଙ୍କୁ ସେହି ଭୋଜିରେ ଅନୁମତି ଦିଆ ଗଲା ନାହିଁ !ସେ ତାର ମୃତ୍ୟୁ ପର୍ଯ୍ୟନ୍ତ ରାଜା ପୋଷାକ ପରିଧାନ କରି ଥିଲା, କିନ୍ତୁ ସେହି ମଇଲା ଲୁଗା ଗୁଡିକ ତାର ସହିତ ରଖି ଥାଇ ହିଁ ମୃତ୍ୟୁବରଣ କଲା  !

ପବିତ୍ର ବାକ୍ୟର ଲେଖା ଅନୁସାରେ, ଯୀଶୁ ଆମର ପାପକୁ କ୍ଷମା କରି ଦେଲେ !ଆମକୁ ନୂତନ ଜୀବନ ଦୟା କଲେ !କିନ୍ତୁ ଆମେ ସେହି ଜୀବନର ମହତ୍ୱ ବୁଝି ନ ପାରି ଏହି ଦିନର ପାପ ଗୁଡିକ ବୋହି ବୋହି ଚାଲୁଛେ !ସଇତାନ ଏହି ସୁଯୋଗକୁ ବ୍ୟବହାର କରି ଆମକୁ ନିରୁଉଛାହିତ କରୁଛି !ସେବା କରିବାକୁ ମୋର ଯୋଗ୍ୟତା ନାହିଁ, ମୁଁ ଜଣେ ପାପୀ ହୋଇ କହି ଆମେ କାମ କରି ନ ପାରିବା ଲୋକ କରି ରଖି ଦେଉଛି !ଏହା ଅନାଆବଶ୍ୟକ ବୋଝ !ଏହି ବିଷୟରେ ଆମେ ଜାଣିବାକୁ ହେବ !

ହେ ମୋର ପ୍ରିୟ ବନ୍ଧୁଗଣ, ଅଜି ଆମେ ଅନେକ ଲୋକ ଆମର ପାପ ଜୀବନର ପୁରୁଣା ମୋଟ ଗୁଡିକ ବୋହି ବୋହି ବୁଲୁଛୁ !କେତେ ଜଣ ଧନଆଶାର ମୋଟ ସହ, ଆଉ କେତେ ଜଣ ଗର୍ବିତ ନାମକ ମୋଟ ସହ, ଆଉ କିଛି ଲୋକ ଦୁରାଆଶା ନାମକ ମୋଟ ସହ ଏହିପରି ଅନେକଙ୍କୁ ଅନେକ ପ୍ରକାରର ପାପ ମୋଟ ଗୁଡିକ ଅଛି !ପ୍ରଭୁଙ୍କ ଦ୍ଵାରା ପରିତ୍ରାଣ ପାଇ ଥିବା ଆମେ ରାଜାଙ୍କର ବିବାହ ଭୋଜିର ସ୍ୱର୍ଗ ରାଜ୍ୟର ଅଶିଦାର ଅଟୁ !ସେହି ମହତ୍ୱ ଜୀବନ ଓ ମହିମାକୁ ଗ୍ରହଣ କରିବା !ପୁରୁଣା ପାପ ଦ୍ଵାରା ତିଆରି ହୋଇ ଥିବା ବୋଝକୁ ପରିତ୍ୟାଗ କରିବା !ପଛରେ ରହିଥିବାକୁ ଭୁଲି ଯାଇ, ଆଗରେ ଥିବା ଭବିଷ୍ୟତକୁ ଦୃଷ୍ଟି ଦେବା  !
-    ଶ୍ରୀମତୀ ଜ୍ୟୋତି ଆନନ୍ଦ 

ପ୍ରାର୍ଥନା କରନ୍ତୁ :-ରାକଲେନ ବାଇବଲ କଲେଜରେ ନୂତନ ଭାବରେ ଯଇନ ହୋଇ ଥିବା ବିଦ୍ୟାର୍ଥୀ ମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010



hacklink satın al superbetin pashagaming jojobet jojobet giriş holiganbet instagram unban service instagram unban service