Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 19-03-2021
Share:

By Village Missionary Movement

Friday, 19-Mar-2021

ଆଜିର ବାକ୍ୟ (Oriya) 19-03-2021

ନିରିକ୍ଷଣ 

“ସେ ମୋତେ ବଧ କଲେ ହେଁ ମୁଁ ତାହାଙ୍କ ପାଇଁ ଅପେକ୍ଷା କରିବି; ତଥାପି ମୁଁ ତାହାଙ୍କ ଛାମୁରେ ଆପଣା ପଥ ସମର୍ଥନ କରିବି।“ -  ଆୟୁବ 13:15

ଗୋଟିଏ ଜାହାଜ ବାହାରିଲା !ସମସ୍ତେ ବହୁତ ଖୁସିରେ ଯାତ୍ରା କରୁ କରୁଛନ୍ତି ! ସେହି ଯାତ୍ରା କରୁଥିବା ଜାହାଜରେ ଜଣେ ବୃଦ୍ଧା  ନାବିକ ମଧ୍ୟ ଥିଲା !କିଛି ରାସ୍ତା ଅତିକ୍ରମ କଲା ପରେ ହଠାତରେ ପବନ ଓ ତୋଫାନ  ବର୍ଷିବାକୁ  ଲାଗିଲା !ଜାହାଜଟି ବହୁତ ହଲିବାକୁ ଆରମ୍ଭ ହେଲା !ସେତେବେଳେ ସେହି ଜାହାଜ ଚାଳକ କଣ କରିବାକୁ ହେବ ଜାଣି ପାରି ନ ଥିବା ପରିସ୍ଥିତିରେ ରହି ଥିବା ବେଳେ, ସେହି ବୃଦ୍ଧା ନାବିକ କହିଲା, ଜାହାଜକୁ ଗୋଟିଏ ସ୍ଥିତିରେ  ନ ହଲାଇ ଗୋଟିଏ ସ୍ଥାନରେ  ରଖନ୍ତୁ   ! ସେହିପରି ହିଁ ସେହି ଜାହାଜ ଚାଳକ କରି କିଛି ଘଣ୍ଟା ସେହି ଜାହାଜକୁ ବାନ୍ଦୀ  ରଖିଲା !କିଛି ଘଣ୍ଟା ପରେ ପବନ ଓ ତୋଫାନ  ଦିଗ ପରିବର୍ତ୍ତନ କରିବାରୁ, ପୁନର୍ବାର ସେମାନେ ଯାତ୍ରା ଆରମ୍ଭ କଲେ !ଜାହାଜର ଚାଳକ ଆସି ସେହି ବୃଦ୍ଧା ନାବିକକୁ ଧନ୍ୟବାଦ ଜଣାଇଲା ସେତେବେଳେ ସେହିଁ ବୃଦ୍ଧା ନାବିକ କହିଲା,  ମହାନ ତୋଫାନ ଆସୁଥିବା ବେଳେ ସେତେବେଳେ ଆମେ ଜାହାଜକୁ ଗୋଟିଏ ସ୍ଥିତିରେ ବାନ୍ଦୀ ରଖି ସେଠାରେ ହିଁ ରହିବାକୁ ପଡିବ ଏହା ଭୁଲିବାକୁ ହେବ ନାହିଁ  !

ଆୟୁବ ନାମକ ଧନୀ ବ୍ୟକ୍ତିଙ୍କର ଜୀବନରେ ତୋଫାନ ପରି ଅନେକ ତାଡନା ଆସିବାରୁ, ସେ କହିଲା, ପରମେଶ୍ୱରଙ୍କର ଉପରେ ନିରିକ୍ଷଣ ହୋଇ ରହିବି !ଆୟୁବର ଦଶ ଜଣ ସନ୍ତାନ, ପଶୁଗୁଡିକ, ଓଟଗୁଡିକ, ଗଧଗୁଡିକ ଅନେକ ଦାଶମାନେ  ବୋଲି ସବୁବେଳେ ଧନୀବ୍ୟକ୍ତି ହୋଇ ରହିଥିଲା ! ତାଙ୍କୁ ତାର ଦେଶର ଲୋକ ସମୂହ ସଂମ୍ମାନ ଓ ଗୌରବ କରୁଥାନ୍ତି !ମାତ୍ର ଗୋଟିଏ ଦିନରେ ହିଁ ତାଙ୍କ ଜୀବନରେ ତୋଫାନ ବିଛାଇଲା !ସେହି ଦିନରେ ହିଁ ତାର ସନ୍ତାନ, ପଶୁଗୁଡିକ, ଓଟଗୁଡିକ, ଗଧଗୁଡିକ,  ଦାସମାନଙ୍କୁ  ସମସ୍ତ ହରାଇ ବସିଲା  !ସେତେବେଳେ ସେ କହିଲା, ପରମେଶ୍ୱର ଦେଇ ଥିଲେ, ସେ ହିଁ ନେଇ ଗଲା !ପରମେଶ୍ୱରଙ୍କର ଧନ୍ୟବାଦ ହେଉ !ଆର ଦିନ ତାର ଶରୀର ସାରା କାଛୁ କୁଣ୍ଡିଆରେ ପରିପୂର୍ଣ୍ଣ ହୋଇ ଗୋଟିଏ ଛୋଟ ଖୋପରା କାଡ଼ି କୁଣ୍ଡେଇ ହେବାକୁ ଆରମ୍ଭ କଲା !ତାଙ୍କ ଜୀବନ ନାମକ ଜାହାଜରେ, ବିଶ୍ୱାସ ନାମକ ଲକ୍ଷ୍ୟକୁ  ପରମେଶ୍ୱରଙ୍କ ଠାରେ ପକାଇ ଦେଇ, ସେ ମୋତେ  ହତ୍ୟା କଲେ ସୁଦ୍ଧା ମୁଁ ତାଙ୍କ ନିକଟରେ ନିରିକ୍ଷଣ ହୋଇ ରହିବି,  ଆୟୁବ କହୁଛି !ମୋର ପ୍ରାଣ ଚାଲିଯିବା ବେଳେ ମଧ୍ୟ, ମୁଁ ବିଶ୍ୱାସ କରୁଥିବା ମୋର ପରମେଶ୍ୱର ମୋର ପ୍ରାଣକୁ ରକ୍ଷା କରିବା ପରମେଶ୍ୱର ବୋଲି ଆୟୁବ ଜାଣି ସାରିଛି !ଶେଷରେ କେବଳ ତାର ଜୀବନ ହିଁ ନୁହେଁ, ଦୁଇ ଗୁଣା ଆଶୀର୍ବାଦ ପାଇଲା !

ଏହା ପାଠ କରୁଥିବା ମୋର ପ୍ରିୟ ବନ୍ଧୁଗଣ, ଆପଣମାନଂକ ଜୀବନରେ ମଧ୍ୟ ତୋଫାନ ପରି କଷ୍ଟଗୁଡିକ , ଦୁଃଖଗୁଡିକ, ଆସୁଥିବା ବେଳେ ଆପଣମାନେ କଣ କରୁଛନ୍ତି ? ଠିଆ ହୋଇ ନ ପାରି,  ହଲିଯାଇ,  ଜୀବନ ଜାହାଜରେ ବିଷ କରି ଦିଅନ୍ତୁ ନାହିଁ !ଆପଣମାନଙ୍କ ବିଶ୍ୱାସର ଲକ୍ଷ୍ୟକୁ ଖ୍ରୀଷ୍ଟଯୀଶୁଙ୍କ ଠାରେ ଭରସା କରି ସ୍ଥିର ହୋଇ ରହିବା ପରି କରନ୍ତୁ !ଆପଣମାନଂକର ଜୀବନରେ ନିଛିତ ଅନୁଗ୍ରହ  ପାଇବେ ଏହା ନିଚୟ !
-    ଶ୍ରୀମତୀ ଜେସମୀନ ପାଳ 

ପ୍ରାର୍ଥନା କରନ୍ତୁ :-ପ୍ରତି ଦିନ ସଖାଳେ ପାଞ୍ଚ ଘଣ୍ଟାରେ ଜିଓ ମିଟ ଆପରେ ହେଉ ଥିବା ଅନଲାଇନ ପ୍ରାର୍ଥନାରେ ଅନେକ ଲୋକ ଭାଗ ନେବା ପାଇ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet