Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 21-03-2021 (Kids Special)
Share:

By Village Missionary Movement

Sunday, 21-Mar-2021

ଆଜିର ବାକ୍ୟ (Oriya) 21-03-2021 (Kids Special)

ୱାନ ୱେ କେବଳ ଯୀଶୁ ହିଁ 

"...ମୁଁ ହିଁ  ପଥ, ସତ୍ୟ ଓ ଜୀବନ;...” - ଯୋହନ 14:6

ହାଲୋ ପିଲାମାନେ କେମିତି ଅଛ ? ଭଲ ଅଛ କି ? ସୁପର, ଭୁସ...ବୋଲି ଶବ୍ଦ ଆକାଶରେ ହେବା କ୍ଷଣି ଧାଇଁ କି ବାହାରକୁ ଆସି ହେ ମାଆ ଲୋ... ଉଡ଼ାଜାହାଜ ଉଡୁଛି ଆସ ଆସ ସୁନ୍ଦର ସରଳ ରେଖା ଟାଣି ଟାଣି ଯାଉଅଛି,  ଚିତ୍କାର କରି ସମସ୍ତଙ୍କୁ କହିବ ତ ? ଉଡ଼ାଜାହାଜକୁ ଦୂରରୁ ଦେଖିବାକୁ କେତେ ଖୁସି ଲାଗୁଥିବ !ସେହିପରି ସେଠାରେ ଚଡି ଯାତ୍ରା କଲେ କେମିତି ଥିବ  !ଉଡ଼ାଜାହାଜରେ ଉଡିବାକୁ ସମସ୍ତଙ୍କୁ ଆଶା ଅଛି କି ? ସେଥିପାଇଁ ପ୍ରାର୍ଥନା କରନ୍ତୁ, ଯୀଶୁ ବାପା ନିଚୟ ସାହାଯ୍ୟ କରିବେ !

ଗୋଟିଏ ଉଡ଼ାଜାହାଜରେ ଦୁଇ ଜଣ ଭାଇ ମାନେ ଯାତ୍ରା କରୁଥାନ୍ତି !ଦୁଇ ଜଣ ଯାକ ଚାକଛକ୍ୟରେ ପୋଷାକ ପରିଧାନ କରି ସ୍ଥିର ହୋଇ ବସି ରହିଛନ୍ତି !ଜଣେ ନନା ପାଖରେ ବସି ଥିବା ଲୋକଙ୍କ ସହିତ କଥା ହେବାକୁ ଆରମ୍ଭ କଲା !ତୁମ୍ଭେ ମଧ୍ୟ ଯାତ୍ରା କରୁଥିବା ବେଳେ, ସ୍କୁଲ ଯିବା ବେଳେ ପଡୋଶୀ ସହିତ କଥାଭାଷା ହୋଇ ସାଙ୍ଗ ହୋଇ ଯିବ ତ !ହଁ ପ୍ରେମରେ କଥା ହୋଇ ଅନ୍ୟର କାର୍ଯ୍ୟ ଗୁଡିକ ଜାଣିବାକୁ ହେବ !ଓକେ ତ !

ଜଣେ ନନା ପଚାରିଲା, ତୁମର ନାମ କଣ ? କଣ କାମ କରୁଛ ? ଅନ୍ୟ ଭାଇ କହିଲା, ମୋର ନାମ କାର୍ତ୍ତିକ, ମୁଁ ବାଣିଜ୍ୟ କରୁଛି !ଅନେକ ଦେଶରେ ମୋର ବାଣିଜ୍ୟ ଅଛି !ମୋର ପିତା କୋଟିପତି, ଆମର ଅନେକ ଦାସମାନେ ଅଛନ୍ତି ! ଭାଇ ପଚାରିଲା, ତୁମ୍ଭେ ? ଅନ୍ୟ  ଭାଇ କହିଲା, ମୋର ନାମ ରମେଶ, ମୁଁ ମଧ୍ୟ ମୋର ପିତାଙ୍କର କାମ ନିମନ୍ତେ ହିଁ ଯାଉଅଛି !ସେ ଅନେକ କୋଟିପତିଙ୍କୁ ଧନୀ ବ୍ୟକ୍ତି !ଆମକୁ ସାରା ପୃଥିବୀରେ ଦାସମାନେ କାମ କରୁଛନ୍ତି !ଏହା ଶୁଣିବା କ୍ଷଣି କାର୍ତ୍ତିକ ନନା ଆଚ୍ଛର୍ଯ୍ୟ ହେଲା, କିପରି ବୋଲି ପଚାରିବା ମଧ୍ୟରେ, ରମେଶ ନନା କହିଲା ମୁଁ ଜଣେ ଧର୍ମପ୍ରଚାରକ ଭାବରେ କାମ କରୁଅଛି !ମୋର ପିତା ଯୀଶୁଙ୍କର ନାମରେ ରୋଗୀକୁ ସୁସ୍ଥ କରନ୍ତି, ସମସ୍ୟାର ସମାଧାନ ହେଉଅଛି, ପାଠ ପଡ଼ିବାକୁ ଜ୍ଞାନ ଯୋଗାଇ ଦିଆ ଯାଉଅଛି, ଶୁଣିବା ଲୋକଙ୍କୁ ପାଇବା ସକାଶେ ଅଦଭୂତ କରୁଛନ୍ତି, କେବଳ ସେତିକି ନୁହେଁ ସ୍ୱର୍ଗ ରାଜ୍ୟରେ ସ୍ଥାନ ଦିଆ ଯାଉଛି !ଏହା କହିଥିବା ରମେଶ ନନାକୁ ଆଖି ପୋତା ନ ପକାଇ ଦେଖିକି ରହି ଗଲା କାର୍ତ୍ତିକ ନନା !କଣ ଏ ସମସ୍ତ ବିନାମୂଲ୍ୟରେ କି ? କଣ ମୁଁ ପାଇ ପାରିବିନି କି ବୋଲି ଲୋଭରେ ଦେଖିବା କାର୍ତ୍ତିକ ନନା ତାଙ୍କର ହୃଦୟକୁ ଖୋଲି ଯୀଶୁବାପାଙ୍କୁ ସ୍ଥାନ ଦେଲା !ରମେଶ ନନା ଯୀଶୁଙ୍କର ପ୍ରେମକୁ ଆଉ ଅଧିକରୁ ଅଧିକ କହିକି ଆସିଲା !କାର୍ତ୍ତିକ ନନା ଶୁଣିବାକୁ ପୂର୍ତ୍ତି ଲାଗୁଥାଏ !ଉଡ଼ାଜାହାଜ ଅବତରଣ ହେଲା !ଦୁଇ ଜଣ ଯାକ ଭିନ୍ନ ହେବାକୁ ଇଚ୍ଛା ନ ହୋଇ ହାତକୁ ହାତ ମିଲନ କଲେ !

ହେଲୋ ମୋର ପ୍ରିୟ ପିଲାମାନେ, ଦୁଇ ଜଣଙ୍କର ଯାତ୍ରା ସୁପର ଭାବରେ ହେଲା ତ !କେତେ କୋଟି କୋଟି ଧନ, ସମ୍ପତି ଥିଲେ ମଧ୍ୟ ସ୍ୱର୍ଗ ରାଜ୍ୟକୁ ଯାଇ ପାରିବା ନାହିଁ !ସେଠାକୁ ଯିବାକୁ କେବଳ ଗୋଟିଏ ହିଁ ପଥ ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ !କଣ ତୁମ୍ଭ ଜୀବନରେ ଯୀଶୁବାପା ଅଛନ୍ତି କି ? ପରଖି ନିଅନ୍ତୁ,  ନଚେତ ଅଜି ହିଁ ଯୀଶୁବାପାଙ୍କୁ ସ୍ଥାନ ଦିଅନ୍ତୁ !ସ୍ୱର୍ଗ ରାଜ୍ୟକୁ  ହାତଛଡା କରନ୍ତୁ  ନାହିଁ !ତାହା ହିଁ  ପ୍ରଧାନ ଅଟେ !ଓକେ ତ !
-    ଭଉଣୀ ଦେବୋରା

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet