Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-03-2021
Share:

By Village Missionary Movement

Thursday, 18-Mar-2021

ଆଜିର ବାକ୍ୟ (Oriya) 18-03-2021

ପ୍ରଥମ ହତ ସାକ୍ଷୀ  

“ସେ ଆଣ୍ଠୋଇପଡ଼ି ଉଚ୍ଚସ୍ୱରରେ ଡାକି କହିଲେ, ହେ ପ୍ରଭୁ, ଏହି ପାପ ଏମାନଙ୍କ ବିରୁଦ୍ଧରେ ଗଣନା କର ନାହିଁ । ସେ ଏହା କହି ମହାନିଦ୍ରା (ମୃତ୍ୟୁ) ପ୍ରାପ୍ତ ହେଲେ।“ - ପ୍ରେରିତ 7:60

ଆନ୍ଧ୍ର ପ୍ରଦେଶ ରାଜ୍ୟର ବିହାରାବାଦ ସୀମାରେଖାକୁ ଲାଗି ରହିଥିବା ଏହୋବାସାମା  ମଣ୍ଡଳୀର ସଭ୍ୟ ସୁସମାଚାର ପ୍ରଚାରକ ସଂଜୀବୁଲୁ ଅଟେ !ଏହି ବ୍ୟକ୍ତି ଖ୍ରୀଷ୍ଟଙ୍କ ନିମନ୍ତେ ଗୋଟିଏ ଦୋଳ ଦ୍ଵାରା ହତ୍ୟାର ସ୍ୱୀକାର ହୋଇ,  କିଛି ବର୍ଷ ପୂର୍ବରୁ ହତ ସାକ୍ଷୀ ହୋଇ ମୃତ୍ୟୁ ବରଣ କଲା !ଯଦି ଆମେ ଖ୍ରୀଷ୍ଟିଆନ ଇତିହାସକୁ ଦେଖିବା, ଏପରି ଲକ୍ଷ ଲକ୍ଷ ପ୍ରଜାଗଣ ପ୍ରଭୁଙ୍କର ନିମନ୍ତେ ହତ ସାକ୍ଷୀ ହୋଇ ମୃତ୍ୟୁ ବରଣ କରିଛନ୍ତି !ଏହିମାନଙ୍କର ପ୍ରସ୍ତର ଉପରେ ହିଁ ବର୍ତମାନର ମଣ୍ଡଳୀ ଗୁଡିକ ନିର୍ମାଣ କରାଯାଇଅଛି !

ବାଇବଲର ଖ୍ରୀଷ୍ଟଙ୍କ ନିମନ୍ତେ ପ୍ରଥମ ହତସାକ୍ଷୀ ହୋଇ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ହେଲା ସ୍ତିଫାନ  ଅଟେ !ଯୀଶୁଖ୍ରୀଷ୍ଟଙ୍କର ପୁନଃରୁଥାନ ହେଲା ପରେ ଶିଶ୍ୟମାନଙ୍କର ସଂଖ୍ୟା ବିସ୍ତାର ହେଲା !ତେଣୁ ପ୍ରସ୍ତୁତ କରାଯାଇଥିବା ସାତ ଜଣ ବ୍ୟକ୍ତିମାନଙ୍କୁ ମଣ୍ଡଳୀର ଦାଇତ୍ୱ ଭାଗ କରାଯାଇଥିଲା !ସେଠି ଖାଦ୍ୟ ପରଶିବାକୁ ନିର୍ଣ୍ଣୟ କରାଯାଇଥିବା ବ୍ୟକ୍ତି ଜଣକ ହେଲେ ସ୍ତିଫାନ  !ଏହି ବ୍ୟକ୍ତି ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ, ଉତ୍ତମ ସାକ୍ଷୀ ହୋଇ, ଲୋକଙ୍କ ମଧ୍ୟରେ ମହାନ ଓ ଅଦଭୂତ ଆଚ୍ଛର୍ଯ୍ୟ କାର୍ଯ୍ୟ କଲା !ଯିହୂଦିମାନଙ୍କ ମଧ୍ୟରେ ପୌରଶରେ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ପ୍ରଚାର କରିବା ବେଳେ, ଜନତା ତାଙ୍କ  ବିରୋଧରେ ଉଭା ହୋଇ, ମିଥ୍ୟା ସାକ୍ଷୀକୁ ସୃଷ୍ଟି କରି, ପଥର ଫୋପାଡ଼ି ହତ୍ୟା କରିବାକୁ ଦୋଳ ଦୋଳ ଏକାଠି ହେଲେ !  ରକତାକ୍ତ  ଆଘାତ ମଧ୍ୟରେ ମଧ୍ୟ ସ୍ତିଫାନ  ସେମାନଙ୍କୁ କ୍ଷମା କର ବୋଲି ନିବେଦନ କଲା !ସେତେବେଳେ ଯୀଶୁବାପା ଇଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖିଲା !ଶେଷରେ ହତସାକ୍ଷୀ ହୋଇ ମୃତ୍ୟୁ ବରଣ କଲା !ମଣ୍ଡଳୀର ପ୍ରଥମ ହତସାକ୍ଷୀ ହେଉଛନ୍ତି ସ୍ତିଫାନ !

ଏହା ପାଠ କରୁଥିବା ଆମ୍ଭେମାନେ ଯୀଶୁଙ୍କ ନିମନ୍ତେ କେମିତି କାମ କରୁଅଛୁ ? ତାଙ୍କୁ କେମିତି ମହିମା  କରୁଅଛୁ ? ତାଙ୍କ ନିମନ୍ତେ କେଉଁ କେଉଁ କାର୍ଯ୍ୟ ପ୍ରତି ଧ୍ୟାନ କରିଅଛୁ ? ସ୍ତିଫାନ ଖାଦ୍ୟ ପରଶିବାକୁ ନିର୍ଣ୍ଣୟ କରିଥିବା ବ୍ୟକ୍ତି,  ମାତ୍ର ଅଦଭୂତ ଆଚ୍ଛର୍ଯ୍ୟ କାର୍ଯ୍ୟ ଦ୍ଵାରା ପ୍ରଚାର କଲା !ତାଙ୍କ ଠାରେ  ପବିତ୍ର ଆତ୍ମା କାର୍ଯ୍ୟ କଲେ !ଆମ୍ଭେ ଏହା କାମ ନୁହେଁ, ମୁଁ ସେବକ ନୁହେଁ, ବୋଲି ଆତ୍ମା ରକ୍ଷା ବିଷୟରେ ଆମ୍ଭେ ପଛକୁ ଫେରି ଯାଉଛୁ କି ? ତାଙ୍କର ଜୀବନ ଦେଇ, ଆମ ଜୀବନକୁ ରକ୍ଷା କରିଥିବା ଯୀଶୁଖ୍ରୀଷ୍ଟଙ୍କ ସକାଶେ କିଛି ହେଲେ ନ କରି ରହିବା କି ? କାହାରି ନିକଟରେ ମଧ୍ୟ, ସମସ୍ତଙ୍କ ସହିତ ସବୁବେଳେ ଧଉର୍ଯ୍ୟର ସହ ସୁସମାଚାର ପ୍ରଚାର କରି, ଆମର ଜୀବନକୁ ଦେଇ ମଧ୍ୟ ଆତ୍ମା ସଂଗ୍ରହ କରିବାକୁ  ସିଦ୍ଧ ହୋଇ ରହିବା !ପବିତ୍ର ଆତ୍ମା ଆମର ସହବର୍ତ୍ତୀ ହୁଅନ୍ତୁ !ଆମେନ !
-    ଶ୍ରୀମତୀ ଭୁବନ ଧାନାଵାଲାନ 

ପ୍ରାର୍ଥନା କରନ୍ତୁ :-ଆନ୍ଧ୍ରପ୍ରଦେଶ ରାଜ୍ୟର ଭେଦୁରୁୱାଡା ଗ୍ରାମରେ ପଠେଇ ଦିଆ ଯାଉଥିବା ଆତ୍ମାକୁ ଆତ୍ମୀୟ ଜୀବନରେ ଶକ୍ତିଶାଳୀ ହେବାକୁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet